ଆୟଠାରୁ ୧୮୩% ଅଧିକ ସମ୍ପତ୍ତି ରଖିଥିଲେ ସହକାରୀ ଯନ୍ତ୍ରୀ, ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ୱର:ରଖିଥିଲେ ଆୟ ବହିର୍ଭୁତ ସମ୍ପତ୍ତି । ବାନ୍ଧିନେଲା ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ଘରୁ ଆଖି ଟେରା ହେଲା ପରି ସମ୍ପତ୍ତି ପାଇବା ପରେ ତାଙ୍କୁ ମଙ୍ଗଳବାର ଗିରଫ କରି ନେଇଛି ଭିଜିଲାନ୍ସ । ଏହି କୋଟିପତି ଯନ୍ତ୍ରୀ ଜଣକ ହେଲେ କଟକ ସଦର ବ୍ଲକ୍ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର…