ବଲିଉଡ କଣ୍ଠଶିଳ୍ପୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ, କଟକ ମହିଳା ଥାନାରେ ଏତଲା
କଟକ: ବଲିଉଡର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା କୋଲକାତା ନିବାସୀ ସୌରିନ ଭଟ୍ଟଙ୍କ ନାଁରେ ଥାନାରେ ଏତଲା। ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ଯୁବତୀ। ମହିଳା ଜଣଙ୍କ ପ୍ରଥମେ ଜଗତପୁର ଥାନାକୁ ଯାଇଥିଲେ, ସେଠାରୁ ମହିଳା ଥାନା ପଠାଇଥିଲା ପୋଲିସ।
ଗାୟିକା…