Latest Odisha News

BREAKING NEWS

ମୁମ୍ବାଇ ବହୁତଳ ପ୍ରାସାଦରେ ଅଗ୍ନିକାଣ୍ଡ, ଜଳିଲା ୬୦ ମହଲା ବିଶିଷ୍ଟ କୋଠା

ମୁମ୍ବାଇ : ଅଭିଘନା ପାର୍କ ବିଲ୍ଡିଂରେ ଲାଗିଲା ନିଆଁ  । ହୁତୁ ହୁତୁ ହୋଇ ଜଳିଲା ବିଲ୍ଡିଂର ୩୫ ମହଲା । ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି  । ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ମୁମ୍ବାଇର କରି ରୋଡ ସ୍ଥିତ ୬୦ ମହଲା ବିଶିଷ୍ଟ ବିଶାଳ ପ୍ରାସାଦରେ ନିଆଁ…

ବିଷାକ୍ତ ବାୟୁ, ନୀରବ ଘାତକ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…  ଜୀବନକୁ ସହଜ ସୁନ୍ଦର ଓ ବିଳାସମୟ କରିବା ପାଇଁ ମଣିଷ ବିଭିନ୍ନ ପ୍ରକାର କଳକାରଖାନା, ଆମୋଦ ପ୍ରମୋଦର ସାମଗ୍ରୀ, ଅତ୍ୟାଧୁନିକ ଗାଡ଼ି ମଟର, ଚକାଚକ୍ ରାସ୍ତାଘାଟ ଆଦି ତିଆରି କରିବାରେ ଲାଗୁଛି । କିନ୍ତୁ ଅନ୍ୟପକ୍ଷରେ ଏସବୁର ବହୁଳ ଓ…

ରାଜଧାନୀରେ ଉଡ଼ି ଉଡ଼ି ମଶା ମାରିବ ଡ୍ରୋନ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମଶାଙ୍କ ସାନ୍ଧ୍ରତା ବୃଦ୍ଧି ପାଉଥିବା ବେଳେ ନୂଆ ଯୋଜନା କରିଛି ବିଏମସି । ମଶା ମରା ଗାଡ଼ି ସହ ବିଏମସି ଡ୍ରୋନର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ରାଜଧାନୀରେ ମଶା ଦମନ ପାଇଁ ବିଏମସି ଡ୍ରୋନର ବ୍ୟବହାର କରିବ । ଏନେଇ ସୂଚନା ଦେଇଛନ୍ତି…

୧୩ତମ ଉଦୟଗିରି ବୁଦ୍ଧ ମହୋତ୍ସବ ଉଦଘାଟିତ

ଯାଜପୁର : ବୈାଦ୍ଧ ବିହାର ଉଦୟଗିରିଠାରେ ତ୍ରୟୋଦଶତମ ବୁଦ୍ଧ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ପକ୍ଷରୁ ଏହି ଅନୁଷ୍ଠିତ ଏହି ମହତ୍ସୋବକୁ ସୂଦୂର ଶ୍ରୀଲଙ୍କାର ପ୍ରାଚୀନ ବୈାଦ୍ଧ ବିହାର ଆଧ୍ୟାତ୍ମିକ ଜ୍ଞାନ କେନ୍ଦ୍ରର ବୈାଦ୍ଧ ଭିକ୍ଷୁ ସୁବୋଧି ଭନ୍ତେ…

ସରକାରଙ୍କ ବିରୋଧ ସତ୍ତ୍ୱେ ଗୋଧ୍ରା କାଣ୍ଡ ଦେଷୀଙ୍କୁ ସୁ୍ପ୍ରିମ କୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଗୋଧ୍ରାକାଣ୍ଡ ମାମଲାରେ ଗୁଜୁରାଟ ସରକାରଙ୍କ କଡା ବିରୋଧ ସତ୍ତ୍ୱେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଦୋଷୀଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମ କୋର୍ଟ । କୋର୍ଟ କହିଛନ୍ତି, ଦୋଷୀ ଫାରୁକ ୨୦୦୪ରୁ ଜେଲ ଦଣ୍ଡ ଭୋଗୁଛି ଏବଂ ସେ ୧୭ ବର୍ଷ ଜେଲରେ ରହି ସାରିଲାଣି । ତେଣୁ ତାଙ୍କୁ…

ଅନୁବାଦ କବିତା : ଏଇ ଶୀତରେ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ ମୁଁ ଯଦି ମରିପାରନ୍ତି ଏଇ ଶୀତରେ ଗଛ ଯେମିତି ଶୁଖିଯାଏ ସାପ ଯେମିତି ଗାତରେ ପଶି ରହେ ଏଇ ଦୀର୍ଘ ଶୀତ ସମୟରେ। ଶୀତ ଚାଲିଗଲେ ଗଛ ନୂଆ ହୋଇ ଗଜରେ ଚେରରୁ ଉର୍ଦ୍ଧ୍ଵକୁ ଉଠେ ତରୁଣ ଜୀବନ ରସ ଚିତ୍କଣ ସବୁଜ ଡାଳ ପତ୍ରରେ ଅଜସ୍ର ଉଦ୍ଧତ ଫୁଲର ହସ।…

ବ୍ୟାଣ୍ଡ ବାଜା ରୋଷଣୀରେ ଘରକୁ ଆସିଲା କନ୍ୟା ରତ୍ନ

ଚଣ୍ଡିଗଡ଼ : ସାଧାରଣତଃ ପ୍ରତ୍ୟେକ ପରିବାରରେ ପୁଅକୁ ସମସ୍ତେ ଅଧିକ ଭଲପାଆନ୍ତି  । ଆଉ ଝିଅକୁ ନେଇ ସମସ୍ତେ ନାନା କଥା କହିଥାଆନ୍ତି  । ଝିଅ ଜନ୍ମ ନେଇ ଖୁସି ନଥିବା ବେଳେ ଅଧିକାଂଶ ଗର୍ଭପାତ ମଧ୍ୟ କରିଥାଆନ୍ତି  । ତେବେ ଏହାରି ଭିତରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଝିଅ ଜନ୍ମ ହେବା ଖୁସିରେ…

ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ବି ଦଣ୍ଡ ପାଇବେ ଦୁର୍ନୀତିଗ୍ରସ୍ତ ଅଧିକାରୀ-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲାଞ୍ଚ ନେବା ଅପରାଧ । ଏଣିକି ଲାଞ୍ଚ ନେଉଥିବା ଏବଂ ଦେଉଥିବା ବ୍ୟକ୍ତିଙ୍କୁ ଏଣିକି ମିଳିବ ଦଣ୍ଡ । ଏଥିପାଇଁ ପ୍ରତ୍ୟକ୍ଷ ପ୍ରମାଣର ବି ଆବଶ୍ୟକତା ନାହିଁ ।  ଭ୍ରଷ୍ଟାଚାର ବିରୋଧରେ ଏମିତି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ  । ସୁପ୍ରିମକୋର୍ଟ କହିଛନ୍ତି,…

ଫିଫା ବିଶ୍ୱକପ: ଫ୍ରାନ୍ସଠାରୁ ହାରିବା ପରେ ତାଣ୍ଡବ ରଚିଲେ ମରକ୍କୋ ପ୍ରଶଂସକ

କତାର: ଫିଫା ବିଶ୍ୱକପ ଫାଇନାଲ ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲରେ ଫ୍ରାନ୍ସ ୨-୦ରେ ମରକ୍କୋକୁ ପରାସ୍ତ କରିଥିଲା । ତେବେ ଏହି ମ୍ୟାଚ ପରେ ମରକ୍କୋ ପ୍ରଶଂସକମାନେ ପ୍ୟାରିସ ଓ ବ୍ରୁସେଲ୍ସରେ ହିଂସାକାଣ୍ଡ ରଚିଥିଲେ । ୧୦୦ରୁ ଊଦ୍ଧ୍ୱ ପ୍ରଶଂସକ ପୋଲିସ ଉପରକୁ…

ଥାନାବାବୁଙ୍କର ଏତେ ସମ୍ପତ୍ତି ଦେଖି ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡିଲେ  ତମାଣ୍ଡୋ ଥାନା ଏସ୍‌ଆଇ ।  ଘରେ ପଶି ଛାନଭିନ କଲା ଭିଜିଲାନ୍ସ। ଭୁବନେଶ୍ୱର ସ୍ଥିତ ପାଇକନଗରରେ ଥିବା ୪ ମହଲା ବିଲ୍ଡିଂ ଓ ତମାଣ୍ଡୋ ଅଫିସରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଏଥିସହିତ ତାଙ୍କ ନୟାଗଡ଼ର ଥିବା ପୈତୃକ ଘରେ ମଧ୍ୟ ଚଢାଉ ହାଇଛି।…