ଚଳନ୍ତା ଟ୍ରେନ୍ରେ ଗୁପ୍ଚୁପ୍ ପସରା: ମଜା ନେଲେ ଯାତ୍ରୀ
ନୂଆଦିଲ୍ଲୀ: ଅଧିକାଂଶ ଲୋକ ଷ୍ଟ୍ରିଟ୍ ଫୁଡ ପସନ୍ଦ କରିଥାନ୍ତି । ସମସ୍ତ ଷ୍ଟ୍ରିଟ୍ଫୁଡ଼ ଭିତରୁ ଗୁପ୍ଚୁପ୍କୁ ସବୁବର୍ଗର ଲୋକେ ଅଧିକ ପସନ୍ଦ କରିଥାନ୍ତି । ସେଥିଲାଗି ରାସ୍ତା କଡ଼ରେ ମିଳୁଥିବା ଗୁପ୍ଚୁପ୍ ଓ ଚାଟ୍ ପାଖରେ ବେଶୀ ଗହଳି ଦେଖିବାକୁ ମିଳିଥାଏ । ଏହାର ଚାହିଦା ଅଧିକ ଥିବାରୁ…