ଠିକ୍ ଭାବେ ଚାଲିପାରୁନି ବିଧାନସଭା, ଏପଟେ ବିଧାୟକଙ୍କ ଦରମା ବୃଦ୍ଧି ନେଇ ତେଜିଲା ତର୍କ
ଭୁବନେଶ୍ୱର: ଓଡିଶାର ବିଧାୟକଙ୍କ ଦରମା ୧ ଲକ୍ଷରୁ ଅଢେଇ ଲକ୍ଷ ଟଙ୍କାକୁ ବୃଦ୍ଧି ହେବ । ଏଭଳି ସୂଚନା ମିଳିବା ପରେ ଏହାକୁ ନେଇ ବିଭିନ୍ନ ତର୍କ ସାମ୍ନାକୁ ଆସିଛି। ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ଦ୍ୱାରା ଗଠିତ କମିଟି ଦରମା ବୃଦ୍ଧି ନେଇ ପ୍ରସ୍ତାବ ପଠାଇଛି। ବାଚସ୍ପତିଙ୍କୁ ଚିଠି ଲେଖି…