ପୁଣି ଏକ ବଡ଼ ଅଘଟଣ: ହ୍ରଦରେ ଡଙ୍ଗା ଓଲଟି ୨୧ ମୃତ
ମାନିଲା: ଫିଲିପାଇନ୍ସରେ ଭୟଙ୍କର ଦୁର୍ଘଟଣା। ରାଜଧାନୀ ମାନିଲାର ପୂର୍ବରେ ଅବସ୍ଥିତ ରିଜାଲ ରାଜ୍ୟର ଏକ ହ୍ରଦରେ ଡଙ୍ଗା ବୁଡ଼ି ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଜୋରରେ ପବନ ହେବାରୁ ମୋଟର ଡଙ୍ଗାଟି ଓଲଟି ପଡ଼ିଥିଲା। ଫିଲିପାଇନ୍ସ କୋଷ୍ଟଗାର୍ଡ (ପିସିଜି) ର ମୁଖପାତ୍ର ଏବଂ ପୋଲିସ ଏହି ସୂଚନା…