ଶ୍ରୀମନ୍ଦିର ଭିତରେ କଲେ ରିଲ୍; ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
ପୁରୀ: ଲାଗୁଛି ଶ୍ରୀମନ୍ଦିର ସୁରକ୍ଷା ନେଇ ଯେତେ କଡ଼ା କଟକଣା ହେବାକଥା ସେତେଟା ହେଉ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଭାଇରାଲ୍ ଭିଡିଓ ମାମଲା ସାମ୍ନାକୁ ଆସିଛି। କିଛିଦିନ ତଳେ ଡ୍ରୋନ୍ ଉଡ଼ାଇ ଜଣେ ବଙ୍ଗୀୟ ଯୁବକ ଗିରଫ ହୋଇଥିଲେ। ଏବେ ଆଉ ଜଣେ ଯୁବକ ଶ୍ରୀମନ୍ଦିର ଭିତର ବେଢାର ଭିଡିଓ ରେକର୍ଡିଂ…