ସ୍କୁଲ ଛୁଟି ଖୋଲିବା ପୂର୍ବରୁ ଅଭିଭାବକ ଓ ଛାତ୍ରଛାତ୍ରୀ ଚିନ୍ତିତ; ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ
ବାହାନଗା: ଗ୍ରୀଷ୍ମ ଛଟି ଶେଷ ହେବାକୁ ଯାଉଛି। ଖୋଲିବାକୁ ଯାଉଛି ସ୍କୁଲ। ହେଲେ ବାହାନଗା ବଜାର ହାଇସ୍କୁଲରେ ଗ୍ରୀଷ୍ମ ଛୁଟି ପରେ ଛାତ୍ରଛାତ୍ରୀମାନେ ଆସିବାକୁ କେତେ ପ୍ରସ୍ତୁତ ତାହା ଏବେ ଆଲୋଚନାର ବିଷୟ ହୋଇଛି। ଏପରି ଆଲୋଚନାର କାରଣ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣା। ଯାହାକୁ ନେଇ…