Latest Odisha News

BREAKING NEWS

ଆଜି କୋର୍ଟରେ ହାଜର ହେବେ ନାଗ-ଚାନ୍ଦ ଦମ୍ପତ୍ତି; ଫ୍ରଣ୍ଟ-ଟୁ-ଫ୍ରଣ୍ଟ ଜେରା ପାଇଁ ଇଡି ପ୍ରସ୍ତୁତ

ଭୁବନେଶ୍ୱର : ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଗତକାଲି ଅର୍ଚ୍ଚନାଙ୍କ ରିମାଣ୍ଡ ସରିଛି । ପୁଣି ତାଙ୍କୁ ରିମାଣ୍ଡରେ ନେବାକୁ ଇଡି ଆଜି କୋର୍ଟଙ୍କୁ ନିବେଦନ କରିବ । ହନିଟ୍ରାପ, ମନି ଲଣ୍ଡରିଂ ମାମଲାରେ ଖୋଳତାଡ ଜାରି ରଖିଛି ଇଡି । ବ୍ଲାକମେଲ୍…

ଡ୍ରାଗନ ସେନାର ଔଦ୍ଧତ୍ୟ, ଜରୁରୀ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପୁଣି ଡ୍ରାଗନ ସେନାର ଔଦ୍ଧତ୍ୟ । ଭାରତୀୟ ସେନା ପୋଷ୍ଟ ହଟାଇବାକୁ ଚୀନସେନା ପିଏଲଏର ଉଦ୍ୟମ । ଅରୁଣାଚଳପ୍ରଦେଶର ତଓ୍ୱାଙ୍ଗ ଠାରେ ଭାରତୀୟ ସେନା ସହ ମୁହାଁମୁହିଁ । ୯ ତାରିଖରେ ଭାରତୀୟ ସେନା ସହ ଚୀନ ସେନା ହାତାହାତି ହୋଇଥିବା ଜଣାପଡିଛି । ସାଟେଲାଇଟ୍ ଚିତ୍ରରୁ ସାମ୍ନାକୁ ଆସିଲା…

ଆପଣ ପ୍ରଧାନମନ୍ତ୍ରୀଙ୍କୁ ମନ୍-କି-ବାତ୍ କହିବାକୁ ଚାହୁଁଛନ୍ତି କି? ମୋଦୀ ଦେଲେ ସୁଯୋଗ

ନୂଆଦିଲ୍ଲୀ : ଆପଣଙ୍କ କିଛି ସମସ୍ୟା ଅଛି କି? ଆପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କହିବାକୁ ଚାହୁଁଛନ୍ତି କି ? ଆପଣ ଦେଶର ବିକାଶ ପାଇଁ କିଛି ଉପାୟ ଭାବିଛନ୍ତି କି? ଏପରିକି କେନ୍ଦ୍ର ସରକାରଙ୍କୁ କେଉଁ ଦିଗଦର୍ଶନ ଦେବା ପାଇଁ ଚାହୁଛନ୍ତି, ତାହା ମଧ୍ୟ କହିପାରିବେ । ଆପଣଙ୍କୁ ଏହି…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ମନ୍ତବ୍ୟରେ କଂଗ୍ରେସ ନେତା ରାଜା ପଟେରିଆ ଗିରଫ

ଭୋପାଳ: ମହଙ୍ଗା ପଡ଼ିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ମନ୍ତବ୍ୟ । କଂଗ୍ରେସ ନେତା ରାଜା ପଟେରିଆ ଗିରଫ । ଆଜି ସକାଳ ସାଢେ ୫ଟାରେ ମଧ୍ୟପ୍ରଦେଶର ଦମୋହରୁ ଗିରଫ ହୋଇଛନ୍ତି ପାଟେରିଆ । ଗତକାଲି ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା…

ଧଳାଚାଦରରେ ଘୋଡ଼େଇ ହୋଇଛି ରାଜ୍ୟ, ସବୁଠି ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ । ଯେପରି ଧଳାଚାଦରରେ ଘୋଡ଼େଇ ହୋଇଛି ସହରଠୁ ପଲ୍ଲୀ । ସକାଳୁ ୮ଟା ଯାଏ ବି ରାସ୍ତା ପରିଷ୍କାର ଦେଖାଯାଉନଥିଲା । ଏୟାରପୋର୍ଟ ଅଞ୍ଚଳରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ସୂଚନା ମିଳିଛି । ଟ୍ୱିନ ସିଟି…

ଜଜ୍‌ଙ୍କ ଚାମ୍ବର ଭଙ୍ଗାରୁଜା ଘଟଣାରେ ଏଯାବତ୍ ୧୨ ଓକିଲ ଗିରଫ; ୧୪୪ ଧାରା ବଳବତ୍ତର

ସମ୍ୱଲପୁର : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଇନଜୀବୀଙ୍କ ଆନ୍ଦୋଳନ ତୀବ୍ର ରୂପ ନେବାରେ ଲାଗିଛି । ସମ୍ୱଲପୁରରେ ଆନ୍ଦୋଳନ ଉଗ୍ରରୂପ ନେଇଛି । ଘଟଣାସ୍ଥଳରେ ୧୪୪ ଧାରା ବଳବତ୍ତର ରହିଛି । ଗତକାଲି ଜିଲ୍ଲା ଜଜ୍‌ଙ୍କ ଚାମ୍ବରରେ ଭଙ୍ଗାରୁଜା ଘଟଣାରେ ୧୨ ଓକିଲ ଗିରଫ ହୋଇଛନ୍ତି । ୯…

ଭାଷା ଭାଗବତ : ଧର୍ମ, ସଂସ୍କୃତି, ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ଧର୍ମକୁ କଲେ ପ୍ରଦର୍ଶନୀ ହୁଏ ଧର୍ମର ମାନହାନି ରହିବା ସ୍ବଧର୍ମ ସହିତ ହେବାନି ଆଦୌ ପ୍ରଦର୍ଶିତ ବ୍ୟକ୍ତିର ଅଂତରଂଗ ଭକ୍ତି ବୁଦ୍ଧି, ଜ୍ଞାନ, ବିବେକ, ଶକ୍ତି ଲୋଡ଼େନି କାହାର ସ୍ବୀକୃତି ଅଥବା ଗୋଷ୍ଠୀର ସଂପୃକ୍ତି

ସୁସ୍ଥ ରଖିବା ସହ ଓଜନ ହ୍ରାସ କରେ ଟମାଟୋ ସୁପ୍‌‌….

ଶିତଦିନେ ପ୍ରାୟତଃ ନିଜ ଶରୀର ପ୍ରତି ଅଧିକ ଧ୍ୟାନ ଦେଇନଥାନ୍ତି  । ନିଜ ଖାଦ୍ୟପେୟ ପ୍ରତି ସଚେତନ ନହେବା ଦ୍ବାରା ଶରୀର ଅସୁସ୍ଥ ହୋଇଯାଏ  । ତେବେ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟରେ ଟମାଟୋ ସାମିଲ କରିବା ନିହାତି ଜରୁରୀ  । ଟମାଟୋ ସୁପ୍‌‌ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢାର କୂର୍ମ ପ୍ରାଚୀରକୁ ଲାଗି ଶ୍ରୀ ଭଣ୍ଡ ଗଣେଶଙ୍କ ମନ୍ଦିର ବିଷୟରେ ଆଲୋଚନା ଜାରି ରହିଛି । ବିଭିନ୍ନ ପୁସ୍ତକରେ ଭିନ୍ନ ଭିନ୍ନ ବର୍ଣ୍ଣନା ହୋଇଛି, ଯଥା…

ମୁମ୍ବାଇରେ ଆଜିଠାରୁ ଶୁକ୍ରବାର ଯାଏ ଜି ୨୦ର ପ୍ରଥମ ବୈଠକ

ମୁମ୍ବାଇ: ଭାରତର ଜି ୨୦ ଅଧ୍ୟକ୍ଷତା ଅଧୀନରେ ବିକାଶ କାର୍ଯ୍ୟ ଗୋଷ୍ଠୀ (ଡିଡବ୍ଲ୍ୟୁଜି)ର ପ୍ରଥମ ବୈଠକ ଆଜିଠାରୁ (୨୦୨୨ ଡିସେମ୍ବର ୧୩) ୧୬ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଜି ୨୦ ସଦସ୍ୟ, ଅତିଥି ଦେଶ ଗୁଡିକ ତଥା ଆମନ୍ତ୍ରିତ ଅନ୍ତର୍ଜାତୀୟ ସଂଗଠନ ବ୍ୟକ୍ତିଗତ ଭାବରେ…