ପୁଷ୍ପା ୨ରେ ରାମଚରଣଙ୍କ ଏଂଟ୍ରି
ମାଡ୍ରାସ: ପୁଷ୍ପା ଫିଲ୍ମର ଅପୂର୍ବ ସଫଳତା ପରେ ମେକର୍ସ ଏହାର ଦ୍ୱିତୀୟ ପାର୍ଟ ପୁଷ୍ପା ୨ର ଘୋଷଣା କରି ଦେଇଛନ୍ତି । ଅଲ୍ଲୁ ଅର୍ଜନଙ୍କ ସହ ଏଥିରେ ସୁପରଷ୍ଟାର ରାମଚରଣ ଅଭିନୟ କରିବେ ବୋଲି ଜଣାପଡିଛି । ଏଥିରେ ସେ ଅଳ୍ପ ସମୟ ପାଇଁ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ।…