Latest Odisha News

BREAKING NEWS

ସୋମବାର ଶପଥ ନେବେ ବର୍ଷା

ଭୁବନେଶ୍ୱର: ପଦ୍ମପୁର ଆସନରୁ ବିପୁଳ ଭୋଟରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂହ । ଗତକାଲି ସେ ଭୁବେନଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି । ଆଜି ବାଚସ୍ପତିଙ୍କୁ ଭେଟି ସୋମବାର ବିଧାୟିକା ଭାବେ ଶପଥ ନେବେ ବୋଲି…

‘ପ୍ରଧାନ ବିଚାରପତିଙ୍କୁ ଅସ୍ଥାୟୀ ଭାବେ ଦାୟିତ୍ୱ ଦେଲେ ନିର୍ବାଚନ ନିରପେକ୍ଷ ହୋଇପାରନ୍ତା’

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପୂର୍ବତନ ବରିଷ୍ଠ ଉପଦେଷ୍ଟା ଭଗବାନ ପ୍ରକାଶ ଥିଙ୍କର୍ଶ କ୍ଲବ୍ ର ୫୨ ତମ ଆଭାସି ଆଲୋଚନାରେ କହିଛନ୍ତିଯେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ କମିଟି ଜରିଆରେ ନିଯୁକ୍ତି ଦେଇ ଅଷ୍ଟ୍ରେଲିଆ କଲମ୍ବିଆ ଦେଶ ପରି ବାଧ୍ୟତାମୂଳକ ଭୋଟ ଦାନ ନୀତି ଭାରତରେ ଲାଗୁ କରାଯାଉ…

ଫିଫା ବିଶ୍ୱକପ : ବ୍ରାଜିଲ ବିଦା, ଆର୍ଜେଂଟିନା ସେମିରେ

ଦୋହା: ଚଳିତ ଫିଫା ବିଶ୍ୱକପରେ କ୍ରୋଏସିଆ ୫ଥର ବିଶ୍ୱକପ ଚାମ୍ପିୟନ ବ୍ରାଜିଲକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଅପରପକ୍ଷରେ ଆର୍ଜେଂଟିନା ୪-୩ ପେନାଲ୍ଟି ଶୁଟଆଉଟରେ ନେଦରଲାଣ୍ଡସକୁ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛି । ପ୍ରଥମ କ୍ୱାର୍ଟର ଫାଇନାଲରେ କ୍ରୋଏସିଆ ପେନାଲ୍ଟି ଶୁଟଆଉଟରେ…

ହିମାଚଳ ପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ? ନାଁ ଘୋଷଣା କରିବେ ପ୍ରିୟଙ୍କା ଗାନ୍ଧି

ସିମଲା:   ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ତୁଟୁନି  । ଚୂଡ଼ାନ୍ତ ହୋଇପାରୁନି ନାଁ । ଏବେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ହାଇକମାଣ୍ଡଙ୍କୁ ତିନିଜଣଙ୍କ ନାଁ ସୁପାରିଶ କରାଯାଇଛି ।  ମୁଖ୍ୟମନ୍ତ୍ରୀ ରେସରେ ଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ପ୍ରଦେଶ…

ଇ-କାର୍ଟ ପ୍ୟାକେଟ୍ ପଠାଇଲେ, ୧୯ହଜାର ଲୁଟିଲେ ସାଇବର ଠକ

କଟକ : କଟକରେ ସାଇବର ଠକେଇ । ଅନଲାଇନ ସପିଂ ପ୍ୟାକେଟରୁ ବାହାରିଲା ଦୁର୍ଗନ୍ଧ କପଡା । ରିଫଣ୍ଡ ମାଗିବାକୁ ଯାଇ ଠକେଇର ଶିକାର ହୋଇଛନ୍ତି ମହିଳା । କଟକ ନୂଆ ବଜାର ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜର ଅନଲାଇନ ଅର୍ଡର ରିସିଭ କରିବା ପାଇଁ ଇ-କାର୍ଟ ରୁ ଏକ କଲ ଆସିଥିଲା । ନାବାଳିକା ଜଣକ ଘରେ…

ଦିଲ୍ଲୀ ନାଟକ: କିଛି ଘଂଟା ମଧ୍ୟରେ ଦଳକୁ ଫେରିଆସିଲେ ଆପରେ ସାମିଲ ହୋଇଥିବା କଂଗ୍ରେସ ପାର୍ଷଦ

ନୂଆଦିଲ୍ଲୀ: ଦିଲ୍ଲୀରେ ରାଜନୈତିକ ଡ୍ରାମ ଆରମ୍ଭ ହୋଇଯାଇଛି । ଦିଲ୍ଲୀ ଏମସିଡି ଫଳାଫଳ ଆସିବା କିଛି ସମୟ ପରେ କଂଗ୍ରେସର ୨ଜଣ ପାର୍ଷଦ ସବିଲା ବେଗମ ଓ ନାଜିଆ ଖାତୁନ ଆପରେ ମିଶିଥିଲେ । ଫଳରେ ଆପର ସଂଖ୍ୟା ୧୩୬ରେ ପଂହଚି ଯାଇଥିଲା । ତେବେ ଏହାର କିଛି ଘଂଟା ପରେ ଉକ୍ତ ୨ ପାର୍ଷଦ ଏବଂ ଦିଲ୍ଲୀ…

ଜାତିସଂଘରେ ଆଗତ ପ୍ରସ୍ତାବରୁ ଦୂରେଇ ରହିଲା ଭାରତ, ପାକିସ୍ତାନ ପାଇଁ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ: ଜାତିସଂଘରେ  ଆମେରିକା ଏବଂ ଆର୍ୟଲାଣ୍ଡ ପକ୍ଷରୁ ଆଗତ ପସ୍ତାବରେ ଭାରତ ନୀରବତା ବଜାୟ ରଖିଛି। ଏହି ପ୍ରସ୍ତାବରେ ଭାରତ ନିଜକୁ ଦୂରେଇ ରଖି ଅନୁପସ୍ଥିତ ରହିଛି । ପ୍ରତିବନ୍ଧକ ଲଗାଯାଇଥିବା କେତେକ ଦେଶକୁ ସହାୟତା ଯୋଗାଇ ଦେବା ଲାଗି ହୋଇଥିବା କଟକଣା ହଟାଇବା ପସ୍ତାବ ଆମେରିକା ଏବଂ…

‘ପ୍ରତୀକ୍ଷା’ ଓଡ଼ିଆ ଫିଲ୍ମ ଦେଖିବାକୁ ସିନେମା ହଲରେ ଛାତ୍ରଛାତ୍ରୀଙ୍କ ଭିଡ଼

ଭୁବନେଶ୍ୱର: ଦର୍ଶକଙ୍କୁ ମତୁଆଲା କରୁଛି ଓଡିଆ ଫିଲ୍ମ ପ୍ରତୀକ୍ଷା । ଫିଲ୍ମ ହଲ୍ ପୂରା ହାଉସଫୁଲ୍ । ପ୍ରତୀକ୍ଷାକୁ ଭଲ ରେସ୍ପଣ୍ଡ ମିଳୁଛି ।  ଡିସେମ୍ବର ୨ରେ ରିଲିଜ ହୋଇଥିଲା ପ୍ରତୀକ୍ଷା ।  ପ୍ରଥମ ଦିନରୁ ହାଉସଫୁଲ ରହୁଛି ସିନେମା ହଲ୍ । ସ୍ତୁଲି ଫିଲ୍ମ ହଲରେ ସବୁ ବୟସର ଲୋକଙ୍କୁ…

ପରୀ ହତ୍ୟା ମାମଲା: ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ୍

କଟକ: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ୧୦ ଦିନ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ପାଇଁ ଆବେଦନ କରିଥିଲା ସରୋଜ । ତେବେ ଆବଶ୍ୟକ ପଡିଲେ ଥାନାରେ ଆସି ସେ…

‘ମୋ ପୁଅ ହତ୍ୟାକାରୀକୁ ଦଣ୍ଡ ମିଳୁ, ଡିସିପି ସଠିକ ତଦନ୍ତ କରି ମୋତେ ନ୍ୟାୟ ଦିଅନ୍ତୁ’

କଟକ: ମୋ ପୁଅ ହତ୍ୟାକାରୀକୁ ଦଣ୍ଡ ମିଳୁ । ଡିସିପି ସଠିକ ତଦନ୍ତ କରି ମୋତେ ନ୍ୟାୟ ଦିଅନ୍ତୁ । ଏହା କହିଛନ୍ତି ମୃତ ଆନନ୍ଦ ଟପ୍ପୋଙ୍କ ବାପା ବନ୍ଧନା ଟପ୍ପୋ । ଓଡ଼ିଶା ପୋଲିସର ତଦନ୍ତ ଶୀଥିଳ ଓ ଦିଗହରା  ବୋଲି କହି ଗତକାଲି ହାଇକୋର୍ଟ ଆନନ୍ଦ ଟପ୍ପୋ ହତ୍ୟା ମାମଲାର ତଦନ୍ତ ଭାର ଭୁବନେଶ୍ୱର…