Latest Odisha News

BREAKING NEWS

ମୁଲାୟାମଙ୍କ ସିଟରୁ ଜିତିଲେ ବୋହୂ ଡିମ୍ପଲ

ଲକ୍ଷ୍ନୌ: ମୈନପୁରୀ ଆସନରେ ବାଜିମାତ କରିଛନ୍ତି ମୁଲାୟମଙ୍କ ବୋହୂ ଡିମ୍ପଲ ଯାଦବ। ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପାରମ୍ପରିକ ଆସନ ମୈନପୁରରେ ମୁଲାୟମଙ୍କ ଦେହାନ୍ତ ପରେ  ଉପ ନିର୍ବାଚନ ହୋଇଥିଲା।  ଏହି ଆସନରେ  ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିଲେ ଅଖିଲେଶ…

ଓଲଟି ପଡ଼ିଲା ବରଯାତ୍ରୀ ଟ୍ରାକ୍ଟର, ୬ ମୃତ ୨୦ ଆହତ

ଅମରବତୀ : ଆନ୍ଧ୍ରପ୍ରଦେଶର ଚିତ୍ତୋର୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିବାହ କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ବରଯାତ୍ରୀ । ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବଲିଜାପଲ୍ଲେ ଗାଁରୁ ଟ୍ରାକ୍ଟରରେ ଝିଅ ଘର ଆଡକୁ…

ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜର କାର୍ଯ୍ୟସୂଚୀ ଘୋଷିତ କରିଛି । ଆସନ୍ତା ବର୍ଷ ଜାନୁୟାରୀରେ ଭାରତ ଟିମ ଶ୍ରୀଲଙ୍କା ବିପକ୍ଷରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ । ଏହା ପରେ ନ୍ୟୁଜିଲାଣ୍ଡ…

ଟେଷ୍ଟ ସିରିଜରେ ରୋହିତଙ୍କ ସ୍ଥାନ ନେଇପାରନ୍ତି ଅଭିମନ୍ୟୁ ।

ଡିସେମ୍ବର ୧୪ ରୁ ବାଂଲାଦେଶ ବିପକ୍ଷ ଦୁଇ ଟେଷ୍ଟ ସିରିଜ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା୍ଙ୍କ ଖେଳିବାକୁ ନେଇ ସନ୍ଦେହ କରାଯିଉଛି । କିନ୍ତୁ ଏର୍ଯ୍ୟନ୍ତ  କୌଣଷି ଖବର ନଥିବାବେଳେ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡ ବୁଧବାର ଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ସମ୍ପର୍କରେ ଏକ ମତାମତ ଦେଇ…

ମୈନପୁରୀରେ ଡିମ୍ପଲ ଯାଦବଙ୍କ ରେକର୍ଡ ଜିତ୍

ଲକ୍ଷ୍ନୌ: ମୈନପୁରୀ ଉପନିର୍ବାଚନରେ ସମାଜବାଦୀ ପାର୍ଟିର ବିଜୟ । ମୈନପୁରୀ ଆସନରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବ ବିଜୟୀ ହୋଇଛନ୍ତି । କଡ଼ାସୁରକ୍ଷା ମଧ୍ୟରେ ଶେଷ ହୋଇଛି ମତଗଣନା । ବିଜେପି ପ୍ରାର୍ଥୀ ରଘୁରାଜ ସିଂ ସାକ୍ୟଙ୍କୁ ପରାସ୍ତ କରିଛନ୍ତି ଡିମ୍ପଲ । ଡିମ୍ପଲଙ୍କୁ…

ସିଇଓଙ୍କ ପ୍ରେସମିଟ୍ : ବିଜେଡି ପ୍ରାର୍ଥୀଙ୍କୁ ୧,୨୦,୮୦୭ ଭୋଟ୍

ପଦ୍ମପୁର: ପଦ୍ମପୁରରେ ୫୮ପ୍ରତିଶତ ଭୋଟ୍ । ବିଜେଡି ପ୍ରାର୍ଥୀଙ୍କୁ ୧,୨୦,୮୦୭ ଭୋଟ୍ ମିଳିଛି  । ରାଜ୍ୟ ନିର୍ବାଚନ ମୁଖ୍ୟ ଅଧିକାରୀ ସୁଶୀଲ ଲୋହାନୀ ପ୍ରେସମିଟ୍ ରେ ଏହି ସୂଚନା ଦେଇଛନ୍ତି । ପୋଷ୍ଟାଲ ବାଲାଟ ୩୦୦ ଖଣ୍ଡ ମିଳିଥିଲା ବେଳେ ୪୮ଟି ରଦ୍ଦ ହୋଇଥିଲା ।  ୨୪୨ ପୋଷ୍ଟାଲ ଭୋଟ୍ ଫଳାଫଳରେ…

ଭିଜିଲାନ୍ସ ପଞ୍ଝାରେ ଟିଟିଲାଗଡ଼ ରେଞ୍ଜର ଶିବ ପ୍ରସାଦ ଦାସ

ବଲାଙ୍ଗୀର :  ଭିଜିଲାନ୍ସ ଜାଲରେ ପଡ଼ିଲେ ରେଞ୍ଜର ଶିବପ୍ରସାଦ ଦାସ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ ରେଞ୍ଜରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଏକ କାଳୀନ ଚାରୋଟି ସ୍ଥାନରେ ଭିଜିଲାନ୍ସର ଟିମ୍ ଚଢାଉ କରିଛି । ବଲାଙ୍ଗୀର, ସମ୍ବଲପୁର, ବରଗଡ ଓ ସୋନପୁର ରେ ଭିଜିଲାନ୍ସର ଚଢ଼ାଉ…

ଏହି ଗ୍ରାମରେ ସନ୍ଧ୍ୟା ୬ରୁ ୮ଟା ମୋବାଇଲ, ଟିଭି ବନ୍ଦ

ଜକେକୁରବାଡି: ସନ୍ଧ୍ୟା ୫ଟା ୫୫ ହଠାତ ଏକ ସାଇରନର ସ୍ୱର ମହାରାଷ୍ଟ୍ରର ଜକେକୁରବାଡିକୁ ଥରେଇ ଦେଇଥିଲା । ଛୋଟ ପିଲାମାନେ ଯିଏ ଯେଉଁଠି ଥିଲେ ଘର ଆଡକୁ ଦୌଡିଥିଲେ । ଆଉ ବାପାମାଆମାନେ ପିଲାମାନଙ୍କୁ ଆଣିବା ପାଇଁ ବ୍ୟସ୍ତ ବିବ୍ରତ ହେଉ ପଡୁଥିଲେ । ସେମାନଙ୍କ ବ୍ୟସ୍ତ ଏବଂ ବିବ୍ରତ ପଛରେ ଏକ ମହତ…

ବୀରୁଙ୍କ ବିରାଟ ରେକର୍ଡ

କ୍ରିକେଟ୍ ଇତିହାସରେ ଯଦି ଡବଲ ଶେଂଚୁରି କଥା ଆଗକୁ ଆସେ ତେବେ ହାତ ଗଣତି କତୋଟି ଖେଳାଳିଙ୍କ ନାଁ ମନକୁ ଆସିଥାଏ । ସେଥିମଧ୍ୟରୁ ଅନ୍ୟତମ ହେଉଛନ୍ତି ଭରତୀୟ ଦଳର ପୂର୍ବତନ ଓପନର ବ୍ୟାଟର ବିରେନ୍ଦ୍ର ଶେହୱାଗ । ୨୦୧୧ ମସିହା ଆଜିର ଦିନରେ କରିଥିଲେ ଏମତି କିଛି କମାଲ ଯାହାକୁ ଦେଖି ବିଶ୍ବ…

ରୋହିତଙ୍କ ନିଷ୍ପତିରେ ଗାଭାସ୍କର ଖପା ।

ରୋହିତଙ୍କ ନିଷ୍ପତିରେ ଗାଭାସ୍କର ଖପା , ଆସିବାର ଥିଲା ଯଦି ଆଗରୁ ଆସିଲେନି କାହିଙ୍କି , ବାଂଗ୍ଲାଦେଶ ଠୁ ସିରିଜ ହାରିବା ପରେ କ୍ରୀଡା ପ୍ରେମୀଙ୍କ ମନରେ ଦେଖା ଦେଇଛି ଅସନ୍ତୁଷ୍ଟ । କିଏ ଦଳରୁ ଖେଳାଳି ପରିବର୍ତ୍ତନ କରିବା କଥା କହୁଛି ତ ଆଉ କିଏ ସ୍ପିଲ୍ଟ କ୍ୟାପଟେନ୍ସି ପାଇଁ ରାୟ ଦେଉଛି ।…