Latest Odisha News

BREAKING NEWS

ଧରାପଡ଼ିଲା ଦଗାଦିଆ ସ୍ୱାମୀ, ସ୍ତ୍ରୀକୁ ମାରି କରୁଥିଲା ମିଛ ନାଟକ

ନୂଆପଡ଼ା : ସ୍ତ୍ରୀକୁ ହତ୍ୟା କରି ମିଛ ନାଟକ କରୁଥିଲା ସ୍ୱାମୀ  । କିନ୍ତୁ ପୋଲିସ ପାଖରେ ଧରାପଡ଼ିଗଲା ସବୁ ମିଛ । ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀକୁ ଗିରଫ କଲା ଖଡ଼ିଆଳ ପୋଲିସ। କାଶିପଲା ଗାଁର କେଶବ ଚଲାନଙ୍କ ଝିଅ ସସ୍ମିତାଙ୍କୁ ନିକଟସ୍ଥ ଚଲାନପଡା ଗାଁର ଯୁଧିଷ୍ଠିର…

ଗୁଜରାଟରେ ବିଜେପି ଲେଉଟାଣି: ମୋଦୀଙ୍କୁ ଶୁଭେଚ୍ଛାର ସୁଅ

ଗୁଜରାଟ: ଗୁଜରାଟରେ ବିଜେପିର ଧମାକାଦାର ଜିତ୍ । ପୁଣି ଶାସନକୁ ଫେରିଲା ବିଜେପି । ଗୁଜରାଟରେ ଭାରତୀୟ ଜନତା ପାର୍ଟିର ଜିତ୍ ହାସଲ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ସେ ଲେଖିଛନ୍ତିଯେ ଗୁଜରାଟ…

ବିସିସିଆଇ ପକ୍ଷରୁ ଘରୋଇ ଶୃଙ୍ଖଳା ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ ।

ବିସିସିଆଇ ପକ୍ଷରୁ ଘରୋଇ ଶୃଙ୍ଖଳା ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ । ଆଗକୁ ଆସୁଥିବା ଘରୋଇ ଶୃଙ୍ଖଳା ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଶ୍ରୀଲଙ୍କା ବିପକ୍ଷରେ ୩ଟି ଟି-୨୦ ଏବଂ ତିନୋଟି ଦିନିକିଆ ମୁମ୍ବାଇ, ରାଜକୋଟ, କଲିକତା,…

ଗୁଜରାଟରେ ୧୨ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଗୁଜରାଟରେ ବମ୍ପର ବିଜୟ ଲାଭ କରିଛି ବିଜେପି । ୧୫୭ରୁ ଅଧିକ ଆସନରେ ବିଜେପି ଜିତିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ୯୦ ଆସନରୁ ଜିତି ସାରିଲାଣି ବିଜେପି । ଏଠାରେ ବିଜେପି ସରକାର ଗଢିବା ନିଶ୍ଚିତ ହୋଇ ସାରିଛି । ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ନେବେ  । ଏ…

ବ୍ୟବସାୟୀଙ୍କୁ ହନିଟ୍ରାପରେ ଫସାଇ ୮୦ ଲକ୍ଷ ଲୁଟି ଗିରଫ ହେଲେ ୟୁଟ୍ୟୁବର ନାମ୍ରା

ନୂଆଦିଲ୍ଲୀ : ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାର ପୁନରାବୃତ୍ତି । ବ୍ୟବସାୟୀ ମାନଙ୍କୁ ହନିଟ୍ରାପରେ ଫସାଇ ଲୁଟୁଥିଲେ ୟୁଟ୍ୟୁବର। ଦୁଷ୍କର୍ମ କେସରେ ଫସାଇବା ଧମକ ଦେଇ ବ୍ୟବସାୟୀଙ୍କ ଠାରୁ ଲୁଟୁଥିଲେ ଟଙ୍କା । ଜଣେ ବ୍ୟବସାୟୀଙ୍କ ଠାରୁ ୮୦ ଲକ୍ଷ ଲୁଟି ଗିରଫ ହେଲେ ୟୁଟ୍ୟୁବର ନାମରା କାଦିର ।…

ପଦ୍ମପୁରରେ ବାଜିଲା ଶଙ୍ଖ, ମଉଳିଲା ପଦ୍ମ

ପଦ୍ମପୁର: ପଦ୍ମପୁରରେ ବାଜିଲା ଶଙ୍ଖ, ମଉଳିଲା  ପଦ୍ମ ।  ପଦ୍ମପୁର ଉପନିର୍ବାଚନରେ ବାଜି ମାରିଲା ବିଜେଡି ।  ୪୨,0୬୫ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହା । ସେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ହରାଇ ପିନ୍ଧିଛନ୍ତି…

ପ୍ରଦୀପଙ୍କୁ ବହୁ ପଛରେ ପକାଇଲେ ବର୍ଷା ସିଂ ବରିହା

ପଦ୍ମପୁର: ଶେଷରେ ବାଜି ମାରିଲେ ବର୍ଷା । ଓଡିଶାର ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ଯାଉଛି ଭୋଟ୍ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟୀ । ପ୍ରାୟ ୪୨ ହଜାର ୬୫ ଭୋଟ୍ ବ୍ୟବଧାନରେ ଜିତିଲେ ବର୍ଷା । ବିଜେପି…

ଗୁଜରାଟରେ ପଦ୍ମ ହସୁଛି, ହିମାଚଳରେ ଖସୁଛି

ଅହମଦବାଦ: ଗୁଜରାଟରେ ଇତିହାସ ରଚିବାକୁ ଯାଉଛି । ଗୁଜରାଟରେ କଂଗ୍ରେସକୁ ମୂଳପୋଛ କରି ୧୫୦ରୁ ଅଧିକ ଆସନରେ ଜିତିବାକୁ ଯାଉଛି ବିଜେପି ।  ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ଦେଇ ସାରିଲେଣି ଭୂପେନ୍ଦ୍ର ପଟେଲ । ଏକ ପ୍ରେସ ମିଟରେ ଏ ନେଇ ସୂଚନା…

୧୫ ରାଉଣ୍ଡ ସୁଦ୍ଧା ଟ୍ରେଣ୍ଡ ଜାରି ରଖିଛି ବିଜେଡି

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ଫଳାଫଳ । ୧୫ ରାଉଣ୍ଡ ସରିଛି ଭୋଟ୍ ଗଣତି । ଏଯାବତ୍ ଫଳାଫଳ ଅନୁସାରେ, ମାଡ଼ି ମାଡ଼ି ଚାଲିଛି ବିଜେଡି ।  ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଠାରୁ ଆଗରେ ରହୁଛନ୍ତି ।…

ପଦ୍ମପୁରରେ ସ୍ଥିତି ସଜାଡି ପାରିନାହାନ୍ତି ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାନ ଫଳାଫଳ ଧୀରେଧୀରେ ସାମ୍ନାକୁ ଆସୁଛି । ଦୃଶ୍ୟପଟ ପ୍ରାୟ ସ୍ପଷ୍ଟ ହୋଇଗଲାଣି ।  ବର୍ତ୍ତମାନ ସୁଦ୍ଧା ଯାହା ସ୍ଥିତି, ଜଣାପଡ଼ୁଛି ପୁଣି ତାକତ ଦେଖାଇବ ବିଜେଡି । ଯାହା ପଡୁଛି , ୨୦୧୯ ପରଠାରୁ ପ୍ରଦୀପ ପୁରୋହିତ ନିଜ ସ୍ଥିତି ସଜାଡି ପାରିନାହାନ୍ତି । ବରଂ…