Latest Odisha News

BREAKING NEWS

ବାବରୀ ମସଜିଦ ଧ୍ୱଂସକୁ ୩୦ବର୍ଷ, ଅଯୋଧ୍ୟାରେ ହାଇଆଲର୍ଟ

ନୂଆଦିଲ୍ଲୀ : ବାବରୀ ମସଜିଦ ଧ୍ୱଂସକୁ ୩୦ବର୍ଷ  । ୧୯୯୨ରେ ବାବରୀ ମସଜିଦ ଭାଙ୍ଗିଥିଲେ କାର ସେବକ ।  ୫ଘଣ୍ଟାରେ ଧ୍ୱଂସଲୀଳା ରଚିଥିଲେ ଦେଢ ଲକ୍ଷ କର୍ ସେବକ । ଅଯୋଧ୍ୟାରେ ହାଇଆଲର୍ଟ ଓ ସ୍କୁଲ, କଲେଜ ଛୁଟି ଘୋଷଣା ହୋଇଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା…

ଛୁରାମାଡ଼ରେ ଯୁବକ ଗୁରୁତର ଆହତ

ବଡ଼ବିଲ : ପୁରୁଣା ବସ ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼ । ବସ ଷ୍ଟାଣ୍ଡରେ ଥିବା ଏକ ଚା’ ଦୋକାନ ନିକଟରେ ଯୁବକଙ୍କୁ ଛୁରାମାଡ଼ କରାଯାଇଛି । ଆହତ ହୋଇଥିବା ଯୁବକଙ୍କ ନାମ ଏମ୍ ଡି ଆକବର । ସେ ନ୍ୟୁ ମାର୍କେଟ ଅଞ୍ଚଳର ବୋଲି ଜଣାପଡ଼ିଛି  । ଛୁରାମାଡ଼ ଯୋଗୁଁ ତାଙ୍କ ଯୁବକ ଜଣକର ବାମପଟ ପେଟରେ…

ଆମ୍ୱେଦକରଙ୍କ ୬୭ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜି ଡ.ବି.ଆର୍ ଆମ୍ବେଦକରଙ୍କ ୬୭ତମ ପୁଣ୍ୟତିଥି ।ସଂସଦରେ ତାଙ୍କ ଫଟୋଟିତ୍ରରେ ପୁଷ୍ପମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ଉପରାଷ୍ଟ୍ରପତି ଜଗଦିପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।…

ଆଜି ସନ୍ଧ୍ୟାରେ ଅବପାତରେ ପରିଣତ ହେବ ଲଘୁଚାପ, ୮ ସକାଳେ ବାତ୍ୟା ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟାରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହା ପରେ ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି…

ହାଇଦ୍ରାବାଦର ବେଗୁମପେଟରେ ଖୋଲିଲା ଭାରତର ପ୍ରଥମ ସୁନା ଏଟିଏମ୍

ହାଇଦ୍ରାବାଦ: ହାଇଦ୍ରାବାଦର ବେଗୁମପେଟରେ ଭାରତର ପ୍ରଥମ ସୁନା ଏଟିଏମ୍ ଉଦଘାଟିତ ହୋଇଛି । ଗୋଲ୍ଡସିକ୍କା ନାମକ କମ୍ପାନୀ ଆରମ୍ଭ କରିଛି ଏହି ବ୍ୟବସ୍ଥା । ଡେବିଟ୍-କ୍ରେଡିଟ କାର୍ଡ, ପ୍ରିପେଡ୍-ପୋଷ୍ଟ ପେଡ୍ ସ୍ମାର୍ଟକାର୍ଡରେ ଏଥର ସୁନା ଏଟିଏମରୁ ଲୋକେ ସୁନା କିଣିପାରିବେ ।  ୨୪ଘଣ୍ଟା ଖୋଲା…

ଅର୍ଚ୍ଚନାଙ୍କ ମୁହଁରୁ ସତ ଉଗାରିବ ଇଡି, ଖୋଲିବ କଳାସାମ୍ରାଜ୍ୟର ଗୁମର ?

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଆଜିଠୁ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ରିମାଣ୍ଡରେ ନେବ । ପଚାରିବ ୫ ବର୍ଷରେ ନାଗ-ଚାନ୍ଦ ଦମ୍ପତି କେମିତି ହେଲେ କୋଟିପତି । କାହାକୁ କାହାକୁ ହନିଟ୍ରାପରେ ଫସାଇ ଅର୍ଚ୍ଚନା ବ୍ଲାକମେଲ୍ କରି ଆଣିଛନ୍ତି କଳାଧନ । ସୋମବାର ଖୋର୍ଦ୍ଧା…

ଭାଷା ଭାଗବତ : ଶବ୍ଦର ଆଦାନ ପ୍ରଦାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦର ଆଦାନ ପ୍ରଦାନ ଭାଷାରେ ହୁଏ ପ୍ରତିକ୍ଷଣ ବହୁ ଭାଷାରୁ ଶବ୍ଦ ନେଇ ଭାଷାଟେ ସମୃଦ୍ଧ ହୁଅଇ ଭାଷାରେ ଥିଲେ ବ୍ୟତିକ୍ରମ ସୁଦ୍ଧା ହୋଇଲେ ବୋଧଗମ୍ୟ ଭାଷୀଏ ପାରଂତି ସଂଭାଳି ତେଣୁ ଭାଷାଟେ ପାରେ ଚଳି କୌଣସି ଭାଷା…

ଶୀତଦିନେ ଜଳଖିଆରେ ସାମିଲ କରନ୍ତୁ ଅଣ୍ଡା

ଓଡ଼ିଶା ସମ୍ବାଦ ବୁରୋ : ଶରୀର ସୁସ୍ଥ ପାଇଁ ସଠିକ୍ ପରିମାଣରେ ଖାଦ୍ୟ ଖାଇବା ଆବଶ୍ୟକ । କେତେକ ଖାଦ୍ୟ ମଧ୍ୟରୁ ଅଣ୍ଡା ଏପରି ଏକ ଖାଦ୍ୟ ଯାହା ଆମ ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ । ଅଣ୍ଡା ପ୍ରୋଟିନଯୁକ୍ତ ଖାଦ୍ୟ । ଏଥିରେ ଭିଟାମିନ୍ ବି, ଭିଟାମିନ ବି ୧୨,…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଣସର ନୀତି ସରିଯାଇଛି। ବନକ ଲାଗି ପରେ ଶ୍ରୀଜୀଉମାନେ ଅମାବାସ୍ୟା ସକାଳୁ ପ୍ରସ୍ତୁତ ହୋଇ ବସିଛନ୍ତି । ନିଜର ନବ ଯୌବନ ବେଶରେ ଦର୍ଶନ ଦେବା ପାଇଁ ଏହି ନବ ଯୌବନ ଦର୍ଶନ…

ଜାତୀୟ ରଗବୀ ଟିମରେ ଓଡିଶାରୁ ୧୦ ଖେଳାଳି

ଭୁବନେଶ୍ୱର: ୧୮ ବର୍ଷରୁ କମ ବାଳକ ଓ ବାଳିକା ଏସିଆନ ରଗବୀ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଘୋଷିତ ଭାରତୀୟ ଦଳରେ ୫ ବାଳିକାଙ୍କ ସମେତ ଓଡିଶା ୧୦ଜଣ ସ୍ଥାନ ପାଇଛନ୍ତି । ନେପାଳର କାଠମାଣ୍ଡୁରେ ଡିସେମ୍ବର ୧୧ ଓ ୧୨ରେ ଏହି ଚାମ୍ପିୟନଶିପ ଆୟୋଜିତ ହେବ । ୧୮ଜଣିଆ ବାଳିକା…