Latest Odisha News

BREAKING NEWS

ଋଷୀୟ ଯୁବତୀଙ୍କୁ ଘାରିଲା ପୁଷ୍ପା କ୍ରେଜ୍‌, ମସ୍କୋ ରାସ୍ତାରେ ଧୂଳି ଉଡ଼ାଇଲେ ବିଦେଶିନୀ

ନୂଆଦିଲ୍ଲୀ : ଏବେବି ଥମିନି ପୁଷ୍ପାର ଫିଭର୍‌  ।  ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଥିଲା ପୁଷ୍ପା ଫିଲ୍ମର ଡାଇଲଗ୍‌ ‘ପୁଷ୍ପା ଝୁକେଗା ନେହିଁ ’। ଫିଲ୍ମରେ ନାୟକ ଅଲ୍ଳୁ ଅର୍ଜୁନ ରଖିଥିବା ହେୟାର ଷ୍ଟାଇଲ ଏବଂ ତାଙ୍କର ଚାଲିବାର ଶୈଳୀକୁ ସମସ୍ତେ ଅନୁକରଣ କରୁଥିଲେ । କଥା କଥାରେ…

୪ଟା ସୁଦ୍ଧା ସରିଲାନି ପଦ୍ମପୁର ଭୋଟ୍, କୌଣସି ଉତ୍ତେଜନା ହୋଇନି

ପଦ୍ମପୁର : ୪ଟା ସୁଦ୍ଧା ସରିଲାନି ଭୋଟ୍ । ୪ଟା ପରେ ବି ୮୯ ବୁଥରେ ଭୋଟିଂ ଜାରି ରହିଥିଲା । ୮୯ଟି ବୁଥରେ ପ୍ରାୟ ୧୨ ହଜାର ଭୋଟ୍ ଦେବାକୁ ଲାଇନରେ ଥିଲେ । ୩ଟା ସୁଦ୍ଧା ୬୫.୨୮% ମତଦାନ ନେଇ ସୂଚନା ଦେଇଛନ୍ତି  ସିଇଓ ସୁଶୀଲ କୁମାର ଲୋହାନୀ । ଭୋଟ୍ ଗ୍ରହଣ ସମ୍ପୂର୍ଣ୍ଣ ଭାବେ ସରିବା ପରେ ଭୋଟ୍…

ଭୂମି ମାଫିଆ କବଜା କଲେ ଗାୟକ ଲକି ଅଲୀଙ୍କ ଫାର୍ମ ହାଉସ

ମୁମ୍ବାଇ: ବଲିଉଡର ସିନିୟର ଗାୟକ ଲକି ଅଲୀ ଏବେ ଅଡୁଆରେ ପଡିଛନ୍ତି । ତାଙ୍କ ଫାର୍ମ ହାଉସକୁ ଭୂମି ମାପିଆମାନେ କବଜା କରି ନେଇଥିବା ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ସେ ତାଙ୍କ ଆକାଂଉଟରେ କର୍ଣ୍ଣାଟକ ଡିଜିପିଙ୍କୁ ମଧ୍ୟ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି । ଏହି ପତ୍ରରେ ସେ କେତେଜଣ…

ରାଜଧାନୀରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ । ଉଭୟେ ଆତ୍ମହତ୍ୟା କରିଛନ୍ତି ନା ଏହା ଏକ ହତ୍ୟା ଘଟଣା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ମୃତ ପ୍ରେମୀ ଯୁଗଳ ହେଲେ ଚିତ୍ରସେନ୍ ଗୌଡ଼ ଓ ପି.ବର୍ଷା ରେଡ୍ଡୀ । ଚତ୍ରସେନଙ୍କ ଘଣ…

ଭୋଟ୍ ଦିନ ବି ବିଜେପି ଟଙ୍କା ବାଣ୍ଟୁଛି; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ପଦ୍ମପୁର : କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ତଥା କଳାହାଣ୍ଡି କୃଷକ ମୋର୍ଚ୍ଚା ନେତା ସୁଧୀର ପାଟ୍ଟଯୋଶୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ଲୋକେ ଧରିଥିଲେ । ପାଇକମାଳ କେଚୋଦାଦରସ୍ଥିତ ଛେଳିମାଳ ଗାଁରେ ସେ ଟଙ୍କା ବାଣ୍ଟୁଥିବା ଭିଡିଓ ଥିବା…

ଯାଆଁଳା ଭଉଣୀକୁ ବିବାହ କରିବା ଆଇଟି ଇଞ୍ଜିନିୟରଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ : ଯୁବକଙ୍କୁ ମହଙ୍ଗା ପଡ଼ିଲା ଯାଆଁଳା ଭଉଣୀକୁ ବାହାହେବା । ମହାରାଷ୍ଟ୍ର ସୋଲାପୁରରେ ହୋଇଥିବା ବିବାହ ବେଳର ଭିଡିଓ ଭାଇରାଲ ଘଟଣା । ଦୁଇ ଯାଆଁଳା ଭଉଣୀ ଜଣେ ଯୁବକଙ୍କୁ ଜୀବନସାଥୀ ଭାବେ ବାଛି ବିବାହ କରିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ବିବାହକୁ ନେଇ ଉଭୟ ବର ଓ କନ୍ୟା…

ଟିଭି ସାମ୍ୱାଦିକଙ୍କ ନାଁରେ ଟଙ୍କା ବଣ୍ଟା ଅଭିଯୋଗ, ସିଇଓଙ୍କୁ ଫେରାଦ୍ ହେଲା ବିଜେଡି

ପଦ୍ମପୁର: ଟିଭି ସାମ୍ୱାଦିକଙ୍କ ନାଁରେ ଟଙ୍କା ବଣ୍ଟା ଅଭିଯୋଗ । ଏପରି ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ୍ ହୋଇଛି ବିଜେଡି । ପାଇକମାଳ ବ୍ଲକର ବିଜାଡିହି ଗାଁରେ ଜନୈକ ସାମ୍ୱାଦିକ ତଥା ବିଜେପି ସମର୍ଥକ ଜଣେ ବ୍ୟକ୍ତିଙ୍କୁ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ଦେଇ ଭିଡିଓ କରୁଥିଲେ ଓ ବ୍ୟକ୍ତି ଜଣକୁ…

ଚୀନର ନୂଆ ପ୍ଲାନ: ଆମେରିକାକୁ ଜବାବ ଦେବାକୁ ଜିନପିଙ୍ଗଙ୍କ ସାଉଦୀ ଆରବ ଗସ୍ତ

ନୂଆଦିଲ୍ଲୀ: କିଏ ହେବ ଶକ୍ତିଶାଳୀ ? କାହାର କ୍ଷମତା ହେବ ସବୁଠାରୁ ଅଧିକ ? ଦୁଇ ପ୍ରଭାବଶାଳୀ ଦେଶ ଆମେରିକା-ଚୀନ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ଏହି କାରଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା  ବି ବଢିଚାଲିଛି । ତାଇବାନକୁ ନେଇ ହେଉ ବା ଅନ୍ୟ ଯେ କୌଣସି ପ୍ରସଙ୍ଗକୁ ନେଇ ହେଉ, ଦୁଇ ଦେଶ…

ବାକି ଟଙ୍କା ମାଗିବାରୁ ଦୋକାନରେ ଲଗାଇଲେ ନିଆଁ

ମୟୁରଭଞ୍ଜ : କପ୍ତିପଦା ଥାନା ଅନ୍ତର୍ଗତ ଶାଳଚୁଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ବାକି ଟଙ୍କା ମାଗିବାରୁ ଯୁବକଙ୍କ ଉନ୍ମତକାଣ୍ଡ । ସୂଚନା ଅନୁଯାୟୀ ଶାଳଚୁଆ ଗାଁରେ ଆଦିକନ୍ଦ ବାରିକ ଏକ ଗ୍ରୋସରୀ ଦୋକାନ କରିଥିଲେ । ଆଦିକନ୍ଦଙ୍କ ଦୋକାନରୁ ସଞ୍ଜୟ ଜେନା ନାମକ ଜଣେ ଯୁବକ ବାକିରେ ସାମଗ୍ରୀ…

‘ସିବିଆଇ ତଦନ୍ତ ଘଟଣାର ପର୍ଦ୍ଦାଫାସ କରିବ’

ଭୁବନେଶ୍ୱର : ଦୀର୍ଘ ଦିନ ପରେ ମୁହଁ ଖୋଲିଲେ ଅର୍ଚ୍ଚନା ନାଗ । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।  ହାଇପ୍ରୋଫାଇଲ୍ ବ୍ଲାକମେଲ୍ ରାକେଟର ମାଷ୍ଟରମାଇଣ୍ଡ ଅର୍ଚ୍ଚନା ଗଣମାଧ୍ୟମକୁ କହିଛନ୍ତି, ନୀରବତା ଭାଙ୍ଗି କହିଛନ୍ତି, ସିବିଆଇ ତଦନ୍ତ ମାମଲାର ପର୍ଦ୍ଦାଫାସ କରିବ । ଏହା ସହିତ ସେ…