ବିଜେପିର ମିଶନ ୨୦୨୪, ବୈଠକ ଡାକିଲେ ଦଳୀୟ ସଭାପତି
ନୂଆଦିଲ୍ଲୀ: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସହିତ ବିଜେପି ମିଶନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସଭାପତି ଜେପି ନଡ୍ଡା ଦିଲ୍ଲୀରେ ଦୁଇ ଦିନିଆ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ବିଜେପିର ସମସ୍ତ ଜାତୀୟ କାର୍ଯ୍ୟାଳୟର ଅଧିକାରୀମାନେ ଅଂଶଗ୍ରହଣ…