Latest Odisha News

BREAKING NEWS

କର୍ଣ୍ଣାଟକରୁ ଆରଏସଏସକୁ ହଟାଇଲା କଂଗ୍ରେସ!

ଭୁବନେଶ୍ୱର: କର୍ଣ୍ଣାଟକ ପାଠ୍ୟକ୍ରମରୁ ହଟିଲା ଆରଏସଏସ ଓ ହିନ୍ଦୁତ୍ୱବାଦୀ ନେତାଙ୍କ ସମ୍ପର୍କିତ ପାଠ। ପୂର୍ବ ବିଜେପି ସରକାର ପକ୍ଷରୁ ପାଠ୍ୟକ୍ରମରେ ସାମିଲ କରାଯାଇଥିବା ଆରଏସଏସ ପ୍ରତିଷ୍ଠାତା କେବି ହେଡଗେୱାର,ବୀର ସଭରକର ଏବଂ ଅନ୍ୟ କିଛି ପ୍ରସଙ୍ଗକୁ ବାଦ ଦିଆଯାଇଛି। ସେପଟେ ସମାଜ…

‘୨୪ ରେ ଜିତିଲେ ମୋଦି ଆଉ ଛାଡିବେନି କ୍ଷମତା’

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆମ ଆଦମୀ ପାର୍ଟି ଏକ ବଡ଼ ମନ୍ତବ୍ୟ ରଖିଛି। ନିର୍ବାଚନ ପୂର୍ବରୁ ବିରୋଧୀ ଏକତାର କଥା କୁହାଯାଉଥିବା ବେଳେ ଆପ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛି। ବିରୋଧୀ ଦଳଗୁଡିକ ଏକାଠି ହୋଇ ଯଦି ୨୦୨୪ ଲୋକସଭା ନିର୍ବାଚନ ନ ଲଢନ୍ତି ତେବେ ଆଗକୁ ଦେଶରେ ଆଉ…

ଟ୍ୱିନ୍ ସିଟି ସହ ୬ ଜିଲ୍ଲାରେ ସନ୍ଧ୍ୟା ୭ଟା ୩୦ ଯାଏ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଦିନରେ ଜାଳିଲା, ଅପରାହ୍ଣରେ ବର୍ଷିବ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟପଟେ ଆଗାମୀ ୩ ଘଣ୍ଟାରେ ରାଜ୍ୟର ୬ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ…

ଟପରେ ରାନ୍ଧି କୁଡ଼ୁଆରେ ଭର୍ତ୍ତି କରୁଥିଲେ ଅନ୍ନ, ଡାଲମା… ମହାପ୍ରସାଦ କହି ବିକିଥାନ୍ତେ !

ପୁରୀ: ଅଣସରରେ ଠାକୁର । ଶ୍ରୀମନ୍ଦିରରେ ହେଉନି ଯଥେଷ୍ଟ ଅବଢ଼ା ବା ମହାପ୍ରସାଦ । ଯାହାର ସୁଯୋଗ ନେଇ କିଛି ଅସାଧୁ ଲୋକ ବାହାରେ ରୋଷେଇ କରି ମହାପ୍ରସାଦ କହି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଚାରିପଟେ ଟେଣ୍ଟ କପଡ଼ା ଦିଆଯାଇ ଟପରେ ରୋଷେଇ ଚାଲିଛି । ରୋଷେଇ ସରିବା ପରେ ଅନ୍ନ, ଡାଲମା,…

‘ଫକୀରମୋହନ ସେନାପତି : ଦ ମେକିଂ ଅଫ ଆନ ଅଥର’ ଉନ୍ମୋଚିତ

ବନେଶ୍ବର : ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟ ସଂଗ୍ରହାଳୟ ପରିସରର ସମ୍ମିଳନୀ କକ୍ଷରେ ଦେବେନ୍ଦ୍ର କୁମାର ଦାଶ ଓ ଦୀପ୍ତି ରଞ୍ଜନ ପଟ୍ଟନାୟକଙ୍କ ରଚିତ ଇଂରାଜୀ ପୁସ୍ତକ 'ଫକୀରମୋହନ ସେନାପତି: ଦ ମେକିଙ୍ଗ ଅଫ ଆନ ଅଥର' ଉନ୍ମୋଚିତ ହୋଇଯାଇଛି । ଓଡ଼ିଆ ଭାଷା,…

ପିଆରଏମ୍ ହସ୍ପିଟାଲ୍ ଆହାର କେନ୍ଦ୍ରରେ ବାସୀ ଖାଦ୍ୟକୁ ନେଇ ଉତ୍ତେଜନା

ବାରିପଦା: ୫ ଟଙ୍କାରେ ପେଟ ପୂରା ଥାଳି, କେହି ରହିବେନି ଭୋକିଲା । ଏମିତି ମହତ୍ତ୍ୱ ଉଦ୍ଦେଶ୍ୟ ରଖି ସରକାର ରାଜ୍ୟରେ ଆହାର କେନ୍ଦ୍ର ଖୋଲିଛନ୍ତି । ବିଭିନ୍ନ ଜିଲ୍ଲାର ହସ୍ପିଟାଲ୍ ଓ ବସ୍ ଷ୍ଟାଣ୍ଡରେ ଆହାର କେନ୍ଦ୍ର ଖୋଲିଥିବା ବେଳେ ପ୍ରତିଦିନ ଏହା ଉପରେ ନିର୍ଭର କରୁଛନ୍ତି ଲକ୍ଷାଧିକ ଲୋକ ।…

ପ୍ରସବ ଯନ୍ତ୍ରଣାକୁ ହ୍ରାସ କରିବ ମ୍ୟୁଜିକ୍ ଥେରାପି

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ସଂଗୀତରେ ଏତେ ଶକ୍ତି ଅଛି ଯେ ଏହା ଆପଣଙ୍କ ସମସ୍ତ ଦୁଃଖକୁ ଦୂର କରିଦିଏ। ଯେକୌଣସି ମଧୂର ସ୍ୱର କିମ୍ବା ସଂଗୀତ ଯଦି ପସନ୍ଦ ଆସିଯାଏ ତେବେ ଗଛ, ଉଦ୍ଭିଦ ଏବଂ ପ୍ରାଣୀ ମଧ୍ୟ ଏହାକୁ ଅନୁଭବ କରି ପାରନ୍ତି। ଆପଣ ଜାଣନ୍ତି କି ଏହି ସଙ୍ଗୀତ ପ୍ରତ୍ୟେକ ରୋଗ ପାଇଁ…

୩ ଦିନ ଉପକୂଳ ଓ ୫ ଦିନ ଯାଏ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ, ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଅସ୍ତବ୍ୟସ୍ତ ଜନଜୀବନ । ମୌସୁମୀ ଆଗମନ ବିଳମ୍ବ ହୋଇଥିବା ବେଳେ ସାରା ରାଜ୍ୟ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ,  ଆଗାମୀ ୪ ଦିନ ଯାଏ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ…

ପ୍ରଭୁ ହନୁମାନଙ୍କ ପାଇଁ ସିଟ୍ ରିଜର୍ଭ କରି ଟ୍ରୋଲ ହେଲେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତା

ମୁମ୍ବାଇ: ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ଆଦିପୁରୁଷ। ବଡ଼ ପରଦାରେ ଶ୍ରୀରାମ ଭୂମିକାରେ ଆସିଛନ୍ତି ପ୍ରଭାସ। ସୀତା ଭୂମିକାରେ ନଜର ଆସିଛନ୍ତି କ୍ରୀତି ସାନନ୍। ସେହିପରି ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନ୍‌ ନଜର ଆସିଛନ୍ତି । 2ଡି ଏବଂ 3ଡିରେ ସିଲଭର ସ୍କ୍ରିନରେ ରିଲିଜ ହୋଇଛି ଏହି…

‘ମୋ ଘର’ ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ ପୂରା ପ୍ରକ୍ରିୟା

ଭୁବନେଶ୍ୱର: ପକ୍କା ହେବ କଚ୍ଚା ଘର । ରାଜ୍ୟର ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କ ଲାଗି ଓଡ଼ିଶା ସରକାର ଆରମ୍ଭ କରିଥିବା ‘ମୋ ଘର’ ଯୋଜନା ପାଇଁ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବଦେନ ପାଇଁ ଆବେଦନକାରୀଙ୍କୁ https://rhodisha.gov.in/moghara/ ରେ ପ୍ରଥମେ ପଞ୍ଜିକରଣ କରିବାକୁ…