Latest Odisha News

BREAKING NEWS

ଗୁଜରାଟ ନିର୍ବାଚନ ଦାୟିତ୍ୱରେ ଥିବା ପାରାମିଲିଟାରୀ ଯବାନଙ୍କ ଗୁଳିରେ ଟଳିଲେ ୨ ଯବାନ

ପୋରବନ୍ଦର: ଗୁଜରାଟ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ପାରାମିଲିଟାରୀ  ଯବାନଙ୍କ କାଣ୍ଡ । ୨ ସହକର୍ମୀଙ୍କୁ ଗୁଳି ମାରି ହତ୍ୟା କଲେ  ଆଉ ଜଣେ ଯବାନ । ଏହି ଘଟଣାରେ ଅନ୍ୟ ୨ ଯବାନ ଗୁରୁତର ହୋଇଛନ୍ତି । ଗୁଜରାଟ ବିଧାନସଭା ନିର୍ବାଚନ ଆସନ୍ତା ମାସରେ ହେବ । ତେଣୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ…

ଶିଶୁ କବିତା : ଘରଚଟିଆ

ପ୍ରଣତି ଆଚାର୍ଯ୍ୟ ମିଶ୍ର କଚିରି ମିଚିରି ଚଟିଆ ଦେଖିବାକୁ ସେ ତ ଭାରି ଛୋଟିଆ ମୁକ୍ତ ଆକାଶର ବିହଙ୍ଗଟିଏ ସେ ଚିଂ ଚିଂଯଚିଂ ଚଟିଆ, କରିଚି ମିଚିରି ଚଟିଆ । ଘରେ ଘରେ ବସା ବାନ୍ଧଇ କଚିରି ମିଚିରି କରଇ ଧାନବିଲେ ଜଗି ବସିଛନ୍ତି ଜେଜେ ଖାଇଦେବ ଭାବି ଚଟିଆ, କିଚିରି ମିଚିରି ଚଟିଆ…

ଅନୁବାଦ ଗଳ୍ପ : ଆଉ ଜଣେ କୁନ୍ତୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୯  ମୂଳ ହିନ୍ଦୀ: ବିଷ୍ଣୁ ପ୍ରଭାକର  ପ୍ରିୟ ବନ୍ଧୁ, ଆପଣ କେବେ କଳ୍ପନା କରିପାରିବେ ଯେ ଏଇ ଚିଠି ଖଣ୍ଡିକ ଲେଖିବାଲାଗି ମନ ସ୍ଥିର କରିବା ସକାଶେ ମୋତେ ପୂର ବର୍ଷେ ସମୟ ଲାଗିଯାଇଥିଲା । ଆଉ ଯଦି ଅଚାନକ ଏ ଘଟଣା ଘନି ନ ଥାଆନ୍ତା,…

କବିତା : ଜୀବନ ଗାଥା

ସନ୍ଧ୍ୟା ଘଡ଼େଇ  ରାତି ରାତି ଉଜାଗରେ କଣ୍ ଲେଖିହୁଏ କବିତା?? ପଢ଼ିହୁଏ କାହାର ଜୀବନ ଜିଇଁବାର ନିଶା, ତୁମକୁ ପଢ଼ିପାରିନି କେବେ ବୁଝିବି କେମିତି?? ତୁମେ କୋଉ ବୁଝିଲ ଯେ ମୋତେ ? ତୁମ ମୋ ସମ୍ପର୍କ ତ ଜୀଇଁ ଥାଉ ଥାଉ ହଠାତ୍ ମରିଗଲା କେବେ। ତୁମ ବ୍ୟସ୍ତତାର କାହାଣୀ ଶୁଣି…

ଭାଷା ଭାଗବତ : ଭକ୍ତି ଓ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରଭୁ-ନିର୍ଭରଶୀଳ ଭକ୍ତ ପ୍ରଭୁଂକୁ କରଂତି ସଂପୃକ୍ତ ପ୍ରତ୍ୟେକ କାର୍ଯର ସହିତ ହୁଅଂତି ନିଜେ ଆତ୍ମତୃପ୍ତ ଯାହା ମୂଳତଃ ଆଧ୍ୟାତ୍ମିକ ଏଠାରେ ପ୍ରଭୁପ୍ରାଣ ଲୋକ ତାକୁ ହିଁ କରଂତି ଭୌତିକ ତେଣୁ ଦିଶେନି ଜ୍ଞାନାଲୋକ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ ଇନ୍ଦ୍ରାଣୀଙ୍କ ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଶ୍ରୀମନ୍ଦିରର ବା ଶ୍ରୀକ୍ଷେତ୍ରର କ୍ଷେତ୍ରପାଳ ଶ୍ରୀକ୍ଷେତ୍ରପାଳ ଶିବଙ୍କ ସେ…

ବୃଦ୍ଧ ବାପା, ମାଙ୍କୁ କରିପାରିବେନି ହତାଦାର, ମୋଦୀ ସରକାର ଆଣୁଛନ୍ତି ଭରଣ ପୋଷଣ ବିଧେୟକ!

ନୂଆଦିଲ୍ଲୀ: ପୁଅ, ବୋହୂ ଚାକିରିଆ, ନାତି ନାତୁଣୀ ରେସିଡେନସିଆଲ ସ୍କୁଲରେ ନହେଲେ ଅନ୍ ଲାଇନ୍ ପାଠ ପଢୁଛନ୍ତି । ଏପରି ସ୍ଥିତିରେ ଅଧିକାଂଶ ଏବେ ନିଜ ବୃଦ୍ଧ ବାପା- ମାଙ୍କୁ ମଧ୍ୟ ସାଙ୍ଗରେ ରଖିବାକୁ ପସନ୍ଦ କରୁ ନାହାନ୍ତି । ତେଣୁ ପରିଣତ ସମୟରେ ଅନେକ ହଇରାଣ ହରକତ ହେଉଛନ୍ତି ଏମାନେ । ଆଇନ୍…

ଅଶୋଧିତ ତେଲ ଦର ଢେର କମିଲାଣି, କିନ୍ତୁ କାହିଁକି ପେଟ୍ରୋଲ ଓ ଡିଜେଲ ଦର କମୁନାହିଁ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ସରକାରୀ ତୈଳ କମ୍ପାନୀଗୁଡିକ ବ୍ୟାରେଲ ପିଛା ହାରାହାରି ୮୯.୫୭ ଡଲାରରେ ଅନ୍ତର୍ଜାତୀୟ ବଜାରରୁ ଅଶୋଧିତ ତେଲ ଏବେ କିଣୁଛନ୍ତି। ଏହା ହେଉଛି ନଭେମ୍ବର ମାସର ଦାମ । ତେବେ ଚଳିତ ବର୍ଷ ଫେବୃଆରୀରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୯୪.୦୭ ଡଲାର ଥିଲା। ଅର୍ଥାତ୍…

ନୂଆ ମୋବାଇଲ ଆଣିବା ନେଇ ମୁଣ୍ଡ ଖଟାଉଛନ୍ତି କି ମସ୍କ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟେସଲା ସିଇଓ ଏଲୋନ୍ ମସ୍କ ଶନିବାର କହିଛନ୍ତି ଯେ ଆପଲ୍ ଏବଂ ଗୁଗଲ୍ ଆପ୍ ଷ୍ଟୋରରୁ ଯଦି ଟ୍ୱିଟରକୁ ହଟାଇଦେବେ ତାହେଲେ ସେ ଏକ ବିକଳ୍ପ ସ୍ମାର୍ଟଫୋନ ତିଆରି କରିବେ। ସେ କହିଛନ୍ତି ଯେ ଏହି ସ୍ମାର୍ଟଫୋନ୍ ଆପଲ୍ ଏବଂ ଆଣ୍ଡ୍ରଏଡ୍ ମୋବାଇଲ ସହିତ ପ୍ରତିଦ୍ୱନ୍ଦ୍ୱିତା…

ସୁରଟର ଅର୍ଥନୀତିକୁ ମଜବୁତ କରିବାରେ ଓଡ଼ିଆଙ୍କ ଅବଦାନ ଅତୁଳନୀୟ: ଧର୍ମେନ୍ଦ୍ର ପ୍ରଧାନ

ସୁରଟ: ଗୁଜୁରାଟ ସୁରଟର ଅର୍ଥନୀତିକୁ ମଜବୁତ୍ କରିବାରେ ଓଡ଼ିଆ ଲୋକଙ୍କ ଯୋଗଦାନ ଅତୁଳନୀୟ ବୋଲି ଶନିବାର ଓଡ଼ିଆ ସମୁଦାୟଙ୍କୁ ଭେଟି ଆୟୋଜିତ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସୁରଟର…