ହେଲମେଟ୍ ପିନ୍ଧି ବାଇକ୍ରେ ଗଲା କୁକୁର, ଲୋକଙ୍କୁ କଲା ସଚେତନ
ଚେନ୍ନାଇ: କୁକୁର ଓ ମଣିଷ ଭିିତରେ ସମ୍ପର୍କ ଘନିଷ୍ଟ ହୋଇଥାଏ । ସେଥିଲାଗି ଅନେକ କୁକୁର ପାଳିବାକୁ ପସନ୍ଦ କରିଥାନ୍ତି । ଲୋକମାନେ ତାଙ୍କ କୁକୁରକୁ ନିଜ ପିଲାଙ୍କ ପରି ଯତ୍ନ ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ମଧ୍ୟ ନେଇଥାନ୍ତି । ତାର ସୁରକ୍ଷା ନେଇ ମଧ୍ୟ ଲୋକେ ଚିନ୍ତା କରନ୍ତି । ଏବେ…