Latest Odisha News

BREAKING NEWS

ବଢୁଛି ପରମାଣୁ ଅସ୍ତ୍ର ପ୍ରତିଯୋଗିତା: ସବୁଠୁ ଆଗରେ ଚୀନ, ପାକିସ୍ତାନ ପଛରେ ଭାରତ

ଷ୍ଟକହୋମ: ନିଜର ଦବଦବା ଜାହିର କରିବା ପାଇଁ ପୁଣି ଆରମ୍ଭ ହୋଇଯାଇଛି ପରମାଣୁ ଅସ୍ତ୍ର ନିର୍ମାଣ ପ୍ରତିଯୋଗିତା । ବିଶେଷକରି ଚୀନର ପରମାଣ ଅସ୍ତ୍ର ସଂଖ୍ୟା ଯେପରି ଭାବେ ବୃଦ୍ଧି କରି ଚାଲିଛି ତାହା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି । ଏପରି ଏକ ଚାଞ୍ଚଲ୍ୟକର ଖବର ଦେଇଛି ଷ୍ଟକହୋମ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌: ଭାରତ ଓ ଅଷ୍ଟ୍ରେଲିଆ ଉପରେ ଜରିମାନା ଲଗାଇଲା ଆଇସିସି

ନୂଆଦିଲ୍ଲୀ: ଗତକାଲି ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନ୍‌ରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ୨୦୯ ରନ୍‌ରେ ପରାସ୍ତ ହୋଇଛି ଭାରତ। ଏହି ପରାଜୟ ସହ ଇଣ୍ଡିଆନ ଟିମ୍ ଦୁଃଖରେ ଥିବା ବେଳେ ଏବେ ଆଇସିସି ବେଡ଼ି ଉପରେ କୋରଡ଼ା ମରିଛି। ସ୍ଲୋ ଓଭର ରେଟିଂ…

ମୁକ୍ତା ଯୋଜନାରେ ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନର ୧୦ ଜିଲ୍ଲାକୁ ୧୮୩ କୋଟି ମଞ୍ଜୁର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କର୍ମତତ୍ପରତା ଅଭିଯାନ ବା ମୁକ୍ତା ଯୋଜନାରେ ଦ୍ବିତୀୟ ପର୍ଯ୍ୟାୟରେ ଦକ୍ଷିଣାଞ୍ଚଳ ଆରଡିସି ଡିଭିଜନର ୧୦ଟି ଜିଲ୍ଲାର ୪୨ଟି ସହରାଞ୍ଚଳ ପାଇଁ ୧୮୩.୮୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପର୍ୟ୍ୟାୟରେ ଗଞ୍ଜାମ, ଗଜପତି,…

ଆବାସ ଯୋଜନାରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଯନ୍ତ୍ରୀ ଗିରଫ

ନୂଆପଡ଼ା: ଖଡିଆଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସେକ୍ସନର ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଜଣେ ଆବାସ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ନେବା ସମୟରେ ଅଭିଯୁକ୍ତ ଦେବ ଚନ୍ଦନ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆବାସ ଯୋଜନାର ସେକ୍ସନରେ କନିଷ୍ଠ ଯନ୍ତ୍ରୀ ପଦବୀରେ…

କ୍ରିକେଟ ବିଶ୍ୱକପ୍‌ ୨୦୨୩: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମୁହାଁମୁହିଁ, କାହା ସହ କେବେ ଅଛି ଜାଣନ୍ତୁ

ନୂଆଦିଲ୍ଲୀ: କ୍ରିକେଟ ଦିନିକିଆ ବିଶ୍ୱକପ୍‌ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଇସିସି ଖୁବ୍‌ଶୀଘ୍ର ଏହା ତାଲିକା ଜାରି କରିପାରେ। ତେବେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ଏଭଳି ସ୍ଥିତିରେ ଦୁଇ ଦେଶର ମ୍ୟାଚ୍‌ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି।…

ପାରାଦୀପ: ବିଦ୍ୟୁତ ଆଘାତରେ ଝିଅ ମୃତ, ୪ ଗୁରୁତର

ପାରାଦୀପ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା-ମା'ଙ୍କ ସମେତ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। କୁଜଙ୍ଗ ଥାନା ଅନ୍ତର୍ଗତ ବାଲିସାହି ଅଞ୍ଚଳରେ ଏହି ଅଘଟଣ ଘଟିଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଆପଲ୍ ସ୍ୱିଫ୍ଟ ଷ୍ଟୁଡେଣ୍ଟ ଚ୍ୟାଲେଞ୍ଜ: ୨୦ ବର୍ଷର ଭାରତୀୟ ଛାତ୍ରୀଙ୍କୁ ପ୍ରଶଂସା କଲେ ଆପଲ୍ ସିଇଓ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଲ୍ ସିଇଓ ଟିମ୍ କୁକ୍ ଭାରତର ସ୍ୱିଫ୍ଟ ଷ୍ଟୁଡେଣ୍ଟ ଚ୍ୟାଲେଞ୍ଜ ବିଜେତା ଅସ୍ମି ଜୈନ ସହ ସାକ୍ଷାତ କରିଛନ୍ତି। ଅସ୍ମି ଜୈନ ସ୍ୱାସ୍ଥ୍ୟସେବା ଉପରେ ଏକ ଆପ୍ ପ୍ଲେଗ୍ରାଉଣ୍ଡ ତିଆରି କରି ଡବ୍ଲୁଡବ୍ଲୁଡିସି( WWDC)ପୁରସ୍କାର ଜିତିଛନ୍ତି। ତାଙ୍କୁ ମାତ୍ର ୨୦ ବର୍ଷ ବୟସ।…

ଶକ୍ତିମନ୍ତ୍ରୀଙ୍କ ଘର ଆଗରେ ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ ଓ ଟମାଟୋ ମାଡ଼

ଭୁବନେଶ୍ୱର: ଶକ୍ତି ମନ୍ତ୍ରୀ ପ୍ରତାପ ଦେବାଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ। ଭୁବନେଶ୍ବର ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ। ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀ ସରକାରୀ ବାସଭବନରେ ନଥିବା ସୂଚନା ରହିଛି।…

ଫ୍ରେଞ୍ଚ ଓପନ ୨୦୨୩ ଜିତି ଇତିହାସ ରଚିଲେ ଜୋକୋଭିଚ୍; କହିଲେ- ମୁଁ ନିଜକୁ ମହାନ କହିବାକୁ ଚାହୁଁନି

ନୂଆଦିଲ୍ଲୀ: ମୁଁ ନିଜକୁ ମାହନ କହିବାକୁ ଚାହେଁନି। ଅନ୍ୟମାନଙ୍କୁ କହିବାକୁ ଦିଅନ୍ତୁ ଯାହା ସେମାନେ କହିବେ। ରବିବାର ଫ୍ରେଞ୍ଚ୍ ଓପନ ୨୦୨୩ ଟାଇଟଲ ଜିତିବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଟେନିସ୍ ଷ୍ଟାର୍‌ ନୋଭାକ୍ ଚୋକୋଭିଚ୍। ଗତକାଲି ଖେଳାଯାଉଥିବା ଫାଇନାଲ୍‌ ମେଚ୍‌ରେ ସେ ନରୱେର…

ଅଶ୍ୱୀନଙ୍କୁ କାହିଁକି ଖେଳା ଗଲାନି ପ୍ରଶ୍ନ କଲେ ସଚିନ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ଶୋଚନୀୟ ପରାଜୟ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କୋଚ ରାହୁଲ ଡ୍ରାଭିଡ ଓ ଅଧିନାୟକ ରୋହିତ ଶର୍ମାଙ୍କ ରଣନୀତି ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । ସୋମବାର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏ ନେଇ ମୁହଁ ଖୋଲିଛନ୍ତି…