Latest Odisha News

BREAKING NEWS

ପଶୁ ବଳି ଦେଇ ଫ୍ୟାନ୍ସ ପାଳିଲେ ଜୁନିଅର ଏନଟିଆରଙ୍କ ଜନ୍ମଦିନ,ପୋଷ୍ଟରରେ ଲଗାଇଲେ ରକ୍ତ

ମୁମ୍ବାଇ:ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆର ନିକଟରେ ତାଙ୍କର ୪୦ତମ ଜନ୍ମଦିନ ପାଳନ କରିଛନ୍ତି । ତାଙ୍କର ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । କିନ୍ତୁ କିଛି ଫ୍ୟାନ୍ସ ପଶୁ ବଳି ଦେଇ ଏନିଟିଆରଙ୍କ ଜନ୍ମଦିନ ପାଳନ କରିଥିଲେ । ଏହି ଖବର ପାଇବା ପରେ ପୋଲିସ…

ପଶ୍ଚିମବଙ୍ଗର ଗୋଟିଏ ହଲରେ ରିଲିଜ ହେଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ର ଟ୍ରେଲର ରିଲିଜ୍ ପରଠାରୁ ଦେଖାଦେଇଥିବା ବିବାଦ ପିଛା ଛାଡ଼ୁନି । ଏହି ଫିଲ୍ମ ବିରୋଧସତ୍ତ୍ୱେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ପଶ୍ଚିମବଙ୍ଗରେ ଏହି ଫିଲ୍ମ ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ଏହି…

ଯୁବକଙ୍କ କଳାକୃତି: ୨୧୦୦୦ ମାଟିକପ୍‌ରେ ତିଆରି କଲେ ମହାରଣା ପ୍ରତାପଙ୍କ ଚିତ୍ର

ଇନ୍ଦୋର: ଦେଶର ସାହସୀ ବୀରପୁତ୍ରମାନଙ୍କୁ ବିଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଦିଆଯାଉଥିବା ଆପଣ ଦେଖିଥିବେ । ଏବେ ଇନ୍ଦୋରର କିଛି ଯୁବକ ସେମାନଙ୍କ କଳାକୃତିର ଏକ ନିଆରା ପ୍ରଦର୍ଶନ କରିଛନ୍ତି । ଏହି ଯୁବକମାନେ ୨୧,୦୦୦ ବ୍ୟବହୃତ ମାଟି କପ୍ ବ୍ୟବହାର କରି ମହାରାଣା ପ୍ରତାପଙ୍କର ସବୁଠାରୁ ବଡ…

କ୍ୟାନ୍ସର ପୀଡିତାଙ୍କ ଶେଷ ଇଚ୍ଛା ପୂରଣ କଲେ କିଙ୍ଗ ଖାନ ଶାହରୁଖ

ମୁମ୍ବାଇ:  କ୍ୟାନ୍ସର ପୀଡିତାଙ୍କ ଶେଷ ଇଚ୍ଛା ପୂରଣ କଲେ ବଲିଉଡ ଅଭିନେତା ଶାହରୁଖ ।  କିଙ୍ଗ ଖାନ ଶାହରୁଖଙ୍କର ଏମିତିରେ ଫ୍ୟାନ୍ସ ଫଲୋଇଙ୍ଗ ଯଥେଷ୍ଟ ଅଧିକ । ହେଲେ ଶାହରୁଖଙ୍କ ପାଇଁ ପାଗଳ ଏଇ ଫ୍ୟାନ୍ସଙ୍କୁ ଦେଖିଲେ ଜାଣିପାରିବେ ଶାହରୁଖ ପ୍ରକୃତରେ କେତେ ଲୋକପ୍ରିୟ । ୬୦ ବର୍ଷର ଏହି…

ପାତ୍ରପଡ଼ା V2 ସପିଙ୍ଗ ମଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ପାତ୍ରପଡ଼ା V2 ସପିଙ୍ଗ ମଲରେ ଅଗ୍ନିକାଣ୍ଡ । ମାଷ୍ଟରକ୍ୟାଣ୍ଟିନ ନିକଟସ୍ଥ ପେନ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟଣା ପରେ ପାତ୍ରପଡା ସ୍ଥିତ V2 ସପିଙ୍ଗ ମଲରେ ଘଟିଛି ଅଗ୍ନିକାଣ୍ଡ । V2 ସପିଙ୍ଗ ମଲ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟସର୍କିଟରୁ ଘଟିଥିବା…

୪୦ ଟପିଲା ରାଜଧାନୀ ତାପମାତ୍ରା; ୨୪ ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:ସକାଳୁ ସକାଳୁ ଅସହ୍ୟ ହୋଇଥିଲା ରାଜଧାନୀ ତାପମାତ୍ରା । ସକାଳ ସାଢେ ୧୧ଟା ବେଳକୁ ୩୯ ଡିଗ୍ରୀ ଛୁଇଁଥିଲା ତାତି । ଦିନ ବଢୁଥିଲା  । ତାତି ବି ବଢୁଥିଲା । ଅପରାହ୍ନ ସାଢେ ୨ଟା ବେଳକୁ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିଲା ପାରଦ ।  ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡା…

କୋରାପୁଟ ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଜୟପୁର: ଅଣ୍ଡା ମାଡ଼ର ଶିକାର ହେଲେ ବିଧାୟକ । କୋରାପୁଟ ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଆଜି କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ କିଛି କଂଗ୍ରେସ କର୍ମୀ ବିଜେଡି ବିଧାୟକ ରଘୁରାମ ପୋଡାଲଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିବା ଅଭିଯୋଗ ହୋଇଛି । ବିଧାୟକ…

କଥା ଦେଇଥିଲ, କଥା ରଖ-ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଲl ମୁସଲିମ ସଂଗଠନ

ନୂଆଦିଲ୍ଲୀ:କଥା ଦେଇଥିଲ, କଥା ରଖ । ନ ହେଲେ ଆରଥରକୁ ଭୋଗିବ । କଂଗ୍ରେସକୁ ଏମିତି ଚେତାବନୀ ଦେଇଛନ୍ତି ମୁସଲିମ ଧର୍ମୀୟ ସଂଗଠନ । ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଛି ମୁସଲିମ ସଂପ୍ରଦାୟର ବଡ ଧର୍ମୀୟ ସଂଗଠନ ଉଲେମା-ଏ-ହିନ୍ଦ । ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତ ଦେଇ…

 ୟୁପିଏସସି ରେଜଲ୍ଟ: ଆଇଏଏସ ତାଲିକାରେ ଓଡ଼ିଆ ଝିଅ କସ୍ତୁରୀ ପଣ୍ଡା

ଭୁବନେଶ୍ୱର:  ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ । ଏଥର ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରୁଛନ୍ତି । ଆଇଏଏସ ତାଲିକାରେ ଟପ୍ପର ତାଲିକାରେ ଝିଅ ଥିବାବେଳେ ୨, ୩ ଓ ୪ର୍ଥ ସ୍ଥାନ ମଧ୍ୟ ଝିଅମାନେ ଛଡ଼ାଇ ନେଇଛନ୍ତି ।  ଆଇଏଏସ ତାଲିକାରେ ୪୨ ତମ ରାଙ୍କରେ ଓଡ଼ିଶାର…

IAS ପରୀକ୍ଷାରେ ଚମକିଲେ ଝିଅ; ଛଡ଼ାଇନେଲେ ଶ୍ରେଷ୍ଠ ୪ ତାଲିକା, ଇଶିତା କିଶୋର ଟପ୍ପର

ଭୁବନେଶ୍ୱର: -ପ୍ରକାଶ ପାଇଲା  UPSC ପରିଚାଳିତ IAS ରେଜଲ୍ଟ  । ମେରିଟ ଲିଷ୍ଟରେ ଇଶିତା କିଶୋର ହୋଇଛନ୍ତି ଟପ୍ପର ।  ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ ଏବଂ ୩ୟରେ ଉମା ହାରାଥି ଏନ୍‌ ଥିବା ଜଣାଯାଇଛି । ଏହାର ସବିଶେଷ ବିବରଣୀ ୟୁପିଏସସିର ଅଫିସିଆଲ ୱେବସାଇଟ  upsc.gov.in.କୁ ଯାଇ…