Latest Odisha News

BREAKING NEWS

ଧୂଳିରେ ମିଶିଲା ଧୂନି ମନ୍ଦିର.. ଖୋଲା ଆକାଶ ତଳେ କାନ୍ଦୁଛନ୍ତି କୌପୁନିଧାରୀ ସାଧୁ

ଢେଙ୍କାନାଳ: ସଂସାର ଛାଡ଼ି ଭଗବାନଙ୍କ ଶରଣ ପଶିଥିଲେ । ହେଲେ ସରକାର ସବୁ ଛଡେଇନେଲେ । ଏବେ ଖୋଲା ଆକାଶ ତଳେ କୌପିନଧାରୀ ବାବା । କୁଆଡେ ଯିବେ ? କେଉଁଠି ରହିବେ ? ଚିନ୍ତା କରୁଛନ୍ତି ସିନା ସମାଧାନର ବାଟ ପାଉନାହାନ୍ତି । ଆରାଧନା ପୀଠର ଧ୍ୱଂସାବଶେଷକୁ ଦେଖି ଆଖିରୁ ଲୁହ ଗଡ଼ାଉଛନ୍ତି ।…

ଜିଲ୍ଲାସ୍ତରରେ ‘ଦମନ’ ଦେଖିବେ ସ୍ୱାସ୍ଥ୍ୟ କର୍ମଚାରୀ, ସରକାର ଦେବେ ଟଙ୍କା

ଭୁବନେଶ୍ୱର: ମାଲେରିଆ ସହ ଉପାନ୍ତ ଅଞ୍ଚଳର ଲଢ଼େଇକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ର ‘ଦମନ’ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ପ୍ରଦର୍ଶିତ ହେବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀଙ୍କ…

ଏମିତି ବି ଆସେ ମୃତ୍ୟୁ, ସଂକୀର୍ତ୍ତନରେ ଘଣ୍ଟ ପିଟୁଥିବା ବେଳେ ଚାଲିଗଲା ଜୀବନ

ସୁବର୍ଣ୍ଣପୁର : ମଣିଷ ଜୀବନ  ପାଣି ଫୋଟକା ସଦୃଶ  । ଜୀବନରେ କେତେବେଳେ କେଉଁ ରୂପରେ ମୃତ୍ୟୁ ଆସିବ କେହି ଜାଣନ୍ତିନି । ତେଣୁ ସେ ବା କେମିତି ଜାଣିବେ ?  ସଂକୀର୍ତ୍ତନ ଗାଉ ଗାଉ ଏମିତି ତାଙ୍କର ଜୀବନ ଚାଲିଯିବ ବୋଲି ସେ କେମିତି ବା ଭାବିବେ ? ହୁଏତ ଭାଗବନାଙ୍କ ସହ ତାଙ୍କର ଥିଲା ଭିନ୍ନ…

ଜୀବନ ମୃତ୍ୟୁର ଅନ୍ତିମ ନିଷ୍ପତ୍ତି ଭଗବାନଙ୍କର

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜଙ୍ଗଲରେ ଏକ ଗର୍ଭବତୀ ହରିଣ ଏକ ଶିଶୁକୁ ଜନ୍ମ ଦେବାକୁ ଯାଉଥିଲା । ସେ ଏକ ନିକାଞ୍ଚନ ସ୍ଥାନ ଖୋଜି ବୁଲୁଥିଲା । ସେ ନଦୀ କୂଳରେ ଉଚ୍ଚ ଘନ ଘାସ ଥିବା ସ୍ଥାନଟିଏ ଦେଖିଲା । ଶିଶୁକୁ ଜନ୍ମ ଦେବା ପାଇଁ ଉପଯୁକ୍ତ ସ୍ଥାନ ମଣିଲା ।…

ଅର୍ଚ୍ଚନା ନାଗ ମାମଲା, ଇଡିରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ

ଭୁବନେଶ୍ୱର: ଇଡି ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଆରମ୍ଭ କରିବା ପରେ ଗୋଟିଏ ପରେ ଗୋଟିଏ ଲିଙ୍କ୍ ପଦାକୁ ଆସୁଛି । ଅର୍ଚ୍ଚନା ନାଗଙ୍କ ସହ ଆର୍ଥିକ କାରବାର କରିଥିବା ବ୍ୟକ୍ତି ବିଶେଷଙ୍କୁ ନୋଟିସ୍ ପରେ ଜଣଙ୍କ ପରେ ଜଣେ ଇଡିରେ ହାଜର ହେଉଛନ୍ତି । ବ୍ଯବସାୟୀ ଅମୀୟକାନ୍ତ, ଫିଲ୍ମ ପ୍ରଯୋଜକ…

ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ

ପୁରୀ : ଆଜି ହେଉଛି ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ । ଶୀତ ସହ ଲଢ଼ିବାକୁ ଠାକୁରଙ୍କ ଏହା ହେଉଛି ସ୍ୱତନ୍ତ୍ର ପୋଷାକ । ଶୀତ ଦାଉରୁ ରକ୍ଷାପାଇବେ ମହାପ୍ରଭୁ । ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ମାଘ ସପ୍ତମୀ ଯାଏଁ ଶୀତ ୪ ମାସ ମହାପ୍ରଭୁଙ୍କ ଏହି ଘୋଡ଼ ଲାଗି ନୀତି ହେବାର ପରମ୍ପରା ରହିଛି ।…

ପଦ୍ମପୁରରୁ ଟିଟିଲାଗଡ଼ ଡେଇଁଲା ଜିଲ୍ଲା ମାନ୍ୟତା ଦାବି, ବିଜେଡି ପାଇଁ ଆଣିପାରେ ସମସ୍ୟା!

ଟିଟିଲାଗଡ଼: ପଦ୍ମପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ପଦ୍ମପୁରକୁ ୨୦୨୩ ଡିସେମ୍ବର ଶେଷ ପୂର୍ବରୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେବାପରେ ଏବେ ପଦ୍ମପୁର ତାତି ଟିଟିଲାଗଡ଼ରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସମର୍ଥନ…

ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ୧୨ ଘଣ୍ଟିଆ ବନ୍ଦ

ଟିଟିଲାଗଡ଼: ଟିଟିଲାଗଡ଼ରେ ଆଜି ଅଖ ଚକ ବନ୍ଦ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ହେଉଛି ବନ୍ଦ ପାଳନ କରାଯିବା ନେଇ ସୂଚନା ।ଏନେଇ ଟିଟିଲାଗଡ଼ ଏଡିଜେ କୋର୍ଟ ସମ୍ମୁଖରେ…

ଚମକିବ ତ୍ବଚା, ଦିଶିବ ହରିଣୀ ଆଖି ଜାଣନ୍ତୁ ଏହି ଉପାୟ…..

ଓଡ଼ିଶା ସମ୍ବାଦ ବ୍ୟୁରୋ : ତ୍ବଚାର ସୁନ୍ଦରତା ବଢ଼ାଇଥାଏ ଆଖି  । ଆପଣ ଶୀତଦିନେ ଦିଶିବେ ଆହୁରି ସୁନ୍ଦର  । ଆପଣଙ୍କ ସୁନ୍ଦରତା ବଢ଼ାଇବ ଆପଣଙ୍କ ନୀଳ ନୟନ । ଏହି ଉପାୟ ଆପଣେଇଲେ ଶୀତେ ଦିନେ ମଧ୍ୟ ଚମକିବ ଆପଣଙ୍କ ଦୁଇ ନୀଳ ନୟନ । ପ୍ରତ୍ୟେକ ନାରୀ ନିଜ ଆଖିକୁ ଅଧିକ ଆକର୍ଷଣୀୟ କରିବା ପାଇଁ…

କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୦ ଆହତ, ୧୦ ସଂକଟାପନ୍ନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାଲିଆ ବଜାରରେ ଗତକାଲି ରାତିରେ କାର୍ତ୍ତିକେଶ୍ୱର ଭସାଣରେ ବାଣ ଫୁଟି ୩୩ ଜଣ  ଆହତ ହୋଇଛନ୍ତି। ସେମାନଙ୍କୁ କଟକ ଏସସିବି ରେ ଚିକିତ୍ସା କରାଯାଉଛି । ଆହତଙ୍କ  ଭିତରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି…