Latest Odisha News

BREAKING NEWS

ଇରାନକୁ ୬-୨ରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ଦୋହା: ଫିଫା ବିଶ୍ୱକପରେ ସୋମବାର ଇଂଲଣ୍ଡ ୬-୨ ଗୋଲରେ ଇରାନକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି । ୫ଜଣ ଖେଳାଳି ଇଂଲଣ୍ଡ ପକ୍ଷରୁ ଗୋଲ ସ୍କୋର କରିଥିଲେ । ବୁକାୟା ସାକା ସର୍ବାଧିକ ୨ଟି ଗୋଲ ଦେଇଥିଲେ । ରହୀମ ଷ୍ଟର୍ଲିଂ, ଜ୍ୟୁଡ ବେଲିଂହାମ, ଜ୍ୟାକ ଗ୍ରିଲିଶ ଓ…

ଉପନିର୍ବାଚନ ବେଳେ ସରକାରୀ କର୍ମଚାରୀଙ୍କ ସହ ବୈଠକ କରି ଟଙ୍କା ବାଣ୍ଟିବାକୁ ପ୍ରୟାସ କରୁଛି ବିଜେଡି: ବିଜେପି

ଭୁବନେଶ୍ୱର: ଶାସକ ଦଳ ବିଜେଡି ପଦ୍ମପୁର ଉପନିର୍ବାଚନ ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ରବିବାର ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସରକାରୀ…

ମାଙ୍ଗାଲୋର ବ୍ଲାଷ୍ଟରେ ଟେରର୍ ଲିଙ୍କ୍, ହିନ୍ଦୁ ବ୍ୟକ୍ତିଙ୍କ ଆଧାର କାର୍ଡ ବ୍ୟବହାର କରୁଥିଲା ସାରିକ୍

ମାଙ୍ଗାଲୋର : ବଡ଼ ବିସ୍ଫୋରଣ ପୂର୍ବରୁ ବର୍ତ୍ତିଯାଇଛି ମାଙ୍ଗାଲୋର । ମାଙ୍ଗାଲୋର ବ୍ଲାଷ୍ଟରେ ଟେରର୍ ଲିଙ୍କ୍ ଥିବା ତଦନ୍ତ ପରେ ଜଣାପଡିଛି । କର୍ଣ୍ଣାଟକ ପୋଲିସ ରିପୋର୍ଟ ଅନୁସାରେ ବଡ଼ ବ୍ଲାଷ୍ଟ ଘଟାଇବା ପାଇଁ ଯୋଜନା କରୁଥିଲା ଅଭିଯୁକ୍ତ ମହମ୍ମଦ ସାରିକ । ହେଲେ ତା ପୂର୍ବରୁ ମହମ୍ମଦ…

ଦୁର୍ଘଟଣା ସ୍ଥଳରେ ରେଲୱେ ସେଫ୍ଟି କମିଶନର, ରାତି ୧୦ଟା ପରେ ଉକ୍ତ ରୁଟରେ ଚାଲିବ ଟ୍ରେନ୍

ଯାଜପୁର: କୋରାଇରେ ଖୁବଶୀଘ୍ର ସ୍ୱାଭାବିକ ହେବ ରେଳ ଚଳାଚଳ । ରାତି ୧୦ଟା ପରେ ଉକ୍ତ ରୁଟରେ ଚାଲିବ ଟ୍ରେନ୍ । ଦୁର୍ଘଟଣା ପରେ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ ଓ କାରଣ ଖୋଜିବା ପରେ ପୂର୍ବତଟ ରେଳପଥ ଜିଏମ୍ ରୂପ ନାରାୟଣ ସୁନକର କରିଛନ୍ତି, ଦ୍ରୁତଗତିରେ କାର୍ଯ୍ୟ ଚାଲିଛି । ରାତି ୧୦ଟା ପରେ…

ପଦ୍ମପୁର ନିର୍ବାଚନ ମୈଦାନରେ ରହିଲେ ୧୦ ପ୍ରାର୍ଥୀ, ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ

ଭୁବନେଶ୍ୱର: ଶେଷ ହୋଇଛି ବରଗଡ ଜିଲ୍ଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାଥୀପତ୍ର ପ୍ରତ୍ୟାହାର ତାରିଖ। ମୋଟ୍ ୧୩ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ଏବେ ନିର୍ବାଚନ ମୈଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ଯଦିଓ ଦୁଇ ଜଣ ସ୍ବାଧୀନ ବିଧାୟକଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା…

ବିଜୟ ହଜାରେ ଟ୍ରଫି: ପରାଜୟ ସହ ନୈରାଶ୍ୟଜନକ ଢଙ୍ଗରେ ଓଡିଶା ଶେଷ କଲା ଅଭିଯାନ

ମୁମ୍ବାଇ:ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମୁକାବିଲାରେ ସୋମବାର ଓଡିଶା ୫ ୱିକେଟରେ ପଞ୍ଜାବ ନିକଟରୁ ପରାଜିତ ହୋଇଛି । ଏଥିସହ ଓଡିଶା ନୈରାଶ୍ୟଜନକ ଢଙ୍ଗରେ ଅଭିଯାନ ଶେଷ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା କାର୍ତିକ ବିଶ୍ୱାଳଙ୍କ ୧୦୭ ଅପରାଜିତ( ୧୧୨ ବଲ,…

ଖଲ୍ଲିକୋଟ କଲେଜ ରାଗିଂ ଘଟଣାରେ ୯ ଜଣ ଛାତ୍ର ନିଲମ୍ବିତ

ବ୍ରହ୍ମପୁର: ଖଲ୍ଲିକୋଟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ରାଗିଂ ଘଟଣାରେ ୯ ଛାତ୍ର ନିଲମ୍ବିତ। ସ୍କୁଲର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଆଣିଥିବା ରାଗିଂ ଅଭିଯୋଗର ସ୍କୁଲ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ମାମଲାରେ ସ୍କୁଲ…

ଆଞ୍ଚଳିକ ଭାଷାରେ ପଢ଼ାଯିବ ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ

ନୂଆଦିଲ୍ଲୀ: ସହଜ ହେବ ଶିକ୍ଷାଦାନ । ସ୍ଥାନୀୟ ଭାଷାକୁ ଗୁରୁତ୍ୱ ଦେଇ ଶିକ୍ଷାଦାନକୁ ଆହୁରି ସରଳ କରିବା ସହ ବୋଧଗମ୍ୟ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଜାତୀୟ ଶିକ୍ଷା ନୀତି ଅନୁସାରେ, ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ସାରା ଦେଶରେ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଲାଗି…

ଅର୍ଚ୍ଚନା କେସରେ ଇଡି ସମନ କରିଥିବା ୧୨ ଜଣଙ୍କୁ ଜାଣିଛି: ଜୟନାରାୟଣ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବଡ଼ ବଡ଼ିଆଙ୍କ ଲିଙ୍କ୍ ରହିଛି। ତେବେ ଏହି ବଡ଼ ବଡ଼ିଆ କିଏ ଏ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଇଡି ମଧ୍ୟ ୧୨ ଜଣଙ୍କୁ ନୋଟିସ୍ ପଠାଇ ହାଜର ହେବାକୁ କହିଥିବା ସୂଚନା ମିଳିଛି। ଏହାରି ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର…

ଲୋକନାଥ ମନ୍ଦିରର ଉନ୍ନୟନ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀ ଲୋକନାଥ ମନ୍ଦିରର ଉନ୍ନୟନ ପାଇଁ ୨୮ କୋଟିର ପ୍ରକଳ୍ପକୁ ମଞୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ଥିଲେ।  ଲୋକନାଥ ମନ୍ଦିରର ସେବାୟତଙ୍କ ସହ ସେ ଆଲୋଚନା…