Latest Odisha News

BREAKING NEWS

ଶେଷରେ ବଦଳିଲା ସାଂଜ୍ଞା, କୁତ୍ତା ହେଲା ‘ଦତ୍ତ’

ବାଙ୍କୁଡା:ଶେଷରେ ବଦଳିଲା ସାଂଜ୍ଞା । କୁତ୍ତା ବଦଳରେ ନାଁରେ ଯୋଡା ହେଲା ଦତ୍ତ । ନାଁ ହେଲା ଶ୍ରୀକାନ୍ତ କୁମାର ଦତ୍ତ । ତେବେ ସରକାରୀ ସ୍ତରର ଏହି ଭୁଲ ଗୋଟିଏ ଦିନରେ ଯେପରି ସଂଶୋଧନ ହେଲା ତାହାକୁ ପ୍ରଶଂସା ନ କରି ରହି ହେବନି । ରାସନ କାର୍ଡରେ  ଶ୍ରୀକାନ୍ତଙ୍କ ନାଁ ଭୁଲ ପ୍ରିଣ୍ଟିଂ…

ପୁଣି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ବଢ଼ିବ ଶୀତ, ଖସିବ ପାରଦ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ କମିଥିବା ଶୀତ ଏବେ ପୁଣି ବଢ଼ିବ । ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଦକ୍ଷିଣ…

ମୋଟର ସାଇକେଲ ଉପରେ ଚଢ଼ାଇଦେଲା କାର, ଜଣେ ମୃତ

ଅନଗୁଳ : ପାଳଲହଡା ଥାନା ଅର୍ନ୍ତଗତ ଜାତୀୟ ରାଜପଥ ଝିମିରିପାଲି ଠାରେ ଘଟିଛି ଦୁର୍ଘଟଣା ।  କାର ଓ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି  । ସୂଚନା ଅନୁଯାୟୀ କାରଟି ପାଳଲହଡା ପଟୁ ଖମାର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ମୋଟରସାଇକେଲକୁ…

ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

କୋରେଇ: କୋରେଇ ରେଳ ଦୁର୍ଘଟଣାସ୍ଥଳକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଗସ୍ତ କରିଛନ୍ତି । ଦୁର୍ଘଟଣା ସମ୍ପର୍କରେ  ତଦନ୍ତ କରି ସେ କହିଛନ୍ତିଯେ, ସନ୍ଧ୍ୟା ସୁଦ୍ଧା ଗୋଟିଏ ଲାଇନକୁ ସଫା କରିଦିଆଯିବ । ମୃତାହତମାନଙ୍କୁ ସରକାରଙ୍କ ଘୋଷଣା ଅନୁସାରେ ଅନୁକମ୍ପା ରାଶି ମିଳିବ । ରେଲଓ୍ୱେ ପକ୍ଷରୁ…

ଅଶ୍ଳୀଳ ଭିଡିଓ ସୁଟିଂ ମାମଲାରେ ରାଜ୍‌ଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ : ସମସ୍ୟାରେ ପଡ଼ିଲେ ବଲିଉଡ ସୁନ୍ଦରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରା । ରାଜ୍‌ କୁନ୍ଦ୍ରାଙ୍କ ପିଛା ଛାଡ଼ିବାର ନାଁ ଧରୁନି  ସମସ୍ୟା । ଅଶ୍ଳୀଳ ଭିଡିଓ ଉତ୍ତୋଳନ ମାମଲାରେ ରାଜ୍‌ କୁନ୍ଦ୍ରା, ଶର୍ଲିନ ଚୋପ୍ରା ଓ ପୁନମ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ…

ଇତିହାସରେ ବଡ଼ ରେଳ ଦୁର୍ଘଟଣା, ଯାଇଥିଲା ୬ ଶହ ଜୀବନ

ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରାଇରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା ପରେ ଷ୍ଟେସନ୍ ଦେଇ ଟ୍ରେନ୍ ଅତିକ୍ରମ ବେଳେ ବେଗକୁ ନେଇ ପ୍ରଶ୍ନ ଉଠୁଛି । କୁହାଯାଉଛି ଟ୍ରେନର ବେଗ ଅଧିକ ଥିବାରୁ ଏଭଳି ଭୟାବହ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଚାଲିଗଲା । ତେବେ ଏନସିଆରବି ରିପୋର୍ଟ ଅନୁସାରେ, ୨୦୨୦…

ଇଣ୍ଡୋନେସିଆରେ ଭୂମିକମ୍ପ, ୪୪ ମୃତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ହୋଇ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନେକ ଆହତ ହୋଇଥିବା ଜଣାପଡିଛି । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲେଯେ, ହଜାର ହଜାର ଘର ଭାଙ୍ଗିରୁଜି ଯାଇଛି । ଓ୍ୱେଷ୍ଟ ଜାଭାର ସିଆଞ୍ଜୁର ଠାରେ ଭୂମିକମ୍ପ ବ୍ୟାପକ କ୍ଷୟକ୍ଷତି…

୫୦ ଲକ୍ଷ ଟଙ୍କା ଓ ଚାକିରି ଦାବିରେ ମୃତକଙ୍କ ପରିବାରର ଧାରଣା

କୋରେଇ: କୋରେଇ ରେଳ ଷ୍ଟେସନରେ ଟ୍ରେନ ଦୁର୍ଘଟଣାରେ ମୃତକଙ୍କ  ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଧାରଣା ।  ୫୦ ଲକ୍ଷ ଟଙ୍କା ଓ ଚାକିରୀ ଦାବିରେ ଷ୍ଟେସନରେ ଧାରଣା ଦେଇଛନ୍ତି ପରିବାର ସଦସ୍ୟ  । କୋରେଇ ରେଳ ଷ୍ଟେସନରେ ମାଲବାହି ଟ୍ରେନ ଦୁର୍ଘଟଣାରେ ମୃତ ହୋଇଥିବା ଅବୁଜୁଲା ବିବିଙ୍କ ପରିବାର…

ବିଧାନସଭାରୁ ହଟିଲା କୋଭିଡ୍ କଟକଣା, ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ମିଳିବ ଅନୁମତି

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନରେ ରହିବନି କୋଭିଡ୍ କଟକଣା । ବିଧାନସଭା ଅଧିବେଶନ ସୁପରିଚାଳନା ନେଇ ଆଜି ବସିଥିବା ସର୍ବଦଳୀୟ ବୈଠକରେ ଏ ନିଷ୍ପତ୍ତି ହୋଇଛି । ବିଧାନସଭାରୁ କୋଭିଡ୍ କଟକଣା ହଟିଥିବା ସୂଚନା ଦେଇଛନ୍ତି ବାଚସ୍ପତି ବିକ୍ରମ ଆରୁଖ ।…

ହାଇୱେରେ ଦୁର୍ଘଟଣା, ପଛକୁ ପଛ ପିଟି ହେଲା ୪୮ ଗାଡ଼ି

ବାଙ୍ଗାଲୁରୁ:  ପୁଣେ-ବାଙ୍ଗାଲୁରୁ ହାଇଓ୍ୱେ ଉପରେ ଗତକାଲି ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି   । ଦୁର୍ଘଟଣାରେ ୪୮ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି ।   ୪୮ଟି ଗାଡି ପରସ୍ପର ସହିତ ଧକ୍କା ହୋଇଥିଲା  । ଦୁର୍ଘଟଣାରେ ଯଦିଓ କାହାର ମୃତ୍ୟ ହୋଇନାହିଁ, ୩୦ରୁ ଅଧିକ ଆହତ ହୋଇଥିବା ଜଣାଯାଇଛି ।…