ମିଳିଲା ଅର୍ଚ୍ଚନା ନାଗଙ୍କ ଫୋର୍ଡ ଏଣ୍ଡେଭର କାର
ଭୁବନେଶ୍ବର: ମିଳିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫୋର୍ଡ ଏଣ୍ଡେଭର କାର (OD 02BP 2324। ଭୁବନେଶ୍ବର ଉପକଣ୍ଠ ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଏହି କାରଟି ଜବତ ହୋଇଛି। ପରିତ୍ୟକ୍ତ ଅବସ୍ଥାରେ ଏହି ଧଳା ରଙ୍ଗର କାରଟି ରାସ୍ତା କଡରେ ଛିଡା ହୋଇଥିଲା। କିନ୍ତୁ କାରର ନମ୍ବର ପ୍ଲେଟ କାଢି…