Latest Odisha News

BREAKING NEWS

ବାଲିଯାତ୍ରା ବୟାନବାଜି: ପ୍ରଭାତଙ୍କ ପ୍ରତ୍ୟକ୍ଷ ଆରୋପ

ଭୁବନେଶ୍ୱର: ବାଲିଯାତ୍ରାକୁ ନେଇ ମୁହଁ ଖୋଲିଲେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ । ଆୟବ୍ୟୟକୁ ନେଇ ତାଙ୍କର ବିସ୍ଫୋରକ ବୟାନ । ଜାତୀୟ ମାନ୍ୟତା ପାଇବାକୁ ଯାଉଛି ବାଲିଯାତ୍ରା । ହେଲେ ବାଲିଯାତ୍ରାର ଆୟବ୍ୟୟକୁ ନେଇ ସେ ଉଠାଇଛନ୍ତି ପ୍ରଶ୍ନ । ୨୦୨୨ ମସିହାର ସମ୍ପୂର୍ଣ୍ଣ ଆୟବ୍ୟୟର…

ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’ର ସଫଳ ଉତକ୍ଷେପଣ

ଚେନ୍ନାଇ : ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ଏକ ନୂଆ ଇତିହାସ । ଶ୍ରୀହରିକୋଟା ଇସ୍ରୋ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇଛି ଦେଶର ପ୍ରଥମ ଘରୋଇ କମ୍ପାନୀ ନିର୍ମିତ ରକେଟ୍ ବିକ୍ରମ-ଏସ୍ । ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନ୍ତରୀକ୍ଷ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ଖୋଲାଯାଇଥିଲା ।…

ମର୍ଣ୍ଣିଂ ୱାକରୁ ହେଇଗଲା ପ୍ରେମ: ଏକାଠି ହେଲେ ୧୯ ବର୍ଷର ଝିଅକୁ ୭୦ ବର୍ଷୀୟ ବୃଦ୍ଧ

ସକାଳୁ ସକାଳୁ ଉଭୟେ ଯାଉଥିଲେ ମର୍ଣ୍ଣିଂ ଓ୍ୱାକରେ । ଧୀରେ ଧୀରେ ଆଖିରେ ଆଖି ମିଶିଲା । ପରେ ହୃଦୟ ସହ ହୃଦୟ ଆଉ ତା ପରେ ପ୍ରେମ । କାହାଣୀ ପୂରା ଫିଲ୍ମ ଷ୍ଟାଇଲ ଲଭ୍ ଷ୍ଟୋରୀ କରି । ଘଟଣା ଘଟିଛି ପାକିସ୍ତାନରେ । ତେବେ ଫିଲ୍ମ ଷ୍ଟାଇଲ ଲଭ ଷ୍ଟେରୀ ଏଠି  ଖବରର ଶୀର୍ଷକ ନୁହେଁ ।  ଖବରର…

ଚଳନ୍ତା ଟ୍ରେନରୁ ଯବାନକୁ ଠେଲି ଦେଲେ ଟିଟିଇ

ପାଟନା: ଉତ୍ତର ପ୍ରଦେଶର ବରେଲି ରେଳ ଷ୍ଟେସନରେ ଗତକାଲି ଜଣେ  ଯବାନଙ୍କୁ ଚଳନ୍ତା ଟ୍ରେନରୁ ଟିକେଟ୍ କଲେକ୍ଚର ଧକ୍କା ଦେଇ ବାହାର କରି ଦେଇଛନ୍ତି । ଯାହା ଫଳରେ ଯବାନଙ୍କ ଗୋଟିଏ ଗୋଡ ଟ୍ରେନ ଚକ ତଳେ ଆସି କଟି ଯାଇଛି । ଗୁରୁତର ଅବସ୍ଥାରେ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…

କମ୍ପାନୀ ଛାଡ଼ୁଛନ୍ତି କର୍ମଚାରୀ, ଇସ୍ତଫା ପରେ ବନ୍ଦ ରହିଲା ଟୁଇଟର କାର୍ଯ୍ୟାଳୟ

ବଢିଲା ଟୁଇଟର ମାଲିକ ଏଲନ ମସ୍କଙ୍କ ଚିନ୍ତା । ଅଲ୍ଟିମେଟମ ଦେବା ପରେ ବି ଟୁଇଟର କର୍ମଚାରୀମାନେ କମ୍ପାନୀ ଛାଡ଼ି ଦେଉଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କର୍ମଚାରୀମାନେ ଇସ୍ତଫା ଦେବା ପରେ ଟୁଇଟର ଅଫିସକୁ ସୋମବାର ବନ୍ଦ କରି ଦିଆଯାଇଥିଲା । ୱାର୍କ ପ୍ଲେସ ଆପ ବ୍ଲାଇଣ୍ଡର ଏକ…

‘ଭାରତ ଯୋଡ଼ ଯାତ୍ରା’ରେ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ଧମକ । ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଲେ ଅଜଣା ଦୁର୍ବୃତ୍ତ । ଭାରତ ଯୋଡ଼ ଯାତ୍ରାରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଚିଠି ଯୋଗେ ଧମକ ଦିଆଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ଉପରକୁ…

ଭିଜିଲାନ୍ସ ହାତରେ ବେଲପଡା ତହସିଲ ସେକ୍ସନ ଅଫିସର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡା ତହସିଲର ସେକ୍ସନ ଅଫିସର ଜୁଗଲ କିଶୋର ରାଉତ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜମିଜମା ସମ୍ପର୍କିତ ଫାଇଲ୍ କାମ କରାଇଦେବା ପାଇଁ ସେ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ନେଉଥିଲେ । ଟଙ୍କାତକ ତାଙ୍କ ଠାରୁ ଭିଜିଲାନ୍ସ ଜବତ…

ଜଳିଗଲା ଘର, ୭ ଶିଶୁ ସମେତ ୨୧ ଜୀବନ୍ତ ଦଗ୍ଧ

ଜାବାଲିଆ (ପାଲେଷ୍ଟାଇନ): ପାଲେଷ୍ଟାଇନ ଜାବା ସହରର ଉତ୍ତର ଭାଗରେ ଥିବା ଏକ ଘରେ ନିଆଁ ଲାଗି ୭ ଶିଶୁଙ୍କ ସମେତ ୨୧ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ପାଲେଷ୍ଟାଇନ ଇନକଲାବକୁ ନିୟନ୍ତ୍ରଣରେ ରଖିଥିବା ହମାସ୍୍ ଇସ୍ଲାମବାଦୀଙ୍କ କହିବା ଅନୁଯାୟୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।…

ନିଆଁ ଲାଗି ଜଳିଗଲା ଅଟୋ, କାରଣ ଅସ୍ପଷ୍ଟ

ସୁବର୍ଣ୍ଣପୁର: ନିଆଁ ଲାଗି ଜଳିଗଲା ଅଟୋ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କପାସିରାରେ ଏହି ଘଟଣା ଦେଖିବାକୁ ମିଳିଛି । ନିଆଁ ଲାଗିବାରୁ ଅଟୋ ସମ୍ପୂର୍ଣ୍ଣ ପୋଡିଯାଇଛି । କପାସିରା ଗ୍ରାମର କୁମାର ସାହୁ ବଗର୍ତୀଙ୍କ ଏହି ଅଟୋ । ସେ ଗତକାଲି ସଂଧ୍ୟାରେ ଗାଁ ନିକଟ ନାଳ ପାଖରେ ଅଟୋକୁ ରଖି…