Latest Odisha News

BREAKING NEWS

ହନିଟ୍ରାପ ମାମଲାରେ ଅର୍ଚ୍ଚନାଙ୍କ ସ୍ବାମୀଙ୍କ ବନ୍ଧୁ ଖଗେଶ୍ୱର ଗିରଫ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ଜୋରଦାର କରିଛି। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଉଠାଇ ନେବା ପରେ ଆଜି ଇଡି ଗିରଫ କରିଛି। ଖଗେଶ୍ବର…

ବାଟବଣା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ 'ଗାଁ କଥା' ବର୍ଷା ମୁଖର, ସନ୍ତସନ୍ତିଆ ଗାଁଟିଏ କାଳିଗଛିଆ। ଆସାମର ରାଜଧାନୀଠୁ ମାତ୍ର ଦୁଇ ଘଣ୍ଟାର ରାସ୍ତା। ଗାଁ ଲୋକମାନଙ୍କୁ ଦେଖିଲେ ଯେ କେହି କହିବ, ଏମାନଙ୍କ ପାଖରେ କୌଣସି କାମ ନାହିଁ। ପ୍ରକୃତରେ କାମ ନାହିଁ କହିଲେ ଠିକ୍ ହେବନି, କାମ କରିବା…

‘ପ୍ରତୀକ୍ଷା’କୁ ବଡ଼ ସଫଳତା: ଆମେରିକାରେ ମିଳିଲା ଶ୍ରେଷ୍ଠ କାହାଣୀ ପୁରସ୍କାର

ଭୁବନେଶ୍ବର: ‘ପ୍ରତୀକ୍ଷା’କୁ ପୁଣି ମିଳିଛି ବଡ଼ ସଫଳତା  । ଏକାଦଶ ଡିସିଏସଏଏଫଏଫ( ଡିସି ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍)  ସମାରୋହରେ ଏହି ଫିଲ୍ମକୁ ଶ୍ରେଷ୍ଠ କାହାଣୀ ପାଇଁ ପୁରସ୍କାର ମିଳିଛି। ପରଦାକୁ ଆସିବା ପୂର୍ବରୁ ଏହି ଫିଲ୍ମକୁ ନେଇ ଚର୍ଚା ହେବା ସହ ‘ପ୍ରତୀକ୍ଷା’କୁ ମିଳିଛି…

ଛିଡ଼ା ହୋଇଥିବା ବସକୁ ପଛପଟୁ ଧକ୍କା ଦେଲା ଟ୍ରକ

ସମ୍ବଲପୁର: ବସକୁ ପିଟିଲା ଟ୍ରକ । ବସଟି ଛିଡା ହୋଇଥିବା ବେଳେ ଟ୍ରକଟି ପଛପଟୁ ଆସି ପିଟି ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଢା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଉଭୟ ବସ ଏବଂ ଟ୍ରକ…

ଜ୍ଞାନବାପୀରେ ବିଶ୍ବେଶ୍ବରଙ୍କୁ ପୂଜା ହେବ କି ନାହିଁ , ସୁପ୍ରିମ କୋର୍ଟରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ ପରିସରରେ ଶୃଙ୍ଗାର ଗୈାରୀଙ୍କ ପୂଜା ସହ  ଶିବଲିଙ୍ଗ ପୂଜିବା ପାଇଁ ଆବେଦନ ହୋଇଥିବା ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ପୂର୍ବରୁ ମା ଗୈାରୀଙ୍କୁ ବର୍ଷକୁ ଥରେ ପୂଜା କରାଯାଉଥିବା ବେଳେ ଏବେ  ବର୍ଷସାରା ମାଙ୍କୁ ପୂଜା କରିବାର ଅଧିକାର ଦାବି…

ନିଜେ ପଢ଼ିଥିବା ସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ  ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ପ୍ରଥମେ ଆଜି ନିଜେ ପଢ଼ିଥିବା ସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି ।   ଖଣ୍ଡଗିରିରେ ଥିବା ତପୋବନ ହାଇସ୍କୁଲ,ପରେ ଯୁନିଟ୍ ୨ରେ ଥିବା ସରକାରୀ ଗାର୍ଲସ ହାଇସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି  । …

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ ରିସିଭ୍ କଲା ଆସ୍ଥା । ନିମିଅପା ! ଗୁଡାଏ ଦିନ ପରେ ! ଖୁସିରେ ଗଦ୍ ଗଦ୍ ହୋଇଗଲା । ଖୁସିର ଲୁହ ଟଳମଳ ହେଉଥିଲା ତା ଆଖିରେ ! " କେମିତି କହିବି ନିମିଅପା ଏକା ସାଙ୍ଗରେ ଏତେ ଗୁଡ଼ିଏ ଖୁସି ! ସମ୍ଭବଙ୍କ ଅନିଚ୍ଛା ସତ୍ତ୍ୱେ…

କବିତା : ଧନ୍ୟରେ ସନ୍ତାନ

ବିଳାସିନୀ ପୃଷ୍ଟି ଜନନୀ ଜଠରେ ଦଶମାସ ଧରି ଭୂମିରେ ଦେଲେ ଭୂମିଷ୍ଠ ପ୍ରଥମେ ବସୁଧା ଛୁଇଁଲୁ ଯେବେତୁ ମା' ଭୁଲିଲା ମାତୃତ୍ଵ କଷ୍ଟ। କେତେ କଷ୍ଟ ସହି ତୁମ ଓଠେ ହସ ପିତା ତୁମ ବାଣ୍ଟି ଦେଲେ ନିତି ଅଳି ଅର୍ଦ୍ଦଳି ସହ୍ୟ କରିଣ ସେ ଛୋଟରୁ ବଡ଼ କରିଲେ । ବାଲ୍ୟାବସ୍ଥା ଗଲା ଶୈଶବ…

ଭାଷା ଭାଗବତ : ଆମର ବୌଦ୍ଧିକ ଆଳସ୍ୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁନର୍ଲିଖନ କରି କରି ସମୟ ଯାଏ ଯଦି ସରି କେବେ କରିହୁଏନି ଚିଂତା ଆମର ଏପରି ଅବସ୍ଥା ଆମ ବ୍ୟତୀତ କିଏ ଦାୟୀ ? କେହି ତ କହଂତୁ ବୁଝାଇ ନିଜ ଭାବନା ପ୍ରତି ଭୟ ରହିଲେ ଘଟେ ପରାଜୟ ଏମିତି ବହୁ ନୀତିବାଣୀ ପଢ଼ି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢାର ପ୍ରଥମ ମନ୍ଦିର ଶ୍ରୀ ସତ୍ୟନାରାୟଣ ମନ୍ଦିର କଥା ଆମେ ଆଲୋଚନା କରୁଛେ। ଏହି ମନ୍ଦିରଟି ପ୍ରାୟ ୨୫ ଫୁଟ ଉଚ୍ଚା ଓ ପଞ୍ଚ ରଥ ବିଶିଷ୍ଟ ଅଟେ। ମନ୍ଦିର ସମ୍ମୁଖରେ ଏକ ମୁଖଶlଳା (ମଣ୍ଡପ )ଅଛି ଓ ଏହା…