ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ଶହରୁ ଉର୍ଦ୍ଧ୍ୱ ସକ୍ରିୟ ସେବକ ଥିବାର ଆମେ ଜାଣିଛେ। କିନ୍ତୁ ଆଉ କୋଡିଏ ସେବକ ବା ସେବା ଯାହା ରେକର୍ଡଭୁକ୍ତ ହୋଇଛି ସେ ସେବା କିଛି ଚାଲିଛି ଓ କିଛି ବନ୍ଦ…