Latest Odisha News

BREAKING NEWS

ଓଡ଼ିଶାର ତିନି ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ତିନି ଜଣ । ନର୍ସ ଖୁଲଣା ବାରିକ ଓ ନର୍ସ ଶିବାନୀ ଦାସ ଏବଂ ଏଏନ୍ଏମ୍ ଦମୟନ୍ତୀ ରାଉତ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ୨୦୨୧ ପାଇଁ ସେମାନଙ୍କୁ ଏହି…

ଗର୍ଭଗୃହକୁ ଯିବେ ଓ ମହାପ୍ରସାଦ ସେବନ କରିବେ ରାଷ୍ଟ୍ରପତି

ପୁରୀ : ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ପୁରୀ ଆସି ସିଂହଦ୍ଵାର ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।…

ଆସନ୍ତାକାଲି ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର : ଆସନ୍ତାକାଲି ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଅପରାହ୍ନ ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ ହେବ । ସନ୍ଧ୍ୟା ୫ଟା ୧୧ରୁ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇ ୬ଟା୧୮ ମିନିଟରେ ଗ୍ରହଣ ସର୍ବମୋକ୍ଷ ହେବ । ମୋଟ ୧ଘଣ୍ଟା ୧୨ ମିନିଟ ୪୮ ସେକେଣ୍ଡ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଦେଶସାରା…

ଲଷ୍ମୀନୃସିଂହ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ

ପୁରୀ : ଆଜି ପଞ୍ଚୁକ ଶୁକ୍ଲ ଚର୍ତୁଦ୍ଦଶୀ ତିଥି ।  ଲଷ୍ମୀନୃସିଂହ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଆଜି ସକାଳେ ଅବକାଶ ନୀତି ବଢ଼ିବା ପରେ ମହାପ୍ରଭୁଙ୍କୁ ଲଷ୍ମୀ ନୃସିଂହ ବେଶରେ ସଜ୍ଜିତ କରାଯାଇଥିଲା। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ…

ବଡ଼ଓଷାରେ ବି ଶୀତ ନାହିଁ, ୨ ଦିନ ହାଲୁକା କୁହୁଡ଼ି

ଭୁବନେଶ୍ୱର: କାର୍ତ୍ତିକ ସରିବାକୁ ବସିଲାଣି ହେଲେ ଶୀତର ଦେଖା ନାହିଁ । ଅନ୍ୟ ବର୍ଷ ଅପେକ୍ଷା ଚଳିତବର୍ଷ ଆଶାତୀତ ଶୀତ ଅନୁଭୂତ ହେଉନାହିଁ । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ସେଭଳି ତାପମାତ୍ରା ମଧ୍ୟ ଖସିବାର ସମ୍ଭାବନା ନଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।…

ଗୁଜରାଟ ନିର୍ବାଚନ: ଭାରିଜା ନା ଉଭଣୀ.. ଜାଡେଜା କାହା ସମର୍ଥନରେ କରିବେ ବ୍ୟାଟିଂ?

ଅହମଦାବାଦ: ଘରେ ମା' ଛେଉଣ୍ଡ ପିଲା ଥିଲେ ଯଦି ଉଭଣୀଟିଏ ଥାଏ ତେହେଲେ ସାନ ଭାଇଟେ ବଡ ଆଶ୍ୱସ୍ତ ହୋଇଯାଏ। କାରଣ ତା'ର ଲାଳନ ପାଳନ ବଡ ଉଭଣୀ ହାତରେ ନ୍ୟସ୍ତ ଥାଏ। କିନ୍ତୁ ସମୟ ଚକ୍ରରେ ଉଭୟ ନିଜ ଗୋଡରେ ଛିଡା ହୁଅନ୍ତି। କିନ୍ତୁ ଏକ ପରିସ୍ଥିତି ଏପରି ଆସେ ଯେଉଁଠି ଭାଇଟିଏ ପରିବାରର…

ଫାଟିଗଲା ବ୍ୟାଟେରି, ବଜାରରେ ଜଳିଗଲା ଇଲେକ୍ଟ୍ରିକ ସ୍କୁଟର

ସୋନପୁର: ପେଟ୍ରୋଲ୍ ଓ ଡିଜେଲର ଚଢ଼ା ଦାମ ଯୁଗରେ ଇ-ଗାଡ଼ି ପ୍ରତି ଚାହିଦା ବଢ଼ୁଛି । ଇଲେକ୍ଟ୍ରିକ୍ ଭେଇକିଲ୍ ପ୍ରତି ଚାହିଦା ବଢ଼ୁଥିବା ବେଳେ ବିଭିନ୍ନ ସମୟରେ ଜଳି ଯାଉଛି ବ୍ୟାଟେରି ଚାଳିତ ଗାଡ଼ି । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ମଧ୍ୟ ଏକ ଇଲେକ୍ଟ୍ରିକ୍ ସ୍କୁଟର ଜଳି ଯାଇଛି ।…

ନିଜ ଗଡ଼ ରଖିନପାରି ଅମାନତ ହାରିଲା କଂଗ୍ରେସ, ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ନାହିଁ ପ୍ରଭାବ!

ହାଇଦ୍ରାବାଦ: ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ରବିବାର ମୁନୁଗୋଡ ଉପନିର୍ବାଚନରେ ବିଜୟୀ ହୋଇଛି। ଟିଆରଏସ ପ୍ରାର୍ଥୀ ବିଜେପି ପ୍ରାର୍ଥୀଠୁ ୧୦,୩୦୯ ଭୋଟରେ ବିଜୟୀ ହୋଇଛି। ମୋଟ୍ ମତଦାନରୁ ଟିଆରଏସ ୪୩ ପ୍ରତିଶତ, ବିଜେପି ୩୮.୩ ପ୍ରତିଶତ ଏବଂ ରାଜ୍ୟରେ ବିରୋଧୀ ଆସନରେ ବସିଥିବା…

ଲୁଟ୍ ବେଳେ ମାଡ଼ି ବସିଲା ପୋଲିସ, ୫ ଚୋର ଗିରଫ

କାମାକ୍ଷାନଗର: ଚୋରି କରିବାକୁ ଆସିଥିଲେ, ମାଡ଼ି ବସିଲା ପୋଲିସ । କାମାକ୍ଷାନଗର ପୋଲିସ ଏକ ଚୋର ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ଧାର ରାତିରେ ଲୁଟ୍ ବେଳେ ପୋଲିସ ହାତରେ ଚୋର ଧରା ପଡ଼ିଛନ୍ତି । ବାଉଁଶପାଳ ଗ୍ରାମବାସୀଙ୍କ ସହଯୋଗରେ ୫ ଜଣ ଚୋରଙ୍କୁ ଧରି ପୋଲିସ ।…

ଭାରତ ପାଇଁ ୨୦୧୧ ଆଉ ପାକିସ୍ତାନ ନିମନ୍ତେ ୧୯୯୨ର ସଂଯୋଗ, କିଏ ଜିତିବ ଟାଇଟଲ ?

ପୁରୀ: ଟି୨୦ ବିଶ୍ୱକପ ୨୦୨୨ ସଂସ୍କରଣ ଏବେ ଶେଷ ପର୍ଯ୍ୟାୟରେ ଶେଷ ପଂହଚିଛି । ସେମିଫାଇନାଲରେ ଭାରତ-ଇଂଲଣ୍ଡ ଏବଂ ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ଏହା ପରେ ବିଶ୍ୱ ବିଜେତା ପାଇଁ ହେବ ଲଢ଼େଇ । ଭାରତ ପାଇଁ ୨୦୧୧ ଏବଂ ପାକିସ୍ତାନ ନିମନ୍ତେ ୧୯୯୨ର ବିଶ୍ୱକପ ବିଜୟୀ ହେବାର…