Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟରେ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ, ଡ଼ି. ଆର. କଲେଜ ବିଜେତା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଫାଇନାଲ ଜୋନ ୨୦୨୨-୨୩ ମହିଳା ଇଣ୍ଟର କଲେଜ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ କୁଳସଚିବ ଡ଼ ଅଭୟ କୁମାର ନାୟକଙ୍କ ଦ୍ୱାରା ଆଜି ଉଦଘାଟିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ଅଧୀନରେ ଥିବା ତିନୋଟି…

ଫେସବୁକ ଇଣ୍ଡିଆର ମୁଖ୍ୟ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଫେସବୁକ ଇଣ୍ଡିଆର ମୁଖ୍ୟ ଅଜିତ ମୋହନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଫେସବୁକର ମୂଳ କମ୍ପାନୀ ମେଟା ପକ୍ଷରୁ ଏହି ସୂଚନା ଆସିଛି। ଅଜିତ ଅନ୍ୟ କେଉଁଠି ନିଯୁକ୍ତ ହେବାକୁ ଇଚ୍ଛା ରଖିଥିବାରୁ ସେ ତାଙ୍କ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କମ୍ପାନୀ କହିଛି।…

ବାର୍ବାଡୋସ କୁଇନଙ୍କ ଅଭିଯୋଗ: ଯୋଗ୍ୟତା ବଳରେ ପ୍ରିୟଙ୍କା ଜିତି ନାହାନ୍ତି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ତାଙ୍କ ଯୋଗ୍ୟତା ବଳରେ ୨୦୦୦ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତା ଜିତି ନାହାନ୍ତି ବୋଲି ବାର୍ବାଡୋସର ପୂର୍ବତନ ସୁନ୍ଦରୀ ଲିଲାନୀ ମ୍ୟାକକନେ ଅଭିଯୋଗ କରିଛନ୍ତି । ମିସ ଆମେରିକା ପିଜେଂଟ ଆର ବନୀ ଗାବ୍ରିଏଲ ଚଂଚକତା କରି ଜିତିବା ଅଭିଯୋଗ ଆସିବା ପରେ ଏବେ…

ଧାମନଗର ଉପନିର୍ବାଚନରେ ୬୬. ୬୩ ପ୍ରତିଶତ ଭୋଟ୍ ଦେଲେ

ଧାମନଗର: ଶେଷ ହେଲା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। ସଂଧ୍ୟା ୬ଟା ସୁଦ୍ଧା ୬୬. ୬୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କଠାରୁ ସୂଚନା ମିିଳିଛି। ସଂଧ୍ୟା ୫ଟା ସୁଦ୍ଧା ୫୮.୫୩% ଥିଲା ମତଦାନ। ଧାମନଗରର ଭୋଟର ସଂଖ୍ୟା ୨ ଲକ୍ଷ…

ବ୍ରହ୍ମପୁରର ପ୍ରଥମ ମହିଳା ରୋଷେୟା ଦମୟନ୍ତୀଙ୍କ ମୃତ୍ୟୁ ପରେ ଚକ୍ଷୁଦାନ

ବ୍ରହ୍ମପୁର:ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି ନିବାସୀ ତଥା ସହରର ପ୍ରଥମ ମହିଳା ରୋଷେୟା ୟୁ.ଦମୟନ୍ତୀଙ୍କ ଗୁରୁବାର ସକାଳେ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ରମେଶ ଓ ଦୁର୍ଗା, ଝିଅ ସୌଭାଗ୍ୟ ଏବଂ ରଜନୀଙ୍କ ସମେତ…

ଛାତିରେ ପଶିଯାଇଥିଲା ବାଉଁଶ: ନୂଆ ଜୀବନ ଦେଲେ କିମ୍‌ସ ଡାକ୍ତର

ଭୁବନେଶ୍ୱର : ଛାତିରେ ବାଉଁଶ ପଶି ଯାଇଥିଲା । ଅସହ୍ୟ ଜନ୍ତ୍ରଣା ହେବା ସହ  ଜୀବନ ସହ ସଂଘର୍ଷ କରୁଥିବା ସମୟରେ କିମ୍‍ସ ଡାକ୍ତର ଦେଲେ ନୂଆ ଜୀବନ। ପୁରୀ ଜିଲ୍ଲା ଚନ୍ଦନପୁର ବ୍ଲକ୍‍ ତଳଜଙ୍ଗ ଅଞ୍ଚଳର ୪୦ ବର୍ଷୀୟ ତପନ ପରିଡ଼ା ନିଜ ଜମି ନିକଟସ୍ଥ ସାଇଫନରେ ପାଣି ଦେଖୁଥିବା ବେଳେ ବାଡ଼…

ବିଜୟ ହଜାରେ ଟ୍ରଫି ପାଇଁ ଓଡିଶା କ୍ରିକେଟ ଦଳ ଘୋଷିତ: ଅମୀନ, ମୁସ୍ତାକ ନୂଆ ମୁହଁ

ଭୁବନେଶ୍ୱର: ଚୟନ କମିଟି ଆଗାମୀ ବିଜୟ ହଜାରେ ଟ୍ରଫି ପାଇଁ ୧୬ ଜଣିଆ ଓଡିଶା କ୍ରିକେଟ ଦଳ ଘୋଷଣା କରିଛି । ଅଭିଷେକ ରାଉତଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅମୀନ ଆଇ ଖାଁ ଓ ମୁସ୍ତାକ ବେଗ ଦୁଇ ନୂଆ ମୁହଁ ସୁଯୋଗ ପାଇଛନ୍ତି । ଓଡିଶା ଟିମ ଏହି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ…

‘ଟିମ୍ ଇଣ୍ଡିଆକୁ ହରାଇଲେ ଜିମ୍ବାଓ୍ୱେର ଯୁବକଙ୍କୁ ବିବାହ କରିବି’

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ସେହର ସିନ୍ୱାରୀ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଯଦି ଜିମ୍ବାୱେ କ୍ରିକେଟ୍ ଟିମ୍ ଯଦି ଭାରତକୁ ପରାସ୍ତ କରିବ ତେବେ ସେ ଜିମ୍ବାୱେର ଜଣେ ଯୁବକଙ୍କୁ ବିବାହ କରିବେ। ଏହାପୂର୍ବରୁ ବୁଧବାର ଭାରତ ଏବଂ ବାଂଲାଦେଶ…

ଡବଲ ମର୍ଡର ମାମଲାରେ ଜାମିନ୍ ପାଇଲେ ପୂର୍ବତନ ବିଧାୟକ ଅନୁପ ସାଏ

ଝାରସୁଗୁଡ଼ା: ମାଆ, ଝିଅଙ୍କୁ ହତ୍ୟା ମାମଲାରେ ପୂର୍ବତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ବିଳାସପୁର ହାଇକୋର୍ଟ । ୨୦୧୬ ମସିହାରେ ଘଟିଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲେ…

ଆକ୍ରମଣକାରୀ କହିଲେ କାହିଁକି ସେ ଇମ୍ରାନ ଖାନଙ୍କ ଉପରକୁ ଗୁଳି ମାଡ କଲେ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କଣ୍ଟେନର-ଟ୍ରକ ଉପରକୁ ଆକ୍ରମଣ କରିଥିବା ବ୍ୟକ୍ତି ଗିରଫ। ସେ କହିଛି, କାହିଁକି ଇମ୍ରାନ ଖାନଙ୍କ ଉପରକୁ ଆକ୍ରମଣ କରିଥିଲା। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଇମ୍ରାନଙ୍କ ଉପରକୁ ଗୁଳି ଚଳାଇଥିବା…