କୋରିଆରେ ନିର୍ମିତ ହେବ ଅଜୟ ଦେବଗାନଙ୍କ ଦୃଶ୍ୟମ ରିମେକ
ମୁମ୍ବାଇ: ଅଜୟ ଦେବଗାନ ଓ ତବୁ ଅଭିନୀତ ଦୃଶ୍ୟମ ମୁଭିଜର ରିମେକ କୋରିଆ ଭାଷାରେ ହେବ । ଦୃଶ୍ୟମର ଦ୍ୱିତୀୟ ସଂସ୍କରଣ ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛ । ୨୦୨୦ର ଓସ୍କାର ପୁରସ୍କାର ବିଜେତା ପାରାସାଇଟ ଫିଲ୍ମର ଅଭିନେତା ସଙ୍ଗ କଙ୍ଗ ଏଥିନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ପ୍ରଥମ…