ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର, ୨ ଡିଗ୍ରୀ ରହିବ ଦୂରତା
ଭୁବନେଶ୍ୱର: ଆସନ୍ତାକାଲି ମେ ୨୩ ତାରିଖ ସନ୍ଧ୍ୟାରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ୍ ନିକଟରେ ଦେଖାଯିବ ଚନ୍ଦ୍ର । ଶୁକ୍ର ଓ ଚନ୍ଦ୍ର ମଧ୍ୟରେ କୌଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିବ । ତାପର ଦିନ ସେମାନଙ୍କ ଭିତରେ କୌଣିକ ଦୂରତା ବଢ଼ି ଯାଇ ପ୍ରାୟ ୧୫ ଡିଗ୍ରୀ ହେବ ।
ମେ ମାସ ଶେଷ ସପ୍ତାହ ତଥା…