ମୋହ
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ମୋହର ଅନ୍ୟ ନାମ ଅଜ୍ଞତା । ସଂସାରରେ ଅନେକ ଲୋକ ମୋହରେ ଅନ୍ଧପୁଟୁଳି ବାନ୍ଧିଦିଅନ୍ତି । ଯେପରି ବିଜୁଳିକୁ ଛୁଇଁବା ଦ୍ବାରା ଆଘାତ ଲାଗେ ବା ଦୂରକୁ ଫିଙ୍ଗି ଦିଏ । ସେହିପରି ମୋହ ହେତୁ କ୍ରୋଧ ତାକୁ ହତ୍ୟା କରେ ଏବଂ ଅନ୍ୟଟି ନିରାଶା…