Latest Odisha News

BREAKING NEWS

ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି

ଭୁବନେଶ୍ୱର: ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ (Police Recruitment Board) ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା…

୩ୟ ଭାରତୀୟ ମହିଳା ହକି ଖେଳାଳି ଭାବେ ୨୫୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଲେ ଓଡିଶାର ଦୀପଗ୍ରେସ

ଭୁବନେଶ୍ୱର: ଶନିବାର ଆଡିଲେଡର ମେଟ ଷ୍ଟାଡିୟମରେ ଦୀପଗ୍ରେସ ଏକ୍କା ପାଦ ଦେବା ମାତ୍ରେ ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ଓଡିଶାର ଏହି ଷ୍ଟାର ମହିଳା ହକି ଖେଳାଳି ତୃତୀୟ ଭାରତୀୟ ଭାବେ ୨୫୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ତାଙ୍କ ପୂର୍ବରୁ ବନ୍ଦନା କାଟରିୟା (୨୮୪) ଓ ରାନୀ…

ମଧ୍ୟପ୍ରଦେଶରେ ମହିଳା କାର୍ଡ, ହାତ ଉଠିବ ନା ପଦ୍ମ ଫୁଟିବ?

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆସନ୍ନ ନିର୍ବାଚନ ଥିବାରୁ ଏବେ ଫୋକସରେ ମହିଳା। ସରକାରରେ ଥିବା ବିଜେପି ଓ ବିରୋଧୀ ଦଳରେ ଥିବା କଂଗ୍ରେସ ମଧ୍ୟରେ ମହିଳାଙ୍କୁ ଆକର୍ଷିତ କରିବାକୁ ଲଢେଇ ତୀଵ୍ର ହୋଇଛି। କିଏ କେଉଁ ମାଧ୍ୟମରେ ମହିଳା ବର୍ଗଙ୍କୁ ନିଜ ପକ୍ଷରେ ରଖିବ ସେ ନେଇ ଚାଲିଛି ପ୍ରତିଦ୍ବନ୍ଦିତା।…

‘ଭୋଟ ଦିଅନି ନୋଟ ବଦଳିବନି’

ଭୁବନେଶ୍ୱର: ଦୁଇ ହଜାର ଟଙ୍କିଆ ନୋଟକୁ ବଜାରରୁ ଫେରାଇ ନେବା ନିଷ୍ପତ୍ତିକୁ ନେଇ ଦେଶର ରାଜନୀତି ସରଗରମ। ବ୍ୟାଙ୍କଗୁଡ଼ିକ ୨୦୦୦ ଟଙ୍କିଆ ନୋଟ୍ ଜାରି କରିବା ବନ୍ଦ କରିବାକୁ ଆରବିଆଇ ପକ୍ଷରୁ କୁହାଯାଇଛି। ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ପରେ ୨ ହଜାର ଟଙ୍କା ନୋଟ୍ ବଜାରକୁ ଅଣାଯାଇଥିଲା ।…

କୋନୱେଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ଲେ ଅଫରେ ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ ଦ୍ୱିତୀୟ ଟିମ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି । ପୂର୍ବରୁ ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ପ୍ଲେଅଫକୁ ଉନ୍ନୀତ ହୋଇଥିଲା । ଶନିବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ୭୭ ରନରେ ଦିଲ୍ଲୀକୁ ପରାସ୍ତ କରିଥିଲା । ଏଥିସହ ଚେନ୍ନାଇ…

ମହିଳାଙ୍କ ଓଜନ ୩୩୦ କିଲୋ: ବିମାନରେ ଚଢିଗଲେ ସିନା ସିଟରେ ବସିବା କଷ୍ଟକର

ଆଜିର ସମୟରେ ମେଦବହୁଳତା ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଏହି ମେଦବହୁଳତା ହେତୁ ଅନେକ ରୋଗ ବି ଦେଖାଦେଇଥାଏ । ଏହି କାରଣରୁ ଲୋକମାନେ ଫିଟନେସ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । କିନ୍ତୁ କିଛି ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ମେଦବହୁଳତାକୁ ଏକ ସମସ୍ୟା ଭାବରେ ଦେଖନ୍ତି ନାହିଁ ।…

ଓଡ଼ିଶାରେ ଆଉ ୨ଟି ନୂଆ ରେଳ ଲାଇନ୍ ପାଇଁ କେନ୍ଦ୍ର ଦେଲା ମଞ୍ଜୁରୀ

ଭୁବନେଶ୍ୱର: କେନ୍ଦ୍ର ସରକାର ଓଡ଼ିଶା ପାଇଁ ୨ଟି ନୂଆ ରେଳ ପ୍ରକଳ୍ପ ଘୋଷଣା କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ୨ଟି ନୂଆ ରେଳ ଲାଇନ୍ କାର୍ଯ୍ୟ ଆରମ୍ଭ ହେବ । ଏନେଇ ରେଳ ମନ୍ତ୍ରଣାଳୟ (ପୂର୍ବତଟ ରେଲୱେ-ନିର୍ମାଣ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱତନ୍ତ୍ର ଭାବେ ଅନୁମୋଦିତ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ୱାର୍ମ ଅପ ଖେଳିବା ପାଇଁ ଯୋଜନା କରୁଛି ଟିମ ଇଣ୍ଡିଆ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ରିପୋର୍ଟ ମୁତାବକ ଫାଇନାଲ ପୂର୍ବରୁ ଭାରତ ଏକ ୱାର୍ମ ଅପ ମ୍ୟାଚ ଖେଳିବା ପାଇଁ ଯୋଜନା କରୁଛି । ଏଥିପାଇଁ ଜୁନ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ଇଂଲଣ୍ଡରେ ପଂହଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇପିଏଲ…

ଆଦିପୁରୁଷର ‘ଜୟ ଶ୍ରୀ ରାମ’ ଗୀତ ରିଲିଜ୍

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଶନିବାର ଏହାର ଏକ ଗୀତ ‘ଜୟ ଶ୍ରୀ ରାମ’ ରିଲିଜ୍ ହୋଇଛି । ଏହି ଗୀତ ଜବରଦସ୍ତ ହୋଇଛି । ଏହି ଗୀତକୁ ଲୋକେ ବହୁତ ପସନ୍ଦ…

ଅଜଗର ସହ ଖେଳୁଛି ପିଲା, ଲୋକେ କହିଲେ ଦାୟିତ୍ୱହୀନ ପିତାମାତା

ଦୁନିଆରେ ଅନେକ ସାପ ଅଛନ୍ତି । ଆଉ ସେ ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଛୋଟ ପିଲା ଗୋଟେ ବିଶାଳ ଅଜଗର ସାପ ସହ ଖେଳୁଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ବିନା…