Latest Odisha News

BREAKING NEWS

ଟ୍ରାଫିକ ପୁଲିସ ଉପରେ ଚଢ଼ିଗଲା ଏସ୍‌ୟୁଭି ଗାଡ଼ି

ନୂଆଦିଲ୍ଲୀ: ଏସ୍‌ୟୁଭି ଧକ୍କାରେ ଟ୍ରାଫିକ ପୋଲିସ ଗୁରୁତର । ରାସ୍ତାରେ ଟ୍ରାଫିକ ପୋଲିସଙ୍କୁ ୫୦ ମିଟର ଯାଏଁ ଘୋଷାଡି ନେଲା ଏସ୍‌ୟୁଭି । ଏହି ଦୃଶ୍ୟଟି ରାଜଧାନୀ ଦିଲ୍ଲୀ ଉପକଣ୍ଠ ଗୁରୁଗ୍ରାମରେ ଦେଖିବାକୁ ମିଳିଛି । ଗୁରୁଗ୍ରାମ ସେକ୍ଟର-୫୨ ଆମ୍ବେଦକର ଛକ ନିକଟରେ ଗତକାଲି ସନ୍ଧ୍ୟାରେ…

ଶୀତ ଋତୁରେ ଆରମ୍ଭ ହୁଏ ପ୍ରସିଦ୍ଧ ରଣ୍ ଉତ୍ସବ, ବୁଲି ଆସନ୍ତୁ ଧଳା ମରୁଭୂମି

ଓଡ଼ିଶା ସମ୍ବାଦ ବ୍ୟୁରୋ: କଚ୍ଛ୍ କା ରଣ୍ କିମ୍ବା ରଣ ଅଫ୍ କଚ୍ଛ୍ ହେଉଛି ବିଶ୍ୱର ସବୁଠାରୁ ବଡ ଲୁଣ ଭର୍ତ୍ତି ମରୁଭୂମି। ଯାହା ଗୁଜୁରାଟର କଚ୍ଛ୍ ସହରରେ ଉତ୍ତର ଏବଂ ପୂର୍ବରେ ବ୍ୟାପିଛି। ଯଦି ଆପଣ ଧଳା ମରୁଭୂମିରେ ବୁଲିବାକୁ ଚାହାଁନ୍ତି ତେବେ ଏହି ସ୍ଥାନଟି ଆପଣଙ୍କ ପାଇଁ ସର୍ବୋତ୍ତମ। ଏହି…

ଶାହାରୁଖଙ୍କ ସ୍ୱର ଥିଲେ ଅଭିଜିତ୍ ଭଟ୍ଟାଚାର୍ଯ୍ୟ, ଗାଇଛନ୍ତି ଅନେକ ହିଟ୍ ଗୀତ

ମୁମ୍ବାଇ: ୯୦ ଦଶକର ଭେଟେରାନ୍ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ଗୀତ କିଏ ଅବା ନଶୁଣିଛନ୍ତି। ଅଭିଜିତ୍ ତାଙ୍କ ସ୍ୱରରେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି। ଅଭିଜିତ୍ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ସେ ୩୦ ଅକ୍ଟୋବର ୧୯୫୮ ରେ କାନପୁରରେ ଜନ୍ମଗ୍ରହଣ କରିଥିଲେ।…

ଅହମ୍ମଦାବାଦରେ କାର୍ତ୍ତିକ ଆର୍ୟାନଙ୍କ କ୍ରେଜ, ତାଙ୍କୁ ଫଲୋ କରୁଛନ୍ତି ଫ୍ୟାନ୍ସ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ନିଜ କାମ ଆଧାରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତା ଖୁବ୍ କମ୍ ସମୟ ମଧ୍ୟରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। କାର୍ତ୍ତିକ ପ୍ରାୟତଃ ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାନ୍ତି। ଏହି ସମୟରେ କାର୍ତ୍ତିକ…

ଅନୁବାଦ ଗଳ୍ପ : ଜଣେ ବାରାଙ୍ଗନାର ପତ୍ର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୬ ମୂଳ ଉର୍ଦ୍ଦୁ: କୃଷ୍ଣ ଚନ୍ଦର  ପଣ୍ଡିତ ଜବାହରଲାଲ ଓ କ୍ୱଏଦ -ଏ- ଆଜମ୍ ଜିନ୍ନାଙ୍କ ନାମରେ ମୋର ବିଶ୍ୱାସ ଯେ ଏଥି ପୂର୍ବରୁ ଆପଣ କୌଣସି ବାରାଙ୍ଗନା ଠାରୁ କେବେ ପତ୍ର ପାଇ ନ ଥିବେ । ଆଶା କରୁଛି ଇତି ପୂର୍ବରୁ ଆପଣ ମୋର କି…

ଘରୋଇ ଉପଚାରରେ କିପରି ହଟାଇବେ ବ୍ଲାକ୍ ହେଡ୍ସ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ତ୍ୱଚାରେ ଡେଡ ସେଲ୍ସ ତଳେ ତେଲ ଜମା ହେବାରୁ ଚର୍ମରେ ଛୋଟ ଛୋଟ ଦାନା ଆକାରରେ ଉତ୍ପନ୍ନ ହେବାକୁ ଲାଗେ। ଏହା ବାୟୁ ସହିତ ସଂସ୍ପର୍ଶରେ ଆସି ଅକ୍ସିଡାଇଜ୍ ହୋଇ କଳା ହୋଇଯାଏ। ଏହାକୁ ବ୍ଲାକହେଡ କୁହାଯାଏ। ମୁଖ୍ୟତଃ ନାକରେ ବ୍ଲାକ୍ ହେଡ୍ ଅଧିକ ହୁଏ। ଏହାକୁ ବାହାର କରିବା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଅଭିମାନିଆ ଗଳାରେ ଆସ୍ଥାର କଣ୍ଠ ଓଦା ହୋଇ ଯାଉଥାଏ ।bଅପା ଉପନ୍ୟାସକୁ ତିନି ଥରରୁ ଚାରି ଥର ହେବ ସାରି ସାରିଲିଣି । ଲେଖା ବି ଚାଲିଛି । ବାସ୍ ମୁଁ ତୋ ଉପରେ ବହୁତ ବହୁତ ଖୁସି ,ଏୟା ହିଁ ତୋ ପାଖରୁ ଆଶା ରଖି ଥିଲି, ଖୁସି…

‘ରିଲାକ୍ସ ଆଣ୍ଡ ରିଫ୍ଲେକ୍ଟ’ ମରୁନ ସ୍ୱିମସୁଟରେ ରକୁଲଙ୍କ ହଟ୍ ବିଚ୍ ଲୁକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ଶୀତ ଋତୁ ଏବଂ ହଲିଡେ ସିଜିନରେ ଛୁଟିର ଚାହିଦା ବଢିଯାଏ। ଶୀତଦିନେ ବିଚ ହଲିଡେ ଖରାରେ ବସିବା ଏକ ନିଆରା ମଜା। ତେବେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ମାଲଦୀପରେ ଛୁଟି ବିତାଉଛନ୍ତି। ବିଚ୍ ଫ୍ୟାଶନକୁ ଶୀର୍ଷକୁ ନେଇଯାଇଥିବା ଅଭିନେତ୍ରୀଙ୍କୁ ଡାର୍କ ରେଡ ରଙ୍ଗର…

କବିତା : କଥାଟିଏ

ଶ୍ୟାମା କିଙ୍କର ମହାନ୍ତି ଗଲାକାଲି ରାତିର ହିଁ କଥା ଦିନସାରା ଏତେ ସବୁ ଭିତରେ କେହି ଜାଣିପାରିଲେନି କହିଲିନି ବି କାହାକୁ ଶେଷରେ କହିଲି ତାଙ୍କୁ ମୋ ଇହକାଳ ପରକାଳର ଦେବତାଙ୍କୁ କିନ୍ତୁ କେମିତି ସେ ହୋଇପାରିଲେ ଏତେ ନିର୍ବିକାର ନ ଥିଲା ତାଙ୍କ ଭିତରେ ତିଳେ ଭାବାନ୍ତର…

ଭାଷା ଭାଗବତ : ଭୂଇଁର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭୂଇଁରେ ଚଳୁଥିବା ଭାଷା ଉପରେ ନ ରଖି ଭରସା ଲେଖିଚାଲିଲେ ବହି ଭାଷା ହୁଏନି କେବେ ବି ସରସା ଲୋକଂକୁ କରିଲେ ଉପେକ୍ଷା ଭାଷାକୁ ମିଳେନି ସୁରକ୍ଷା ଏହା ତ ଜଣାଶୁଣା କଥା ବୁଝିପାରେନି ଜ୍ଞାନୀ ମଥା ଅଯଥା ଜ୍ଞାନ…