Latest Odisha News

BREAKING NEWS

ସୁନକଙ୍କ ସହ କଥା ହେଲେ ମୋଦୀ, ଖୁବଶୀଘ୍ର ହେବ ଏଫଟିଏ ଚୁକ୍ତି!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ସହ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି “ରୁଷି ସୁନକଙ୍କ ସହ କଥା ହେବା ଅତ୍ୟନ୍ତ ଆନନ୍ଦଦାୟକ। ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ…

ଟ୍ୱିଟରରୁ ବହିଷ୍କୃତ ହେବା ପରେ ଆହୁରି ଧନୀ ହେବେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରଓ୍ୱାଲ

ନୂଆଦିଲ୍ଲୀ: ଟେସଲା ମୁଖ୍ୟ ଏଲୋନ୍ ମସ୍କ ଟ୍ୱିଟରର ଦାୟିତ୍ବ ଗ୍ରହଣ କରିଛନ୍ତି। ଏହା ପରେ ସେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। ଟ୍ୱିଟର ସହ ଚୁକ୍ତି କରିବାକୁ ଶୁକ୍ରବାର ପର୍ଯ୍ୟନ୍ତ ଏଲୋନ୍ ମସ୍କଙ୍କୁ ସମୟ ଦିଆଯାଇଥିଲା। ଆଉ ସେ ଏହି…

ଯୌତୁକ ନିର୍ଯାତନା ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ହାଇକୋର୍ଟଙ୍କ ୧୦ ଲକ୍ଷ ଟଙ୍କାର ଜାମିନ ସର୍ତ୍ତ ଖାରଜ

ନୂଆଦିଲ୍ଲୀ: ଯୌତୁକ ନିର୍ଯାତନା ମାମଲାରେ ଜାମିନ ପାଇଁ ଝାଡଖଣ୍ଡ ହାଇକୋର୍ଟ ଦେଇଥିବା ଆଦେଶର ସର୍ତ୍ତକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଯେଉଁଥିରେ ସ୍ୱାମୀ ଜଣଙ୍କୁ ଜାମିନ ପ୍ରଦାନ କରିବା ବେଳେ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ୨୦୨୧ ମାର୍ଚ୍ଚ ୪ ଏବଂ ୫ରେ ହାଇକୋର୍ଟ…

ଲୋୟର ପିଏମଜିରେ ଗର୍ଜିଲେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ

ଭୁବନେଶ୍ୱର: ଲୋୟର ପିଏମଜିରେ ଗର୍ଜିଲେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ସାମୟିକ କଳା ଓ କ୍ରୀଡ଼ା ପଶିକ୍ଷକମାନଙ୍କୁ ପାର୍ଟ-ଟାଇମ୍ ଶବ୍ଦର ଉଚ୍ଛେଦ କରି ଶିକ୍ଷକତା ମାନ୍ୟତା ପ୍ରଦାନ ଦାବିରେ ଗଣଧାରଣା ଦେଇଛନ୍ତି ।…

RWSS ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଆରଡବ୍ଲୁଏସ୍ଏସ୍ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ରେଡ୍ କରିଛି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ୫ ଜଣ…

୪ ପ୍ରାଥମିକ ଶିକ୍ଷକ ପଢ଼ାଉଛନ୍ତି ହାଇସ୍କୁଲ ପାଠ, ଛାତ୍ରଛାତ୍ରୀ ପରୀକ୍ଷା ଦେବେ କେମିତି ?

ନୂଆପଡ଼ା : ଚାରିଜଣ ଶିକ୍ଷକରେ ଚାଲୁଛି ହାଇସ୍କୁଲ । ଶିକ୍ଷକ ଅଭାବରୁ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ ।  ଶିକ୍ଷାର ବିକାଶ ପାଇଁ ସରକାର ୫ଟି ସ୍କୁଲରେ ଅନ୍ତର୍ଭୁକ୍ତ କରିଥିଲେ ମଧ୍ୟ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ  । ଏହି ଦୃଶ୍ୟ ହେଉଛି ନୂଆପଡ଼ା ଜିଲ୍ଲା…

ରାଜ୍ୟରେ ଅକ୍ଟୋବର ୩୧ରୁ ଭାରତ ଯୋଡୋ ଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥିରେ ରାଜ୍ୟ କଂଗ୍ରେସ ଆରମ୍ଭ କରିବ ଭାରତ ଯୋଡୋ ଯାତ୍ରା। ଏଥିପାଇଁ ଆଜି ପୋଷ୍ଟର ରିଲିଜ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବର ସ୍ଥିତ ଆଇଜି ପାର୍କରୁ ଆରମ୍ଭ ହେବ ଏହି ଭାରତ ଯୋଡୋ…

ମାତୃ ମୃତ୍ୟୁହାର ଓ ଅସୁରକ୍ଷିତ ଗର୍ଭପାତ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ନିକଟରେ ରିଲିଜ ହୋଇଛି ଡ଼କ୍ଟର ଜୀ ସିନେମା । ସିନେମାଟି ଦେଖିଲା ବେଳେ କିଛି ସିନର ଚିତ୍ର ପୁରା ଆମ ସମାଜରେ ଘଟୁଥିବା କିଛି ଘଟଣାକୁ ଯେମିତି ଦେଖlଯାଉଛି ତାହା ଲାଗୁଥିଲା। ସିନ ପରେ ସିନ ମତେ ଯୋଡି ଦେଉଥିଲା ଏକସତ ଘଟଣା ସହିତ ।…

ଭାରତକୁ ବିଶ୍ୱକପ ଜିତାଇବେ କି ‘ସୂରବୀର’

ଭୁବନେଶ୍ୱର: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତର ପ୍ରଦର୍ଶନ ଉତ୍ସାହଜନକ ରହିଛି । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବିପକ୍ଷ ଶିବିରରେ ଭୟ ସଂଚାର କରୁଛି । ବୋଲର ଦିଗହୀନ ହୋଇ ପଡୁଛି । ମିଡିଲ ଅର୍ଡରରେ ଏବେ ଏହି ଯୋଡି ସୁରବୀର ଭାବେ ପରିଚିତ ହୋଇ ସାରିଲେଣି…

ସରକାରୀ ହସ୍ପିଟାଲରେ ଦଲାଲଙ୍କୁ ସାବାଡ଼ କରିବାକୁ କଡ଼ାକଡ଼଼ି ହେବ ମନିଟରିଂ

ଭୁବନେଶ୍ୱର: ସାବାଡ଼ ହେବେ ଦଲାଲ୍ । ସରକାରୀ ହସ୍ପିଟାଲରେ କଡ଼ାକଡ଼ି ହେବ ମନିଟରିଂ । ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କୁ ଦଲାଲ୍ ମାନେ ବିଭିନ୍ନ ଘରୋଇ ହସ୍ପିଟାଲକୁ ଭଲ ଚିକିତ୍ସା ମିଳିବ କହି ନେଇ ଯାଉଛନ୍ତି । ଏହାକୁ ରୋକିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ମେଡିକାଲ କଲେଜ…