Latest Odisha News

BREAKING NEWS

କବିତା : ମୁଁ

ଡମ୍ବରୁଧର ବେହେରା କାହା ପାଇଁ ଆଜି ମୁଁ କ'ଣ ? କାହା ପାଇଁ ଅଦିନିଆ ଝଡ କାହା ପାଇଁ ତତଲା କୋହର ପାହାଡ଼ ତଥାପି ବଞ୍ଚିବାକୁ ହେବ ମୋତେ ଖଟିଖିଆ ମଜୁରୀଆ ଖାଲି ଥିବା ଭାତ ହାଣ୍ଡିକୁ ଦେଖି ଦେଖି ଗରୀବର ହାଣ୍ଡିଶାଳେ ସହରର ମାଲିକଙ୍କୁ ଦେଖି ସେମାନଙ୍କ ସୁସ୍ୱାଦୁ ଖାଦ୍ୟର ମହ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ରାତିପାହି ନଥିଲା ,ଭୋର ପାଞ୍ଚଟା ବାଜିଲା । ଆସ୍ଥା ଉପବନ ଭିତରେ ହଜି ଯାଇଥିଲା ! ପିଲାମାନେ ସନ୍ଧ୍ୟା ବେଳୁ ଶୋଇପଡିଥିଲେ ତେଣୁ ଶିଘ୍ର ଉଠି ପଢି ବସି ପଡିଲେଣି । ସମ୍ଭବ ରହି ରହି ମନେ ପଡୁଛନ୍ତି ,କଣ କରୁଥିବେ କେଜାଣି !…

କମ ବୟସରେ ବଡ଼ ତାରକା ହୋଇଥିଲେ ରବିନା ଟଣ୍ଡନ୍, ବଡ଼ ଚଳଚ୍ଚିତ୍ରରେ ପାଇଥିଲେ କାମ

ମୁମ୍ବାଇ: ୯୦ ଦଶକର ସୁନ୍ଦର ଅଭିନେତ୍ରୀ ରବିନା ଟଣ୍ଡନ୍ ଏବେ ମଧ୍ୟ ନିଜ କାମରେ ଲୋକଙ୍କୁ ମନୋରଞ୍ଜନ କରୁଛନ୍ତି। ଅଭିନେତ୍ରୀ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। ରବିନା ଟଣ୍ଡନ ନିଜ କ୍ୟାରିଅରରେ ଅନେକ ଭଲ ଭଲ ଚଳଚ୍ଚିତ୍ର କରିଛନ୍ତି। ସେଥିମଧ୍ୟରୁ ଏପରି ଟପ୍ ଚଳଚ୍ଚିତ୍ର ଅଛି ଯାହା ଏଭର ଗ୍ରିନ…

ଭାଷା ଭାଗବତ : ଶୁଦ୍ଧ ଜ୍ଞାନାଲୋକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନାବଶ୍ୟକ ପୁନରୁକ୍ତି ମୁଖ୍ୟତଃ କରେ ଯେଉଁ ବ୍ୟକ୍ତି ତାହାର ଭାବିବାର ଶକ୍ତି ପାଏନାହିଁ ମନରୁ ମୁକ୍ତି ପୁନର୍ଲିଖନକାରୀ ଲୋକ ପାଏନି ଶୁଦ୍ଧ ଜ୍ଞାନାଲୋକ ସଦ୍ୟ ଅର୍ଜିତ ଶୁଦ୍ଧଜ୍ଞାନ ତା ପାଇଁ ସପନ ସମାନ ମନକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ଗୁମୁଟ ମଧ୍ୟରେ ଆମେ ପ୍ରବେଶ କରିବା। ପ୍ରାୟ ତିରିଶ ଫୁଟ ଉଚ୍ଚା ଏହି ଗୁମୁଟ ମଧ୍ୟରେ ବାମ ଭାଗରେ ଫତେ ହନୁମାନ, ରାଧାକୃଷ୍ଣ, ନୃସିଂହ ଓ ଗଣେଶ…

ଋଷି ସୁନକଙ୍କ କ୍ୟାବିନେଟରେ ତିନି ମହିଳା ମନ୍ତ୍ରୀ ସାମିଲ: ବ୍ରେବରମେନ ପୁଣି ହେଲେ ଗୃହମନ୍ତ୍ରୀ

ଲଣ୍ଡନ: ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଏଥିରେ ତିନି ଜଣ ମହିଳାଙ୍କୁ କ୍ୟାବିନେଟ ମନ୍ତ୍ରୀଭାବେ ସ୍ଥାନ ଦେଇଛନ୍ତି ସୁନକ । ସୁଏଲା ବ୍ରେବରମେନ ପୁଣି ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ । ଟ୍ରସଙ୍କ ମନ୍ତ୍ରୀମଣ୍ଡଳରେ ସେ ମଧ୍ୟ…

କୋଏମ୍ବାଟୁର ବିସ୍ଫୋରଣରେ ଆତଙ୍କୀ ଲିଙ୍କ୍! ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ୟୁଏପିଏ

କୋଏମ୍ବାଟୁର : ଶେଷରେ କୋଏମ୍ବାଟୁର କାର ବିସ୍ଫୋରଣ ମାମଲାରେ ଆତଙ୍କବାଦୀ ଆଇଏସଆଇଏସ ଲିଙ୍କ ଥିବା ପୋଲିସ କହିଛି । ଗତ ରବିବାର ଦିନ ତାମିଲନାଡୁର କୋଏମ୍ବାଟୁରର କୋଟାଇ ଏସୱାରାନ ମନ୍ଦିର ନିକଟରେ ଏକ କାର ଭିତରେ ହୋଇଥିବା ବିସ୍ଫୋରଣ ମାମଲାକୁ ନେଇ ବିଜେପି ଆତଙ୍କବାଦୀ ଲିଙ୍କ୍ ଥିବା ଦାବି…

ଆରପାରିରେ ଅଗାଧୁଆ ମଣିଷ

ମଣିଷ ପୁଣି ବର୍ଷ ବର୍ଷ ଧରି ଗାଧେଇବନି । ଏହା ସହଜରେ ବିଶ୍ୱାସ କରି ହୁଏନି । ଆଜ୍ଞା ହଁ ଇରାନରେ ଆମୋଉ ହାଜି ନାମକ ଏକ ବ୍ୟକ୍ତି ଅଛନ୍ତି । ଯିଏ କି ସାରା ବିଶ୍ୱରେ ଅପରିସ୍କାର ମଣିଷ ଭାବେ ପରିଚିତ । ମଙ୍ଗଳବାର ୯୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଏହି ଚର୍ଚ୍ଚିତ ମଣିଷଜଣକ ୬୦ ବର୍ଷ…

ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆର ବିଜୟ ଅଭିଯାନ ଆରମ୍ଭ

ମେଲବୋର୍ଣ୍ଣ: ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି । ମାର୍କସ ଷ୍ଟୋଇନସ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି…

ବିନା ପ୍ରମାଣରେ ସ୍ୱାମୀଙ୍କ ଚରିତ୍ରହାନୀ କରିବା ଏବଂ ମଦୁଆ କହିବା ନିଷ୍ଠୁରତା : ବମ୍ବେ ହାଇକୋର୍ଟ

ମୁମ୍ବାଇ: ବିନା ପ୍ରମାଣରେ ସ୍ବାମୀଙ୍କ ମାନହାନୀ କରିବା, ମଦୁଆ, ଚରିତ୍ରହାନୀ ଭଳି କୈାଣସି କଥା କହିବା ଅନ୍ୟାୟ । ଏହା ସ୍ମାମୀଙ୍କ ମାନହାନୀ ସହ ନିଷ୍ଠୁରତା ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ  । ଏକ ମାମଲାର ବିଚାର କରି  ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ମହିଳା ବିନା ପ୍ରମାଣରେ…