Latest Odisha News

BREAKING NEWS

ମା’ କାଳୀଙ୍କ ପାଦତଳେ ଭଗବାନ ଶିବ ଶୋଇଥାଆନ୍ତି କାହିଁକି ? ଏହା ପଛର କାରଣ କଣ ?

ଭୁବନେଶ୍ବର : ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ…

ଟ୍ବିଟରରେ ପଙ୍ଗା ନେଲେ ପାକିସ୍ତାନୀ ଫ୍ୟାନ୍, ଜବାବ ଦେଲେ ଗୁଗୁଲ ସିଇଓ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଗୁଲ ସିଇଓ ସୁନ୍ଦର ପିଚାଇ ସୋମବାର ଟ୍ୱିଟ୍ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭାରତ-ପାକିସ୍ତାନ ମ୍ୟାଚ ଦେଖି ସେ ବହୁତ ଖୁସି ବୋଲି କହିଛନ୍ତି। କିନ୍ତୁ ଜଣେ ପାକିସ୍ତାନୀ କ୍ରିକେଟ ଫ୍ୟାନ୍ ସୁନ୍ଦର ପିଚାଇଙ୍କୁ ତାଙ୍କ ପୋଷ୍ଟରେ ଟ୍ରୋଲ୍ କରିବାକୁ…

ସୌରଭଙ୍କ ଆକଳନ ଏହି ୪ଟି ଟିମ୍ ଟି-୨୦ ବିଶ୍ବକପ ସେମିଫାଇନାଲରେ ଖେଳିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି। ବିରାଟ କୋହଲିଙ୍କ 'ବିରାଟ' ଇନିଂସ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆରମ୍ଭରୁ ଭାରତ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହରାଇବା ପରେ ମ୍ୟାଚରେ ପରାଜୟ ହେବ ବୋଲି ଆଶା…

ବେଦମାତା ବେଶରେ ମାଁ ଭଦ୍ରକାଳୀ

ଭଦ୍ରକ : ଆଜି ହେଉଛି ପବିତ୍ର କାଳୀପୂଜା । ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ସୋମବାର ଠାରୁ ଆରମ୍ଭ ହୋଇଛି କାଳୀପୂଜା । ଆଜି ପ୍ରଥମ ଦିନରେ ମା ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗତ ୨ ବର୍ଷ ପରେ ଚଳିତ…

ଉର୍ବଶୀ ପିନ୍ଧିଲେ ରିଷଭ ପନ୍ତଙ୍କ ଚେନ୍, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ବିଭିନ୍ନ କାରଣରୁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି ଚର୍ଚ୍ଚାର ଶୀର୍ଷରେ ଅଛନ୍ତି। ବିଶେଷକରି କ୍ରିକେଟର ରିଷଭ ପନ୍ତଙ୍କ ଯୋଗୁଁ ଏହି ଅଭିନେତ୍ରୀ ସର୍ବାଧିକ ଚର୍ଚ୍ଚାରେ ଅଛନ୍ତି। ରିଷଭ ପନ୍ତ ବର୍ତ୍ତମାନ ଟି-20 ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆରେ ଅଛନ୍ତି। ଆଉ ଉର୍ବଶୀ…

‘ଦୃଶ୍ୟମ ୨’ ପାଇଁ ଚାଲିଛି ପ୍ରି ବୁକିଂ ଟିକେଟ, ମିଳୁଛି ୨୫ ପ୍ରତିଶତ ରିହାତି

ନୂଆଦିଲ୍ଲୀ: ଆଜିକାଲି ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଆକର୍ଷିତ କରିବା ପାଇଁ ବଲିଉଡ ଅନେକ ପ୍ରକାରର ଅଫର ଦେଉଛି। ବେଳେବେଳେ ଟିକେଟ୍ ହାର ୭୫ ଟଙ୍କାକୁ ହ୍ରାସ କରାଯାଉଛି ଏବଂ ବେଳେବେଳେ ଏକ ନିର୍ଦ୍ଦିଷ୍ଟ ଦିନରେ ରିହାତି ଦିଆଯାଉଛି। ବର୍ତ୍ତମାନ ନିର୍ମାତାମାନେ ଅଜୟ ଦେବଗାନଙ୍କ ଫିଲ୍ମ ବିଷୟରେ…

ସାମନାରେ ଦାବୀ: ସିନ୍ଦେ ଗୋଷ୍ଠିର ବିଧାୟକ ଯୋଗଦେବେ ବିଜେପିରେ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ପୁନର୍ବାର ସରଗରମ ହୋଇ ଉଠିଛି । ସାମନାରେ ଶିବସେନାର ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀର ୨୨ ବିଧାୟକ ଖୁବ ଶୀଘ୍ର ବିଜେପିରେ ସାମିଲ ହେବେ । ଦେବେନ୍ଦ୍ର ଫଡନାଭିସ ଏବଂ ବିଜେପି ଏହି ଉଦ୍ୟମ ଜାରୀ…

‘ବିରିଆନିରେ ବ୍ୟବହାର ହେଉଥିବା ମସଲା ପୁରୁଷଙ୍କ ଯୌନ ଅକ୍ଷମତାକୁ ବୃଦ୍ଧି କରୁଛି’

କୋଲକାତା: ବିରିଆନି ପ୍ରସ୍ତୁତିରେ ବ୍ୟବହାର ହେଉଥିବା ମସଲା ଏବଂ ଅନ୍ୟାନ୍ୟ ସର଼ଞ୍ଜାମରେ ଗଡବଡ ରହିଛି। ତେଣୁ ଆପଣ ଦୋକାନ ଖୋଲିପାରିବେ ନାହିଁ। ଏପରି କହି ପଶ୍ଚିମବଙ୍ଗ କୋଚ ବିହାରରେ ଥିବା ଦୁଇଟି ବିରିଆନୀ ଦୋକାନ ବଳପୂର୍ବକ ଭାବେ ବନ୍ଦ କରିଦେଇଛନ୍ତି ମମତା ସରକାରର ପୂର୍ବତନ ମନ୍ତ୍ରୀ…

ବାତ୍ୟା ରୂପ ନେଲା ଅବପାତ, ବାଂଲାଦେଶ ମୁହାଁ ’ସିତ୍ରାଙ୍ଗ’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା ବାତ୍ୟା(ସିତ୍ରାଙ୍ଗ)ରେ ପରିଣତ ହୋଇଛି। ଏହି ବାତ୍ୟା ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ  ଉତ୍ତରପୂର୍ବ ଦିଗ ଆଡକୁ ଗତି କରୁଛି। ରିପୋର୍ଟ ଲେଖାହେବା ସୁଦ୍ଧା ବାତ୍ୟାର…

ପାର୍ବଣରେ ମଳିନ ପଡିଯାଉଛି କି ତ୍ୱଚା ? ବ୍ୟବହାର କରନ୍ତୁ ଏହି ଫେସ୍ ପ୍ୟାକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚାଲିଛି ପାର୍ବଣ ଋତୁ। ଏହି ପାର୍ବଣରେ ସମସ୍ତେ ସଜବାଜ ହୋଇ ଉତ୍ସବ ପାଳନ୍ତି। କିନ୍ତୁ ଏହି ସମୟରେ ଯଦି ଆପଣଙ୍କ ତ୍ୱଚା ମଳିନ ପଡିଯାଏ ତେବେ ଆପଣଙ୍କୁ ଖରାପ ଲାଗେ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଆଲୋଭେରା ଫେସ୍ ପ୍ୟାକ୍ ବ୍ୟବାହର କରିପାରିବେ। ଆଲୋଭେରାରେ…