Latest Odisha News

BREAKING NEWS

ମହିଳାଙ୍କ ହୃଦୟଥରା ଜୀବନ ସଂଘର୍ଷ: ୩ ବର୍ଷ ବୟସରୁ ବାପା-ଭାଇ କଲେ ବଳାତ୍କାର; ୫୦ ବର୍ଷ ପରେ ମିଳିଲା ସଜା

ଲଣ୍ଡନ: ଛୋଟ ଝିଅଟିଏ ନିଜର ସୁରକ୍ଷା ସମ୍ପର୍କରେ ଯେତେବେଳେ ଅଜ୍ଞ ଥିଲା ସେତେବେଳେ ତା ଜୀବନ ଅସୁରକ୍ଷିତ ହୋଇପଡିଥିଲା । ସେ ଭରସା କରିଥିଲା ତାର ବାପା ଆଉ ଭାଇ ଉପରେ । ହେଲେ ସେହିମାନେ ହିଁ ତା ପାଇଁ ପାଲଟି ଯାଇଥିଲେ ରାକ୍ଷସ । ସାଢେ ତିନି ବର୍ଷ ବୟସରୁ ତାଙ୍କୁ ଦେଉଥିଲେ ନିର୍ଯାତନା ।…

ମହିଳା ତିଆରି କଲେ ମହଙ୍ଗା ପିଜା: ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି କଲେଜ ଛାତଛାତ୍ରୀଙ୍କର ପିଜା ହେଉଛି ପ୍ରଥମ ପସନ୍ଦ ଖାଦ୍ୟ । ଏହି ପିଜାର ମୂଲ୍ୟ ବି ବହୁତ ମହଙ୍ଗା ନୁହେଁ । କିନ୍ତୁ ଆମେରିକାର ଜଣେ ମହିଳା ଏବେ ଏତେ ମହଙ୍ଗା ପିଜା ତିଆରି କରିଛନ୍ତି ଯେ, ତାହାର ମୂଲ୍ୟ ଜାଣିଲେ ଖାଇବା ତ ଦୂରର କଥା ଭାବିହେବ…

ଦିନନାଥ ପାଠୀଙ୍କ ୮୧ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ବିଶିଷ୍ଟ ଚିତ୍ରଶିଳ୍ପୀ କେନ୍ଦ୍ର ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ତଥା ବିଭୂତି କାନୁନ୍‌ଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଦିନନାଥ…

ବିବାହ ବେଦୀରୁ ଭୋଟ ଦେବାକୁ ଆସିଲେ ନବବଧୂ

ବାଙ୍ଗାଲୋର: ଆଜି କର୍ଣ୍ଣାଟକରେ ଚାଲିଛି ବିଧାନସଭା ଆସନ ପାଇଁ ମତଦାନ । ଭୋଟ ଦେବାପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଥିବା ଦେଖିବାକୁ ମିଳିଛି ।ମତଦାନ କେନ୍ଦ୍ର ସମ୍ମୁଖରେ ଭୋଟରଙ୍କ ଲମ୍ବା ଭିଡ ଲାଗି ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ନେତାମାନେ ଭୋଟ କେନ୍ଦ୍ରରେ ଭିଡ…

ଆସୁଥିବା ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି: ଆଇଏମଡି

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ଲଘୁଚାପ ଆଜି ରାତିରେ ବାତ୍ୟାରେ ପରିଣତ ହେବ । ଏହା ପରେ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆହୁରି ଶକ୍ତିଶାଳୀ ହେବ । ତେବେ ଓଡ଼ିଶା ଉପରେ ଆସୁଥିବା ବାତ୍ୟାର କୌଣସି ପ୍ରଭାବ ପଡ଼ିବ ନାହିଁ । ଏନେଇ ସୂଚନା…

ବାଚସ୍ପତି କହିବାକୁ ଦେଲେନି ବୋଲି ସଂସଦ ଭିତରେ ପୋଷାକ ଖୋଲି ଦେଲେ ଏମପି

କାଠମାଣ୍ଡୁ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି  ଜଣେ ସାଂସଦ ସମସ୍ତଙ୍କ ସମ୍ମୁଖରେ ନିଜର ପୋଷାକ ଖୋଲୁଛନ୍ତି। ଏହାକୁ ନେଇ ୟୁଜର୍ସମାନେ ଖୁବ ପ୍ରତିକ୍ରିୟା ରଖିଛନ୍ତି । ଭିଡିଓଟି ନେପାଳର ବୋଲି ଜଣାଯାଇଛି । ଜଣେ ନିର୍ଦ୍ଦଳୀୟ ସାଂସଦ ଅମରେଶ…

ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ ଲାଗି ପୁରୀ ଆସିପାରନ୍ତି ପିଏମ୍ ମୋଦି

ଭୁବନେଶ୍ୱର: ଖୁବଶୀଘ୍ର ହାୱଡ଼ାରୁ ପୁରୀ ମଧ୍ୟରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକାର୍ପଣ କରି ପାରନ୍ତି । ପୁରୀ ରେଲୱେ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବା ନେଇ ଆଶାବାଦୀ ରହିଥିବା କହିଛନ୍ତି ରାଜ୍ୟ…

ହାଇଦ୍ରାବାଦରେ ୭.୮ କୋଟି ବ୍ୟୟରେ ଘର କିଣିଲେ ସାମନ୍ଥା

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ହାଇଦ୍ରାବାଦରେ ଏକ ୩ ବିଏଚକେ ଡୁପ୍ଲେକ୍ସ ଆପାର୍ଟମେଂଟ କିଣିଛନ୍ତି । ଏହାର ମୂଲ୍ୟ ୭.୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହା ପୂର୍ବରୁ ସେ ମୁମ୍ବାଇରେ ମଧ୍ୟ ଘର କିଣିଥିଲେ । ରିୟଲ ଇଷ୍ଟେଟ ଅନୁସାରେ ୬…

ବିପରୀତାର୍ଥବୋଧକ ଯୁଗ୍ମଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଅସଲ ନକଲ ଖାଲ ଢିପ ଭଲ ଭେଲ ଅରୁଆ ଉଷୁନା ଗୁରୁ ଚେଲା ଭିତର ବାହାର ଅଗ ମୂଳ ଜାତି ଅଜାତି ଖଟା ମିଠା ଆକାଶ ପାତାଳ ଥଣ୍ଡା ଗରମ ସତ ମିଛ ଆଦି ଅନ୍ତ ସୁଖ ଦୁଃଖ ନ୍ୟାୟ ଅନ୍ୟାୟ ଆଗ ପଛ ଦିଆ ନିଆ କଞ୍ଚା ପାଚିଲା ଉପର ତଳ ପାପ ପୁଣ୍ୟ…

ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଦୁନିଆର ଅରବପତି ତାଲିକାରେ ଉପରକୁ ଉଠିଛନ୍ତି ମୁକେଶ ଅମ୍ବାନୀ । ଅନ୍ୟପଟେ ଭାରତର ଅନ୍ୟତମ ଅରବପତି ଗୌତମ ଆଦାନୀ ପୁଣି ତାଲିକାରେ ତଳକୁ ଖସିଛନ୍ତି । ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ସମ୍ପତ୍ତି ମାମଲାରେ ପଛରେ ପକାଇ ଉପରକୁ ଉଠିଛନ୍ତି ମୁକେଶ ଅମ୍ବାନୀ । ଅମ୍ବାନୀ ୧୩ରୁ ୧୨ତମ…