Latest Odisha News

BREAKING NEWS

ଭୂମିହୀନ ଲୋକଙ୍କୁ ଲିଜ୍ ସୂତ୍ରରେ ଜମି ପଟ୍ଟା ପ୍ରଦାନ ଦାବୀ

ସୁବର୍ଣ୍ଣପୁର : ଆଦିବାସୀ ଓ ହରିଜନ ଜମି ପଟ୍ଟା ଦାବୀ ନେଇ  ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ କର୍ତଙ୍ଗ, ପଧାନପାଲି ଓ ସଂସମୁରା ଗାଁର ଗରିବ, ଆଦିବାସୀ ମାନେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଥିବା ବେଳେ ପ୍ରଶାସନର ଅବହେଳାରୁ…

ଓଡ଼ିଶା ଉପକୂଳ ଛୁଇଁବନି ବାତ୍ୟା, ୨୬ ଯାଏ ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଅବପାତର ରୂପ ନେବ ।…

ଜେରା ପରେ ଜଗବନ୍ଧୁଙ୍କୁ ବାନ୍ଧିଲା ପୋଲିସ, ସ୍ତ୍ରୀ ପରେ ସ୍ବାମୀ ନାଁରେ ଲାଗିଲା ଦଫା ୩୦୭

ଭୁବନେଶ୍ୱର: ଅର୍ଚ୍ଚନା ନାଗ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଗିରଫ। ଅକ୍ଚୋବର ୭ରୁ ଚର୍ଚ୍ଚାରେ ଥିବା ଏହି ବହୁଚର୍ଚ୍ଚିତ ହନିଟ୍ରାପ ମାମଲାରେ ଏହା ଦ୍ବିତୀୟ ଗିରଫ। ଗତକାଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ନଦେଇ ମୁହଁ ଫେରାଇ ନେଇ ପଳାଇବା ପରେ…

ଅର୍ଚ୍ଚନା ଗଙ୍ଗାରେ କିଏ ବୁଡ଼ ପକାଇଛନ୍ତି, ପୁଲିସ କହୁ: ତାରା

ଭୁବନେଶ୍ୱର: କମିଶନରେଟ ପୋଲିସ ଉପରେ ବିଜେଡି ଓ ବିଜେପି ର ଚାପ ଅଛି । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହାନୀପତି। ଗତକାଲି କମିଶନରେଟ ପୋଲିସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ହେଲେ ସେ ମୁହଁ…

ଅରୁଣାଚଳର ସିଆଙ୍ଗରେ ସେନାର ରୁଦ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଅରୁଣାଚଳ ପ୍ରଦେଶର ସିଆଙ୍ଗରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି । ସିଙ୍ଗିଂ ଗାଁ ନିକଟରେ ସେନାର ରୁଦ୍ର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିଥିବା ସ୍ଥାନ ଟୁଟିଂ ହେଡକ୍ୱାର୍ଟରରୁ ୨୫ କିଲୋମିଟର ଦୂର ବୋଲି ଜଣାପଡ଼ିଛି । ଗୁଆହାଟି ପ୍ରତିରକ୍ଷା ପିଆରଓଙ୍କ…

ଟ୍ରକରେ ଟମାଟୋ ରଖିବା ଶୈଳୀ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣମାନେ ନିଶ୍ଚିତ ଭାବରେ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଦେଖୁଥିବେ। କିଛି ଭିଡିଓ ଆମକୁ ହସେଇବା ପାଇଁ ଉଦ୍ଦିଷ୍ଟ। ଆଉ କିଛି ଭିଡିଓ ଦେଖିବା ପରେ ଆମେ ଭାବପ୍ରବଣ ହୋଇଥାଉ। ବେଳେବେଳେ ସୋସିଆଲ ମିଡିଆରେ କିଛି ଚକିତ କଲା ଭଳି ଭିଡିଓ ମଧ୍ୟ ଦେଖାଯାଏ। ନିକଟରେ ସୋସିଆଲ…

‘ଆଦିପୁରୁଷ’ ନିର୍ଦ୍ଦେଶକ ଓମ୍ ରାଉତଙ୍କୁ ଉପହାରରେ ମିଳିଲା ୪.୮ କୋଟି ଟଙ୍କା ମୂଲ୍ୟର କାର

ନୂଆଦିଲ୍ଲୀ: ଆଜିକାଲି ସୈଫ ଅଲୀ ଖାନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'ର ରାବଣକୁ ନେଇ ବିବାଦ ଲାଗି ରହିଛି। କୁହାଯାଉଛି ଯେ ହିନ୍ଦୁ ଭାବନାରେ ଆଘାତ ଲାଗିଛି। ଏହି ସମୟରେ ଆଦିପୁରୁଷ ନିର୍ଦ୍ଦେଶକ ଓମ ରାଉତଙ୍କ କୋଟି କୋଟି ଟଙ୍କାର ଉପହାର ବିଷୟରେ ଚର୍ଚ୍ଚା କରାଯାଉଛି। ଆଦିପୁରୁଷର ନିର୍ଦ୍ଦେଶକ…

ଫିଲ୍ମ ‘କାନ୍ତାରା’କୁ ଭୁରି ଭୁରି ପ୍ରଶଂସା କଲେ କଙ୍ଗନା, ପୂର୍ବରୁ କେବେ ଦେଖିନଥିଲେ ଏପରି କାହାଣୀ

ନୂଆଦିଲ୍ଲୀ: ସାଉଥ ଇଣ୍ଡିଆନ ଫିଲ୍ମ 'କାନ୍ତାରା' ବଡ଼ ପରଦାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଫିଲ୍ମ ଦେଖିବା ପରେ ସମସ୍ତେ ତାଙ୍କ ନିର୍ଦ୍ଦେଶନା ଏବଂ ଲେଖା ବ୍ୟତୀତ ରିଷଭ ସେଟ୍ଟୀଙ୍କ ଅଭିନୟକୁ ପ୍ରଶଂସା କରୁଛନ୍ତି। ଏହି କାରଣରୁ ଫିଲ୍ମ 'କାନ୍ତାରା' ଆଇଏମଡିବିରେ ଚଳିତ ବର୍ଷର…

ସର୍ବସାଧାରଣରେ ବରୁଣ ଧୱନଙ୍କ ପାଦ ଛୁଇଁଲେ କ୍ରିତି ସାନନ୍

ମୁମ୍ବାଇ: ବରୁଣ ଧୱନ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଭେଡିଆ'ର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ବରୁଣ ଧୱନ ଏକ ଭେଡିଆରେ ପରିଣତ ହେଉଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବରୁଣ ଧୱନ ଏବଂ କ୍ରିତି ସାନନଙ୍କ ଏକ ଭିଡିଓ ଭାଇରାଲ…

ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ

ସୁବର୍ଣ୍ଣପୁର : ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି I ସ୍ଥାନୀୟ ରିଜର୍ଭ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ  ସହିଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି…