Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆରମ୍ଭ କଲା ସାଗର। ତୁମକୁ କହୁଥିଲି ନା ସ୍ୱପ୍ନିଲ ,ସ୍ୱପ୍ନିଲ ନୁହେଁ ସମୟ ଆଉ ତା ସହିତ ମୋର ଷ୍ଟେସନରୁ ଦେଖା ସାକ୍ଷାତ । ବାସ୍ ଆଜିକୁ ସାତ ବର୍ଷ ତଳର କଥା। ଦୁହେଁ ଏକାଠି ରହିବା, ରାନ୍ଧିବା, ଖାଇବା ,ମଜାମସ୍ତି କରିବା ,…

ମାଗଣା ଯୋଜନାକୁ ନେଇ ବିତର୍କ କରୁଥିବା ବିଜେପି ସରକାର ଦେବ ପ୍ରତିବର୍ଷ ଦୁଇଟି ସିଲିଣ୍ଡର

ଗୁଜରାଟ: ଦୀପାବଳି ପୂର୍ବରୁ ଗୁଜରାଟ ସରକାର ସିଏନଜି, ପିଏନଜିରେ 10 ପ୍ରତିଶତ ଭାଟ୍ ପ୍ରତ୍ୟାହାର କରିଛନ୍ତି। ଏଥିସହ ପ୍ରତିବର୍ଷ 38 ଲକ୍ଷ ହିତାଧିକାରୀଙ୍କୁ ଦୁଇଟି ରୋଷେଇ ଗ୍ୟାସ୍ ସିଲିଣ୍ଡର ମାଗଣାରେ ଦିଆଯିବ। ଯେଉଁମାନେ କେନ୍ଦ୍ରର ଉଜ୍ଜଳା ଯୋଜନାରେ ସିଲିଣ୍ଡର ନେଇଛନ୍ତି ସେମାନେ…

ଔଷଧ ଦୋକାନ ବାହାରେ ଲାଗିଲା ଡ୍ରଗ୍ସ ଇନସପେକ୍ଟରଙ୍କ ନମ୍ବର, ଗ୍ରାହକ କରିପାରିବେ ଅଭିଯୋଗ

ଭୁବନେଶ୍ୱର: ନକଲି ଔଷଧ କାରବାର ରୋକିବାକୁ ଡ୍ରଗ୍ସ କଣ୍ଟ୍ରୋଲର କଠୋର ହୋଇଛନ୍ତି। ଏଣିକି ଗ୍ରାହକ ମଧ୍ୟ ଔଷଧକୁ ନେଇ ସନ୍ଦେହ ପ୍ରକାଶ କଲେ ସଂପୃକ୍ତ ଔଷଧ ବ୍ୟବସାୟୀ ବା ଦୋକାନୀ ବିରୋଧରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଜଣାଇପାରିବେ। ତେଣୁ ରାଜଧାନୀରେ ଗତକାଲିଠୁ ଔଷଧ ଦୋକାନ ବାହାରେ…

୪ କୋଟି ଚାଷୀ ପାଇଲେନି ପିଏମ୍ କିସାନ ଟଙ୍କା, ଜାଣନ୍ତୁ କାରଣ କ’ଣ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଚାଷୀ ପାଇପାରିଲେନି ନିଜ ଟଙ୍କା। ସୋମବାର ୧୨ତମ କିସ୍ତିରେ କେନ୍ଦ୍ର ସରକାର ୧୬ ହଜାର କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଥିଲେ।ଏହାପୂର୍ବରୁ ୧୧ତମ କିସ୍ତିରେ କେନ୍ଦ୍ର ସରକାର ୨୧ ହଜାର କୋଟି ଟଙ୍କା ପଠାଇଥିଲେ। ଅର୍ଥାତ୍…

ଭାଷା ଭାଗବତ : ବାଧ୍ୟକାରୀ ନୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବାଧ୍ୟକାରୀ ଅବୋଧ୍ୟ ନୀତି ପାଳନକାରୀ ଜ୍ଞାନୀ ବ୍ୟକ୍ତି ସହଜେ ବୁଝି ନ ପାରଂତି ହେଲେ ହେଁ ସ୍ବଭାଷାର କ୍ଷତି ଧରି ଅଚଳ ଯେତେ ଧାରା କହଂତି ତାକୁ ପରଂପରା ପ୍ରତ୍ୟାଖ୍ୟାତ ହେବାକୁ ଡରି ହୁଅଂତି ଭାବନା ସଂହାରୀ…

୬ ଘଣ୍ଟା ପାଇଁ ବନ୍ଦ ରହିବ ମୁମ୍ବାଇ ବିମାନବନ୍ଦର

ମୁମ୍ବାଇ: ମଙ୍ଗଳବାର ଆର୍ଥାତ୍ ଆଜି ୬ ଘଣ୍ଟା ପାଇଁ ବନ୍ଦ ରହିବ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦର। ବିମାନବନ୍ଦରର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆଜି ସକାଳ ୧୧ ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ୨ଟି ରନୱେ ବନ୍ଦ ରହିବ। ଏଥିଲାଗି ୬ ଘଣ୍ଟା ପାଇଁ ଏଠାରେ କୌଣସି…

ସିବିଆଇ ବିରୋଧରେ ବୟାନ ଦେଇ ଫସିଗଲେ ସିସୋଦିଆ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଜେରାର ସମ୍ମୁଖୀନ ହେବା ବେଳେ ଦଳ ଛାଡିବାକୁ ଚାପ ପ୍ରୟୋଗ ହେଉଛି। ସୋମବାର ୯ ଘଣ୍ଟା ଜେରାର ସାମ୍ନା କରି ସିବିଆଇ ଅଫିସରୁ ବାହାରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଅନ୍ୟତମ ଶୀର୍ଷ ନେତା ମନୀଷ ସିସୋଦିଆ। ଏହାପରେ ସିବିଆଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସମ୍ମୁଖରୁ ଆସନ୍ତୁ ପ୍ରବେଶ କରିବା ଓ ଜାଣିବା ପ୍ରଭୁଙ୍କୁ ଘେରି ରହିଥିବା ପାର୍ଶ୍ଵ ଦେବାଦେବୀଙ୍କ ସମ୍ପର୍କରେ । ଖାଲି ଦେବlଦେବୀଙ୍କ ସମ୍ପର୍କରେ…

ଓଡ଼ିଶାକୁ ବାତ୍ୟା ପ୍ରଭାବ ଅଛି କି ନାହିଁ ? ତିନି ଦିନ ପରେ ସ୍ପଷ୍ଟ ହେବ

ଭୁବନେଶ୍ବର: ଆଉ ଚାରି ଦିନ ପରେ ବାତ୍ୟା ହେବ କି ନାହିଁ ଏହାକୁ ନେଇ ଏହାକୁ ନେଇ ଦେଶ ବିଦେଶର ପାଣିପାଗ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବାତ୍ୟା ହେବ ବୋଲି କଛି ସଂସ୍ଥା ଆକଳନ କରିଥିବା ବେଳେ କିଛି ବିଶେଷଜ୍ଞ କହୁଛନ୍ତି 22 ତାରିଖରେ ସ୍ପଷ୍ଟ ହେବ । …

କଟକ ସମେତ ଦେଶର ୧୫ଟି ସହରରେ ଟ୍ରାଇ ପକ୍ଷରୁ କରଗଲା ଡ୍ରାଇଭ ଟେଷ୍ଟ

ନୁଆଦିଲ୍ଲୀ:  ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ସହାୟତାରେ କଟକ ସମେତ ଦେଶର ୧୫ଟି ସହରରେ ଡ୍ରାଇଭ ଟେଷ୍ଟ କରାଯିବା ସହିତ ଏହାର ରିପୋର୍ଟ ଜାରି କରାଯାଇଛି । ଭଏସ ଏବଂ ଡାଟା ସେବା ପାଇଁ ନେଟୱର୍କର ଗୁଣବତ୍ତା ଆକଳନ କରାଯାଇଛି । ଏହା…