୧୨ରେ ବାଂଲାଦେଶରେ ‘ପଠାନ’ ରିଲିଜ୍ : ୫୨ ବର୍ଷ ପରେ ହେବ ପ୍ରଥମ ହିନ୍ଦୀ ଫିଲ୍ମ ରିଲିଜ୍
ମୁମ୍ବାଇ: ବଲିଉଡ଼ର କିଙ୍ଗ୍ ଖାନ୍ ତଥା ଶାହରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ ଚଳିତ ବର୍ଷର ସବୁଠାରୁ ବଡ ହିଟ୍ ଫିଲ୍ମ । ଏହି ଫିଲ୍ମ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମ ଏବେ ବାଂଲାଦେଶରେ ରିଲିଜ ହେବାକୁ ଯାଉଛି । ସବୁଠୁ ବଡ଼ କଥା ୫୨ ବର୍ଷ ପରେ ବାଂଲାଦେଶରେ ହିନ୍ଦୀ…