Latest Odisha News

BREAKING NEWS

ଚା ବିକି ସ୍ୱପ୍ନ ପୂରଣ କରିବେ ଛାତ୍ରୀ, ‘ବିଟେକ୍ ଚାୟବାଲି’ ନାଁରେ ଖୋଲିଲେ ଦୋକାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ୱପ୍ନ ପୂରଣ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼େ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ନିଜର ସେହି ଦୃଢ ଇଛାଶକ୍ତି ବଳରେ ସ୍ୱପ୍ନ ପୂରଣ କରିଛନ୍ତି ଜଣେ ଛାତ୍ରୀ। ବିହାରର ବିଟେକ୍ ଛାତ୍ର ଭର୍ତ୍ତିକା ସିଂ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହରିୟାଣାର…

ବେଗବାନ୍ ଜୀବନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ପ୍ରଫେସର ସଞ୍ଜୟ ଉପାଧ୍ୟାୟଙ୍କ କୋଠରୀ ଭିତରକୁ ଅନୁମତି ମାଗି ପଶିଆସିଲେ ତିନିଜଣ ସ୍ନାତକ ଶ୍ରେଣୀର ଛାତ୍ରୀ। ଏବେ ସ୍ନାତକ ଦ୍ୱିତୀୟ ବର୍ଷରେ ପଢୁଛନ୍ତି ସେମାନେ। କ୍ଲାସ୍ ସରିଆସିବା ବେଳ ହେଲାଣି। ଏବେ ପିଲାମାନେ ଘରକୁ ଯିବା କଥା। ଏମିତି…

ଟ୍ରକ୍‌ ଧକ୍କାରେ ୭ ଗୋରୁ ମୃତ 

ସୁନ୍ଦରଗଡ଼ : ଡ୍ରାଇଭରର ବେପାରୁଆ ନୀତି ଯୋଗୁ ଟ୍ରକ୍‌ ଚକା ତଳେ ଚାଲିଗଲା ୭ଟି ଗାଈର ଜୀବନ । କୋଇଡା ଥାନା ଅନ୍ତର୍ଗତ କୁସୁମୁଣ୍ଡି ଛକରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଲୁହାପଥର ବୋଝେଇ ଟ୍ରକ ମାଡ଼ିଦେଇ ଚାଲିଯିବାରୁ ୭ ଟି ଗୋରୁ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଆଜି…

ଚୋର ସନ୍ଦେହରେ ନିରୀହଙ୍କୁ ପିଟିଲେ ଲୋକେ, ଚିକିତ୍ସା ପରେ ଛାଡ଼ିଲା ପୋଲିସ

ବ୍ରହ୍ମପୁର:ବେଶଭୂଷାରୁ ଚୋର ସନ୍ଦେହରେ ଗ୍ରାମବାସୀ ଯେଉଁ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଲେ, ପୋଲିସ ତଦନ୍ତ ବେଳେ ଜଣାପଡ଼ିଲା ସେ ନିରୀହ। ଆଉ ଶେଷରେ ପୋଲିସ ତାଙ୍କର ଚିକିତ୍ସା ପରେ ଛାଡ଼ିଲା। ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମରେ ଗୁରୁବାର ରାତିରେ ଘଟିଛି ଏଭଳି କିଛି…

ମସ୍କୋ-ଦିଲ୍ଲୀ ବିମାନରେ ବୋମା ଆତଙ୍କ, ଭୟଭୀତ ଲୋକେ

ନୂଆଦିଲ୍ଲୀ: ମସ୍କୋରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ବୋମା ଆତଙ୍କ। ଗୁରୁବାର ବିଳମ୍ବିତ ରାତିରେ ଗୋଟାଏ ବିମାନରେ ବୋମା ଥିବା କଥା ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ଲୋକେ ଭୟଭୀତ ହୋଇପଡିଲେ। ବିଳମ୍ବିତ ରାତି ପ୍ରାୟ ୩ଟା ୨୦ରେ ବିମାନଟି…

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ନେତା ରାଜେନ୍ଦ୍ର ଦାସ

ଧାମନଗର: ଧାମନଗର ଉପନିର୍ବାଚନ  ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ରାଜେନ୍ଦ୍ର ଦାସ । ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି  ରାଜେନ୍ଦ୍ର ଦାସ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।  ଆଉ କିଛି ସମୟ ପରେ ନାମାଙ୍କନ ପତ୍ର ଭରିବେ ବିଜେଡି ନେତା ରାଜେନ୍ଦ୍ର ଦାସ ।…

କବିତା : ଅନନ୍ତ ଶୟନେ ଯୁଗ ପୁରୁଷ

ବିନ୍ଦୁ ନିବେଦିତା  ଆମେ ଜାଣିଛୁ...ତମେ ମିଛ କୁହ, ତଥାପି ଶୁଣିବାକୁ ଯାଉ ଆମେ ଜାଣିଛୁ,..ମିଥ୍ୟା ପ୍ରତିଶ୍ରୁତିରେ ପୋତି ପକାଅ; ତଥାପି ସ୍ଵପ୍ନ ଦେଖିବା ଆରମ୍ଭ କରିଦେଉ ଆମେ ଜାଣିଛୁ, ଦିନକେତେ ଭାସିବ ଆମ ଘରେ ଲୋଭର ଘିଅ ଆଉ ମହୁ; ଆମେ ବି ସେ ମିଛି ମିଛିକା ଖୁସିରେ ଭାସୁ ।…

ବ୍ୟାଙ୍କରୁ ନୋଟିସ ଆସିବା ପରେ ଲଟେରୀ ଜିତିଲେ ମାଛ ବ୍ୟବସାୟୀ

ଥିରୁବନ୍ତପୁରମ: ଯେତେବେଳେ ଭାଗ୍ୟଦେବୀ ପ୍ରସନ୍ନ ହୁଅନ୍ତି, ସେତେବେଳେ ରଙ୍କ ବି ରାଜା ହୋଇଯାଏ। ଆଉ ରାତାରାତି ବଦଳି ଯାଏ ଭାଗ୍ୟ। ଏମିତି କିଛି ଘଟିଛି କେରଳ ମୈନାଗପଲ୍ଲୀର ପଲାମୁଟିଲଠାରେ। ମାତ୍ର ଦେଢ଼ ଘଣ୍ଟାରେ ଜଣେ ମାଛ ବ୍ୟବସାୟୀଙ୍କ ବଦଳିଗଲା ଭାଗ୍ୟ। ୪୦ ବର୍ଷିୟ ପୁକୁଞ୍ଜୁ ଅକ୍ଟୋବର ୧୨…

ଭାଷା ଭାଗବତ : କେହି ନୁହେ ସାହା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନାହିଁ କ୍ରିୟା କି ପ୍ରତିକ୍ରିୟା ଲୋଡ଼ୁଛୁଁ ଅନୁଗ୍ରହ, ଦୟା ସର୍ବଦା ଦୁଇ ହାତ ଯୋଡ଼ି ବହୁ କାମ ରହିଛି ପଡ଼ି ଦେବାଳୟରେ ଲଂବା ଧାଡ଼ି କ୍ଷେତରେ ପଡ଼ିଛି ମରୁଡ଼ି ହାତ ଓ ଗୋଡ଼ ଭିଡ଼ି ମୋଡ଼ି ଭୋକରେ ଛାଡ଼ୁଥାଉଁ ରଡ଼ି ଆମର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଭାଇନା ଅଫିସ କାମରେ ବାହାରକୁ ଯାଇଛନ୍ତି ଡେରିରେ ଆସିବେ ତ ....ସେଥିପାଇଁ .....କଥା ବି ଅଧା ଥିଲା ତ ..ହଉ ମୋତେ ଆଜି ସବୁ କଥା କୁହ ,ମୁଁ ସବୁ ଶୁଣିବି ପ୍ରସ୍ତୁତ ହୋଇ ସାରିଛି ମନେ ମନେ । ମୁଁ ତ ଖୋଦ ପଥରରେ ଗଢ଼ା, ତେଣୁ…