Latest Odisha News

BREAKING NEWS

ବ୍ରହ୍ମପୁର ସହର ଉପକଣ୍ଠରେ ବ୍ୟାପୁଛି ଝାଡାବାନ୍ତି

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଗୋଟିଏ ପରେ ଆଉ ଗୋଟିଏ ଗାଁକୁ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୩ ଦିନ ଭିତରେ ବେନ୍ଦାଳିଆ ଗ୍ରାମରେ ୫ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କେତେକ ଆକ୍ରାନ୍ତଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଲାଠି ଗ୍ରାମରେ ଝାଡ଼ାବାନ୍ତି…

ସୋନାଲି ପୁଣି ହେଲେ ବ୍ରହ୍ମପୁର ମହିଳା ବିଜେଡ଼ି ସଭାନେତ୍ରୀ

ବ୍ରହ୍ମପୁର:ବିଜୁ ମହିଳା ଜନତା ଦଳର ବ୍ରହ୍ମପୁର ସାଂଗଠନିକ ଜିଲା ପଦାଧିକାରୀଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏହି ନାମ ଘୋଷଣା କରିଛନ୍ତି। ସଭାନେତ୍ରୀ ଭାବେ ପୁଣି ଥରେ ସୋନାଲି ଗନ୍ତାୟତଙ୍କୁ ଦାୟିତ୍ବ ଦିଆଯାଇଛି। କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଶାନ୍ତି…

ମୁଖ୍ୟମନ୍ତ୍ରୀଙ୍କୁ ବଦନାମ୍‌ ପାଇଁ ଗଞ୍ଜାମକୁ ଅବହେଳା କରାଯାଉଛି:ପ୍ରଦୀପ

ବ୍ରହ୍ମପୁର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ୍‌ ପାଇଁ ଗଞ୍ଜାମ ଜିଲାକୁ ଅବହେଳା କରାଯାଉଛି ବୋଲି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ। ଶନିବାର ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକରଡା ଗ୍ରାମରେ ଅନୁଷ୍ଠିତ ପଦଯାତ୍ରାରେ ସାମିଲ ହୋଇ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ସେ…

୯୦ତମ ଏୟାରଫୋର୍ସ ଡେ: ଭୂପୃଷ୍ଠ ଏବଂ ବାୟୁବାହୀ ଅସ୍ତ୍ର ପ୍ରଣାଳୀ ଗୋଟିଏ ବ୍ୟବସ୍ଥାରେ ରହିବେ

ଚଣ୍ଡିଗଡ଼: ୯୦ତମ ଏୟାରଫୋର୍ସ ଡେ’  ଚଣ୍ଡୀଗଡରେ ଅନୁଷ୍ଠିତ ହୋଇଯାଇଛି । ଏୟାର ଶୋ’ର କମାଲ ସାରା ବିଶ୍ବର ଗଣମାଧ୍ୟମରେ ଚର୍ଚା ହେଉଛି । ସେପଟେ ଭାରତୀୟ ବାୟୁସେନା (ଆଇଏଏଫ୍‍) ପାଇଁ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ସରକାର ନୂତନ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା (ଡବ୍ଲ୍ୟୁଏସ୍‌) ଶାଖା ଗଠନକୁ…

 ଋଷ-ୟୁକ୍ରେନ ଯୋଗାଯୋଗ ପାଇଁ ଥିବା ମହତ୍ତ୍ବପୂର୍ଣ୍ଣ ରେଳ ବ୍ରିଜ୍ ବିସ୍ଫୋରଣରେ ନଷ୍ଟ

ମସ୍କୋ: ଋଷ- ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ଆଡ଼କୁ ଗତି କରୁଛି । କେବେ ଋଷ ୟୁକ୍ରେନର ସହରକୁ କବଜା କରିବା ଖବର ଆସୁଛି ତ କେବେ ୟୁକ୍ରେନ ସେହି ସହରକୁ ଋଷ ସେନାଙ୍କଠାରୁ ଛଡ଼ାଇ ଆଣୁଥିବା ଖବର ପ୍ରକାଶ ପାଉଛି । ଏହାରି ଭିତରେ ଏକ ବଡ଼ ଘଟଣା ଘଟିଛି । ତାହା ହେଉଛି କ୍ରିମିୟା ଓ ଋଷ ମଧ୍ୟରେ…

ସଲମାନଖାନଙ୍କୁ ହତ୍ୟା କରିବା ପାଇଁ ସୁପାରିସ୍‌ 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବା ପାଇଁ ନାବାଳକକୁ ସୁପାରୀ ଦେଇଥିଲା ଲରେନ୍ସ । ପଞ୍ଜାବ ମୋହଲିର ପୁଲିସ୍‌ ମୁଖ୍ୟ କାର୍ଯ୍ୟାଳୟରେ ମେ ୯ ତାରିଖରେ ହୋଇଥିବା ଆର୍‌ପିଜି ଆକ୍ରମଣରେ ଜଣେ ନାବାଳକ ମାଷ୍ଟର୍‌ମାଇଣ୍ଡ୍‌କୁ ଫୈଜାବାଦ୍‌ରୁ ଧରାଯାଇଛି। ଅଭିନେତା ସଲ୍‌ମାନ…

କଟକ ଖୋର୍ଦ୍ଧାରେ ପ୍ରବଳ ବର୍ଷିବ ବର୍ଷା

ଭୁବନେଶ୍ବର : ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କଲା ଭୁବନେଶ୍ବର ଆଞ୍ଚଳିକ…

କୁଳାଙ୍ଗାର ଉବାଚ : ଦିବ୍ୟଦୃଷ୍ଟି

କୁଳାଙ୍ଗାରଙ୍କ ବ୍ୟଙ୍ଗ କବିତା ଖବରକାଗଜ ଧରି ପଢୁଥିଲି ଧରା ପଡିଛି ରାଣୀ ମହୁମାଛି; ଭାବିଲି ଯାହା ହେଉ ସହରରେ ବି ଅସଲି ମହୁ ଉତ୍ପାଦନର ସୁବିଧା ଅଛି! ଦୁଇଜଣ ବାବାଜୀ ଏତିକି ବେଳେ ଘରେ ପହଁଚି କହିଲେରେ ବାବୁ; ତୁ ଟିକେ ବୁଝାବୁଝି କର ଆମେମାନେ ସିନେ ପ୍ରଯୋଜକ ହେବୁ!…

ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହେଲାଣି ଢେଙ୍କାନାଳ

ଢେଙ୍କାନାଳ : ରାତି ପାହିଲେ ମା‘ ଗଜଲକ୍ଷ୍ମୀଙ୍କ ପୂଜା । ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ମା’ଙ୍କ ପୂଜାକୁ ନେଇ ଉତ୍ସବମୁଖର ସାରା ସହର। ଢେଙ୍କାନାଳ ଜିଲ୍ଲାରେ ମା’ଙ୍କ ପୂଜାକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି  । ବାଉଁଶରେ ହେଉଛି ସାଜସଜା l ଆଜିକୁ ୭୫ବର୍ଷ ତଳେ ଏହି ଗଜଲଷ୍ମୀ ପୂଜା…

କବିତା : ଇଜ୍ଜତ

ପ୍ରମୋଦ ପ୍ରଧାନ ସ୍ୱାଭିମାନର ଡଅଁର ତଳେ ଡେଉଁଥାଏ ଯେଉଁ ଦମ୍ଭ ବେଇଜ୍ଜତରେ ନୁହେଁ ଇଜ୍ଜତରେ ମାପୁଥାଏ ନିଜର କ୍ଷୀପ୍ର ବେଗ ଗଣୁଥାଏ ନିଶ୍ୱାସ ପ୍ରଶ୍ୱାସ ! ଅଧିକାର,କର୍ତ୍ତବ୍ୟ ଭିତରେ ହଜେଇଦେଇ ନିଜର ଅହଙ୍କାର ବାହୁକୁ ପ୍ରସାରୁଥାଏ ଇଜ୍ଜତ ଆଉ ସାବ୍ୟସ୍ତ କରୁଥାଏ ବର୍ତ୍ତମାନର…