ଅନୁବାଦ ଗଳ୍ପ : ଗଙ୍ଗା ଏପାରି, ଗଙ୍ଗା ସେପାରି
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୨
ମୂଳ ବଙ୍ଗଳା: ଜ୍ୟୋତିର୍ମୟୀ ଦେବୀ
ଅନ୍ଧାର ରାତି । ଜଙ୍ଗଲର ଅରମା ବଣବୁଦା ଭିତରେ ପଶି ସେମାନେ ଏକମୁହାଁ ଆଗକୁ ଚାଲିଥିଲେ । ସେମାନଙ୍କୁ ଭଲ ରାସ୍ତା ମାଲୁମ ଥିଲା । କିନ୍ତୁ ଜାଣିଶୁଣି ଏଭଳି ରାସ୍ତାରେ ଯିବାକୁ ହିଁ ସେମାନେ…