Latest Odisha News

ଗିରଫ ହେବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ !

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏବେ ତାଙ୍କ ବିରୋଧରେ ସ୍ଥାନୀୟ କୋର୍ଟ ଗିରଫ ୱାରେଂଟ ଜାରୀ କରିଛନ୍ତି । ମାର୍ଗାଲା ପୋଲିସ ଷ୍ଟେସନର ରିପୋର୍ଟକୁ ଭିତି କରି ଏହି ୱାରେଂଟ ଜାରୀ କରାଯାଇଛି । ଅଗଷ୍ଟ ୨୦ରେ ଅନୁଷ୍ଠିତ ଏକ…

ସ୍ବଚ୍ଛ ସର୍ବେକ୍ଷଣରେ ବ୍ରହ୍ମପୁର ପୁରସ୍କୃତ

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମକୁ ସ୍ବଚ୍ଛ ସର୍ବେକ୍ଷଣରେ ସଫଳତା ମିଳିଛି। ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଠ ସହର ବର୍ଗର ଅଭିନବୀକରଣ ଏବଂ ଶ୍ରେଷ୍ଠ କାର୍ଯ୍ୟକାରିତା(ଇନୋଭେସନ ଆଣ୍ଡ ବେଷ୍ଟ ପ୍ରାକ୍ଟିସ୍‌)ରେ ବ୍ରହ୍ମପୁରକୁ ଶ୍ରେଷ୍ଠ ସହର ଭାବେ ପୁରସ୍କୃତ କରାଯାଇଛି। ଦିଲ୍ଲୀର ଅନୁଷ୍ଠିତ…

ମହିଳା ଏସିଆ କପ କ୍ରିକେଟ: ଶ୍ରୀଲଙ୍କାକୁ ୪୧ ରନରେ ହରାଇଲା ଭାରତ

ସିଲହଟ: ବାଂଲାଦେଶରେ ଚାଲିଥିବା ମହିଳା ଏସିଆ କପ କ୍ରିକେଟରେ ଶନିବାର ଭାରତ ୪୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ ବିନିମୟରେ ୧୫୦ ରନ ସଂଗ୍ରହ କରିଥିଲା । ଜେମି ରୋଡ୍ରିଗ୍ୟୁସ ୭୬ ରନର ଚମତ୍କାର ଇନିଂସ ଖେଳିଥିଲେ । ଓ.ରଣସିଂଘେ ଶ୍ରୀଲଙ୍କା ପକ୍ଷରୁ…

ଖଡ଼ଗେ ହୋଇପାରନ୍ତି କଂଗ୍ରେସ ସଭାପତି !

ନୂଆଦିଲ୍ଲୀ: 1996 ସେପ୍ଟେମ୍ବରରେ ସୀତାରାମ କେଶରୀ କଂଗ୍ରେସ ସଭାପତି ହୋଇଥିଲେ । ମାର୍ଚ୍ଚ 1998ରେ ତାଙ୍କୁ ହଟାଇ ଦିଆଯାଇଥିଲା । କଂଗ୍ରେସର ମଙ୍ଗ ଧରିଥିଲେ ସୋନିଆ ଗାନ୍ଧୀ ଆଉ ବନିଥିଲେ ସଭାପତି  । ସେବେଠାରୁ ଗାନ୍ଧୀ ପରିବାର ହାତରେ ଥିଲା ସଭାପତି ପଦ । ଏବେ ପୁଣି ସଭାପତି ପଦ ପାଇଁ…

ଦୁର୍ଗା ପୂଜା ପାଇଁ କଡ଼ା ସୁରକ୍ଷା, ସାରା ରାଜ୍ୟରେ ୨୩୦ ପ୍ଲାଟୁନ୍ ପୋଲିସ ମୁତୟନ

ଭୁବନେଶ୍ୱର: ପାର୍ବଣ ପାଇଁ ପୋଲିସର ପ୍ରସ୍ତୁତି । ରାଜ୍ୟବ୍ୟାପୀ ମୁତୟନ ୨୩୦ ପ୍ଲାଟୁନ୍ ପୋଲିସ । ଦୁର୍ଗା ପୂଜା ସମୟରେ ହେଉଥିବା ଜନଗହଳି ଓ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସାରା ରାଜ୍ୟରେ ଜିଲ୍ଲା ପୋଲିସ ସହ ଅତିରିକ୍ତ ୨୩୦ ପ୍ଲାଟୁନ୍…

ଭାରତର ସ୍ୱଚ୍ଛ ସହର ଇନ୍ଦୋର

ନୂଆଦିଲ୍ଲୀ :  ନିଜକୁ ଫିଟ ରଖିବା ପାଇଁ ହେଲେ ଆମକୁ ସୁସ୍ଥତା ଉପରେ ଅଧିକ ଧ୍ୟାନ ଦେବାକୁ ହେଇଥାଏ। ତେବେ ଆମ ସହର ଯେତେ ପୁରିସ୍କାର ରହିବ ଆମେ ସେତେ ସୁସ୍ଥ ବାତାବରଣରେ ରହିବାକୁ ସମୟ ପାଇଥାଉ। ତେବେ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରର ବାର୍ଷିକ ସ୍ଵଚ୍ଛ ସର୍ବେକ୍ଷେଣ ରିପୋର୍ଟ…

ବୁମରାହ ଏବେ ବି ଟି୨୦ ବିଶ୍ୱକପ ଦଳରୁ ବାହାରି ନାହାନ୍ତି: ଦ୍ରାବିଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଯଶ୍ରପ୍ରୀତ ବୁମରାହଙ୍କୁ ନେଇ ବଡ ଅପଡେଟ ଦେଇଛନ୍ତି । ସେ କହିଛନ୍ତି ବୁମରାହ ଏବେ ଏନସିଏରେ ଅଛନ୍ତି । ତାଙ୍କ ଫିଟନେସ ନେଇ ଅଫିସିଆଲ ରିପୋର୍ଟ ଆସିନି । ଏବେ ବି ସେ ଟି୨୦ ବିଶ୍ୱକପ ଦଳରୁ ବାଦ ପଡି ନାହାନ୍ତି ବୋଲି ଦ୍ରାବିଡ କହିଛନ୍ତି ।…

ଅଫିସ୍‌ରେ ମଦ୍ୟପାନ ଘଟଣା:ଆରବିଏସକେ ମ୍ୟାନେଜରଙ୍କ ବୁର୍ଲା ବଦଳି

ବ୍ରହ୍ମପୁର: ଗଞ୍ଜାମ ଜିଲା ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସ୍‌କେ)ର ଆସିଷ୍ଟାଣ୍ଟ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ କାର୍ଯ୍ୟାଳୟ ଭିତରେ ବସି ମଦ୍ୟପାନ ସଂପର୍କିତ ଫଟୋ ଭାଇରାଲ୍‌ ହୋଇଥିଲା। ସ୍ବାସ୍ଥ୍ୟ ବିଭାଗ ଏହାର ତଦନ୍ତ କରିଥିଲା। ତାଙ୍କ ବିରୋଧରେ ଅନେକ ଡାକ୍ତର,…

ଗୁରୁଙ୍କ ଆଗରେ ତିଷ୍ଠି ପାରିବେ ତ ଶିଷ୍ୟ ?

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସରେ ଦୁଇ ପ୍ରାର୍ଥୀ । ଖଡଗେଙ୍କୁ ଟକ୍କର ଦେବାକୁ ଯାଉଛନ୍ତି  ଥରୁର  ।  ଗୁରୁଙ୍କ ଆଗରେ ତିଷ୍ଠି ପାରିବେ ତ ଶିଷ୍ୟ ? ଏହିକିଛି ଦିନ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ପାଇଁ ରାଜନୈତିକ ପାଣିପାଗ ବହୁତ ସରଗରମ ରହିଥିଲା । କାହାକୁ ଆସନ ହରେଇବାର…

ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ବାଜିଲା ବଲ

ନୂଆଦିଲ୍ଲୀ: ୧୯ ବର୍ଷରୁ ବିଶ୍ୱକପ ବିଜୟୀ ଭାରତୀୟ ଦଳର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କ ଆଖିରେ ବଲ ବାଜିଛି । ତେବେ କିପରି ତାଙ୍କ ଆଖିରେ ବଲ ବାଜିଲା ତାହା ସ୍ପଷ୍ଟ ହୋଇନି । ୨୯ ବର୍ଷୀୟ ଏହି ଯୁବ ଖେଳାଳି ଗତବର୍ଷ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ ସେ ଏବେ ଆମେରିକା…