Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶାରେ ହାଇ କୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନହେଲେ ଲୋକସେବା ଭବନ ଘେରାଉ ପାଇଁ ଚେତାବନୀ

ଭୁବନେଶ୍ୱର: ତେଜୁଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ଦାବି। ନଚେତ ଆଗାମୀ ଦିନରେ ଲୋକସେବା ଭବନ କରିବାକୁ ଚେତାବନୀ ଦେଇଛି ପଶ୍ଚିମ ଓଡ଼ିଶାର ସଂଘ। କେନ୍ଦ୍ରୀୟ କମିଟି ଅଧୀନରେ ପଶ୍ଚିମ ଓଡିଶାର ସମସ୍ତ ବାର ଆସୋସିଏସନର ସଦସ୍ୟମାନେ ମାଷ୍ଟର କ୍ୟାଣ୍ଟିନରୁ ଲୋକସେବା ଭବନ ପର୍ଯ୍ୟନ୍ତ…

ଜଣେ ବ୍ୟକ୍ତିଙ୍କ ପେଟରୁ ବାହାରିଲା ୬୨ ଷ୍ଟିଲ ଚାମଚ

ମୁଜାଫରନଗର: ମୁଜାଫରନଗରରେ ଏବେ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ଏଠାରେ ଡାକ୍ତରଖାନାରେ ଯନ୍ତ୍ରଣା ପାଇଁ ଚିକତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ପେଟରୁ ୬୨ ଷ୍ଟିଲ ଚାମଚ ବାହାରିଛି । ଅପରେଶନ ପରେ ଯୁବକଙ୍କ ଅବସ୍ଥା ଉଦବେଗଜନକ ରହିଛି । ରିପୋର୍ଟ ମୁତାବକ ମନ୍ସରପୁରର ବୋପାଡା ଗ୍ରାମର ୩୨…

ଶହୀଦ ଭଗତ ସିଂଙ୍କ ଜୟନ୍ତୀରେ ଆପର ରକ୍ତଦାନ ଶିବିର

ଭୁବନେଶ୍ୱର : ଶହୀଦ ଭଗତ ସିଂଙ୍କ ଜୟନ୍ତୀ ପାଳନ କରିବା ଅବସରରେ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ରକ୍ତଦାନ ଶିବିରର…

ପିଏଫଆଇ ପରେ ଆରଏସଏସକୁ ବ୍ୟାନ କରିବାକୁ ଉଠିଲା ଦାବି

ନୂଆଦିଲ୍ଲୀ: ବିହାର ରାଜଧାନୀ ପାଟନାରୁ ଫୁଲହାରୀ ସରିଫ ଆତଙ୍କୀ ମଡ୍ୟୁଲ ପ୍ରଥମେ ସାମ୍ନାକୁ ଆସିଥିଲା। ଏହାପରେ ଧୀରେ ଧୀରେ ତଦନ୍ତ ହେବାରୁ ଫୁଲୱାରୀ ସରିଫର ମିଶନ ୨୦୪୭ ସୁଦ୍ଧା ଭାରତକୁ ଏକ ଇସଲାମ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୋଜନା ଥିବା ସାମ୍ନାକୁ ଆସିଥିଲା। ସେହିପରି ୧୨ ଜୁଲାଇରେ…

ନିୟମିତ ଏକ ଚାମଚ ମହୁ ଦୂର କରେ ମେଦବହୁଳତା ସମସ୍ୟା

ଆପଣଙ୍କ ଓଜନ ବଢିଯାଇଛି କି? ଏଥିପାଇଁ ଆପଣ ଖୁବ ଚିନ୍ତିତ! ତେବେ ଏହି ଚିନ୍ତା ଆପଣଙ୍କ ମଟାପଣର କାରଣ ହୋଇପାରେ। ଏହା ଆମେ ନୁହେଁ ହେଲଥ୍ ଏକ୍ସପର୍ଟସ କୁହନ୍ତି। ତେବେ ଆପଣ ଓଜନ ହ୍ରାସ କରିବାକୁ ଯେକୌଣସି ଉପାୟ ଆପଣାନ୍ତୁ ନା କାହିଁକି ପ୍ରଥମେ ଚିନ୍ତା କରିବା ବନ୍ଦ କରିବାକୁ ପଡିବ। ଓଜନ ହ୍ରାସ…

ତେଜସ୍ବୀ ଯାଦବଙ୍କୁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହେଁ : ଲାଲୁ

ନୂଆଦିଲ୍ଲୀ: ବିହାରରେ ସରକାର ବଦଳିବା ପରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବେ ଏବଂ ବିହାର ମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଦାୟିତ୍ୱ ଗ୍ରହଣ କରିବେ। ଏପରି ଏକ ଚର୍ଚ୍ଚା ବିଭିନ୍ନ ସମୟରେ ହେଉଛି। ଆଉ ଏବେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଆରଜେଡି ସୁପ୍ରିମୋ ତଥା ବିହାରର…

କ୍ୟୁବାରେ ତାଣ୍ଡବ ରଚିବା ପରେ ଫ୍ଲୋରିଡା ଆଡେ ମାଡି ଚାଲିଛି ସାମୁଦ୍ରିକ ଝଡ

ଫ୍ଲୋରିଡା: କ୍ୟାରବିୟାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ ଇୟାନ କ୍ୟୁବାରେ ତାଣ୍ଡବ ରଚିବା ପରେ ଏବେ ଫ୍ଲୋରିଡା ଆଡେ ମାଡି ଚାଲିଛି । କ୍ୟୁବାରେ ୨୦୫ କିଲୋମିଟର ପ୍ରତି ଘଂଟା ବେଗରେ ପବନ ବୋହିବା ସହ ଝଡ ତୋଫାନ ହୋଇଥିଲା । ଏହା କିଛି ମାତ୍ରାରେ ଦୁର୍ବଳ ହୋଇ ଆଗାମୀ ୮ ଘଂଟା…

ତ୍ୱଚାର ସୁନ୍ଦରତା ବୃଦ୍ଧି ସହ ଦାଗ ଦୂର କରେ ଅମୃତଭଣ୍ଡା ତେଲ

ଅମୃତଭଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଅଧିକାଂଶ ଲୋକ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଅମୃତଭଣ୍ଡାକୁ ଫ୍ରୁଟ ସାଲାଡ଼ରେ ସାମିଲ କରନ୍ତି। ଅମୃତଭଣ୍ଡା କେବଳ ଯେ ଆମ ଶରୀର ପାଇଁ ଲାଭଦାୟକ ନୁହେଁ ବରଂ ଏହା ଚର୍ମ ପାଇଁ ମଧ୍ୟ ବହୁତ ପ୍ରଭାବଶାଳୀ। ଆପଣ ଏହି ଫଳକୁ କଞ୍ଚା କିମ୍ବା…

ରେଲଓ୍ୱେ ନିଯୁକ୍ତି ଘୋଟାଲା: ଅକ୍ଚୋବର ୧୮ରେ ହାଜର ହେବାକୁ ତେଜସ୍ୱୀଙ୍କୁ ସମନ

ନୂଆଦିଲ୍ଲୀ: ଆଇଆରସିଟିସି ସ୍କାମରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କୋର୍ଟରେ ହାଜର ହେବେ। ଏଥିପାଇଁ ଦିଲ୍ଲୀର ଏକ କୋର୍ଟ ସମନ କରି ହାଜର ହେବାକୁ କହିଛନ୍ତି। ଏହି ଦୁର୍ନୀତି ମାମଲାରେ ତେଜସ୍ୱୀ ଜାମିନରେ ଅଛନ୍ତି। ନିକଟରେ ସେ ସିବିଆଇକୁ ଧମକ ଦେଇଥିଲେ। ଏହାପରେ ସିବିଆଇ ତେଜସ୍ୱୀ…

ମମତାଙ୍କ ଦୁଆରେ ରାଶନ ଯୋଜନା ଅବୈଧ

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ଦୁଆରେ ରାଶନ ଯୋଜନାକୁ କଲିକତା ହାଇକୋର୍ଟ ଅବୈଧ ଘୋଷଣା କରିଛନ୍ତି । ଫଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ ଶକ୍ତ ଧକ୍କା ଲାଗିଛି । ପଶ୍ଚିମବଙ୍ଗ ସରକାରଙ୍କ ଏହି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବିରୁଦ୍ଧ ଅଟେ ବୋଲି କୋର୍ଟଙ୍କ ପକ୍ଷରୁ…