Latest Odisha News

BREAKING NEWS

ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ‘ଖେଲା’ କରିବ କି ବିଜେପି ?

ଜୟପୁର: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପରେ ବିରୋଧୀ ବିଜେପି ନିରବ ରହିଛି। ଯଦିଓ କଂଗ୍ରେସକୁ ନେଇ ବିଜେପି ନେତା କଡା ପ୍ରତିକ୍ରିୟା ରଖୁଛନ୍ତି ହେଲେ ସରକାର ଗଢିବା ନେଇ କୌଣସି ଗୋଟି ଚଳାଉଥିବା ଦେଖିବାକୁ ମିଳୁନି। ଯାହା ଅନ୍ୟ ସମୟରେ ବିଜେପି କରିଥିବାର ନଜିର ରହିଛି। କିନ୍ତୁ ସାଧାରଣରେ…

ନକଲି ପାସପୋର୍ଟ ମାମଲାରେ ଅବୁ ସଲେମଙ୍କୁ ୩ ବର୍ଷ ଜେଲ

ନୂଆଦିଲ୍ଲୀ: ନକଲି ପାସପୋର୍ଟ ମାମଲାରେ ଅଣ୍ଡରୱାର୍ଲ୍ଡ ଡନ ଅବୁ ସଲେମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ମଙ୍ଗଳବାର ସିବିଆଇ ସ୍ୱତନ୍ତ୍ର କୋର୍ଟର ବିଚାରପତି ସମୃଦ୍ଧି ମିଶ୍ର ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ସଲେମଙ୍କ ବ୍ୟତୀତ ପରଭେଜ ଆସଲମ ମଧ୍ୟ ଦଣ୍ଡିତ ହୋଇଛନ୍ତି । ୧୯୯୩ରେ ଅବୁ ସଲେମ…

ଭଗତ ସିଂହଙ୍କ ଜୟନ୍ତୀରୁ ଆପର ରକ୍ତ ଦାନ ଦିବସ

ଭୁବନେଶ୍ୱର : ଭଗତ ସିଂଙ୍କ ଜୟନ୍ତୀ ଉପଲକ୍ଷେ ତଥା ଆମ୍ ଆଦମୀ ପାର୍ଟୀର ରାଷ୍ଟ୍ରୀୟ ଆବାହକ  ଅରବିନ୍ଦ କେଜରିୱାଲଙ୍କ ଆହ୍ଵାନ କ୍ରମେ ତା.୨୮.୦୯.୨୦୨୨ରିଖ ଦିନଟିକୁ “ରକ୍ତ ଦାନ ଦିବସ”ଭାବେ ସମଗ୍ର ଭାରତରେ  ପାଳନ କରାଯିବ। ଓଡ଼ିଶାରେ ମଧ୍ୟ ରାଜ୍ୟ ଆପ ତରଫରୁ ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରେ ରକ୍ତ…

୨୦୨୩ FIH ପୁରୁଷ ବିଶ୍ୱକପ୍ ହକି ଖେଳସୂଚୀ, ରାଉରକେଲାରେ ଖେଳାଯିବ ୨୦ଟି ମ୍ୟାଚ୍

ଭୁବନେଶ୍ୱର: ହକିରେ ମତୁଆଲା ହେବ ଓଡ଼ିଶା । ୨୦୨୩ FIH ପୁରୁଷ ବିଶ୍ୱକପ୍ ହକି ଲାଗି ଖେଳସୂଚୀ ପ୍ରକାଶ ପାଇଛି । ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା FIH ପୁରୁଷ ବିଶ୍ୱକପ୍ ହକି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଉଦଘାଟନୀ…

ମଧ୍ୟସ୍ଥତା ଚାହୁଁନାହାନ୍ତି ଅନୁଭବ

କଟକ : ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ପାରିବାରିକ ବିବାଦ ମାମଲା । ଫ୍ୟାମିଲ କୋର୍ଟରେ ଶୁଣାଣି ପାଇଁ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି । ଆଜି ପୁଣି ଉଭୟଙ୍କ ମଧ୍ୟରେ ଫ୍ୟାମିଲ କୋର୍ଟରେ କାଉନସେଲିଂ ଶେଷ ହୋଇଛି । ହେଲେ  ଆଜି…

ବ୍ରେକ ପରେ ସ୍ପେନିଶ ଫିଲ୍ମ ଚାମ୍ପିୟନ୍ସର ରିମେକରେ କାମ କରିବେ ଅମୀର

ମୁମ୍ବାଇ: ଲାଲ ସିଂ ଚଢା ଫ୍ଲପ ହେବା ପରେ ବଲିଉଡ ଷ୍ଟାର ଅମୀର ଖାଁ କିଛି ଦିନ ପାଇଁ ବ୍ରେକ ନେବାକୁ ନିଷ୍ପତି ନେଇଛନ୍ତି । ସେ ଛୁଟି କଟାଇବା ପାଇଁ ଆମେରିକା ଯାଇଛନ୍ତି । ୪ ବର୍ଷ ଅକ୍ଳାନ୍ତ ପରିଶ୍ରମ ପରେ ଲାଲ ସିଂ ଚଢ଼ାର ନୈରାଶ୍ୟଜନକ ବ୍ୟବସାୟ ଅମୀରଙ୍କୁ ନିରାଶ କରିଛି । ତେବେ ସେ…

ଉଦ୍ଧବଙ୍କୁ ଝଟକା: ସୁପ୍ରିମକୋର୍ଟ କହିଲେ ଶିବସେନାର ଚିହ୍ନ ଉପରେ ନିଷ୍ପତ୍ତି ନେଇପାରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଶିବସେନା ଦଳର ଚିହ୍ନକୁ ନେଇ ଚାଲିଥିବା ମାମଲାର ଶୁଣାଣି ହୋଇଛି। ଶିବସେନା ଦଳର ଚିହ୍ନ ପ୍ରସଙ୍ଗରେ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ। ଏ ନେଇ ଆଜି ଗ୍ରୀନ ସିଗନାଲ ଦେଇଛନ୍ତି ସୁପ୍ରିମକୋର୍ଟ। ଯାହା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀକୁ ଆଶ୍ବସ୍ତି…

ରାଜସ୍ଥାନ କଂଗ୍ରେସରେ ହାଇଡ୍ରାମା ଭିତରେ ଦିଲ୍ଲୀରେ ପାଇଲଟ

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ବ୍ୟକ୍ତିଗତ କାମରେ ଦିଲ୍ଲୀ ଆସିଥିବା ସୂଚନା ରହିଛି। ଏବଂ ଏବେର ଘଟଣାକ୍ରମ ସହିତ ସେ ଦିଲ୍ଲୀ ଆସିବାର କୌଣସି ଲିଙ୍କ୍ ନାହିଁ ବୋଲି କହିଛନ୍ତି।…

ପ୍ଲଟିଂ କରି ଜାଗା ବିକିଲା ପ୍ରଶାସନ, ଭୁଲିଗଲା ୨୨ ବର୍ଷେ ତଳେ ଦେଇଥିବା ପ୍ରତିଶ୍ରୁତି

ପାରାଦୀପ: ପାରାଦୀପଗଡ଼ ପଞ୍ଚାୟତ ନିମିଢିର ପାରାଦୀପ ଡେଭଲପମେଣ୍ଟ ଅଥରିଟି ଦ୍ଵାରା ଆବଣ୍ଟିତ ପ୍ଲଟିଂ କଲୋନୀ । ଆଜକୁ ୨୨ ବର୍ଷ ତଳେ ୨୦୦୦ ମସିହାରେ ପାରାଦୀପ ଡେଭଲପମେଣ୍ଟ ଅଥରିଟି ନିମିଢିରେ ଏହି ସ୍ଥାନକୁ ପ୍ଲଟିଂ କରି ବିକିଥିଲା । ଆଉ କଲୋନୀରେ ଡ୍ରେନେଜ ବ୍ୟବସ୍ଥା ସହ ପାଣି, ବିଦ୍ୟୁତ୍,…

ସୁସ୍ଥ କେଶ ପାଇଁ ନଡ଼ିଆ କ୍ଷୀର

ନଡ଼ିଆ ତେଲ ସମସ୍ତ ପ୍ରକାର କେଶ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ନଡ଼ିଆ କ୍ଷୀର ମଧ୍ୟ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ। ନଡିଆ କ୍ଷୀର କେଶର ଗଭୀରରୁ ପୋଷଣ ଯୋଗାଇଥାଏ। ଏହା କେଶ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବା ସହ ଶୁଷ୍କ ଏବଂ…