Latest Odisha News

BREAKING NEWS

ଏଥର ଟାର୍ଗେଟରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ ଟିମ ଧିରେ ଧିରେ ଲୟକୁ ଫେରୁଛନ୍ତି । ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୨-୧ରେ ସିରିଜ ହରାଇବା ପରେ ଏବେ ଭାରତର ନଜର ଦକ୍ଷିଣ ଆଫ୍ରିକା ଉପରେ ରହିଛି । ବିଜୟ ଧାରା ବଜାୟ ରଖି ବିଶ୍ୱକପ ଖେଳିବାକୁ ଯିବା ପାଇଁ ଟିମ ଇଣ୍ଡିଆ ନିଶ୍ଚିତ ଭାବେ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି, ଜମିର କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ

କୋରାପୁଟ: ଜମିର କିସମ ବଦଳାଇବାକୁ ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ବରିଷ୍ଠ କିରାଣି । କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ତହସିଲ୍ ଅଫିସର ବରିଷ୍ଠ କିରାଣି ତଥା ରେକର୍ଡ ରୁମ୍ ଇନଚାର୍ଜ ସତ୍ୟନାରାୟଣ ଦଳେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆରଓଆର୍ ପଟ୍ଟା ଚାଷଜମିରୁ ଘରବାରିକୁ…

ଇଣ୍ଡିଆନ୍‌ ଆଇଡଲ୍-୧୩: ଟପ୍-୧୫ ଲିଷ୍ଟରେ ତିନି ଓଡ଼ିଆଙ୍କ ସ୍ଥାନ କେଉଁଠି?

ମୁମ୍ବାଇ: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ‘ଇଣ୍ଡିଆନ୍‌ ଆଇଡଲ’ର ୧୩ତମ ସିଜିନରେ ମେକର୍ସ ଟପ୍-୧୫ କଣ୍ଟେଷ୍ଟାଣ୍ଟଙ୍କ ଲିଷ୍ଟ ଜାରି କରିଛନ୍ତି। ଲିଷ୍ଟରେ ନାହିଁ ତିନି ଓଡିଆଙ୍କ ନାମ। ବାଲେଶ୍ୱରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି, ବର୍ଣ୍ଣାଳି ହୋତା ଏବଂ ଓଲିଉଡର ପ୍ଲେ ବ୍ୟାକ୍…

ବିଶ୍ବସ୍ତ ହୋଇ ଦଳରେ ବିଦ୍ରୋହ କଲେ ଗେହଲଟ୍, ହତବାକ ଗାନ୍ଧୀ ପରିବାର

ନୂଆଦିଲ୍ଲୀ : ବିଜେପି ୨୦୧୪ରେ କ୍ଷମତାକୁ ଆସିବା ପରଠୁ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପର୍ଯ୍ୟାୟକ୍ରମେ ଦୁର୍ବଳ ହୋଇ ଚାଲିଛି।୨୦୧୮ରେ ହିନ୍ଦୀ ହାର୍ଟଲ୍ୟାଣ୍ଡ (ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ) ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହେବା ପରେ ଆଉ ଦଳ ସେମିତି କୌଣସି…

ହାଇକୋର୍ଟରେ ଗୋଟିଏ ଦିନରେ ୩୨ଟି ମାମଲାର ରାୟ ଶୁଣାଇଲେ ବିଚାରପତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁପ୍ରିମକୋର୍ଟ ଏବେ ଅନେକ ପଡି ରହିଥିବା ମାମଲାର ଶୁଣାଣି କରିବାକୁ ଯାଇ 'ଫାଷ୍ଟ ଟ୍ରାକ' କୋର୍ଟ ଭଳି ଶୁଣାଣି କରୁଛନ୍ତି। ଦେଶର ଅନେକ ମାମଲା ପଡିଥିବା ବେଳେ ସୁପ୍ରିମକୋର୍ଟଙ୍କ ଏପରି କାର୍ଯ୍ୟଧାରାକୁ ଅନେକ ପ୍ରଶଂସା କରୁଛନ୍ତି। ଏବେ ଏହି ଧାରାରେ ଯୋଡି…

ଏସସିବି ପରିସରରେ ଏକ୍ସପାଏରୀ ଔଷଧ ବିକ୍ରି ଅଭିଯୋଗ

କଟକ: ନକଲି ଔଷଧ ବିକ୍ରି ନେଇ ଚର୍ଚ୍ଚାରେ ରହିଥିବା କଟକରୁ ଆସିଛି ଆଉ ଏକ ରୋଚକ ଖବର। ରାଜ୍ୟର ବଡ ମେଡିକାଲ କୁହାଯାଉଥିବା ଏସସିବି ହସ୍ପିଟାଲ ପରିସରରେ ଏକ୍ସାପାଏରୀ ଔଷଧ ବିକ୍ରି ହେଉଥିବା ଅଭିଯୋଗ ଆସିଛି। ଆଉ ଏହି ଏକ୍ସପାଏରୀ ଔଷଧ ରୋଗୀ ଖାଇଥିବା ସୂଚନା ରହିଛି। ଅର୍ଥାତ ରୋଗ ଭଲ ହେବାକୁ…

ଅଫିସରେ ଆରବିଏସକେ ମ୍ୟାନେଜରଙ୍କ ମଦ୍ୟପାନ ଫଟୋ ଭାଇରାଲ ପରେ ତଦନ୍ତ

ବ୍ରହ୍ମପୁର: ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ) ଗଞ୍ଜାମର ରାଷ୍ଟ୍ରୀୟ ବାଲ୍‍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(ଆରବିଏସକେ)ର ସହକାରୀ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ ନିଜ କାର୍ଯ୍ୟାଳୟରେ ବସି ମଦ୍ୟପାନ କରୁଥିବାର ଫଟୋ ଭାଇରାଲ୍‍ ହୋଇଛି। ଏହି ଫଟୋ ଭାଇରାଲ ହେବା ପରେ ମଙ୍ଗଳବାର ଘଟଣାର ତଦନ୍ତ…

ନଡ୍ଡାଙ୍କ ଉପସ୍ଥିତିରେ ରାଜଧାନୀରେ ବିଜେଡି କରିବ ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବର୍ଷେରୁ ଅଧିକ ସମୟ ରହିଛି। ହେଲେ ଏହା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳମାନେ ତୃଣମୂଳ ସ୍ତରରେ ସଂଗଠନ ମଜବୁତ କରିବା ଉପରେ ଜୋର ଦେଇଛନ୍ତି। ଆଉ ଏବେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି ଦୁଇ ପ୍ରମୁଖ ଦଳ ବିଜେପି ଏବଂ ବିଜେଡି ।…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ହେବ ଡିଜିଟାଇଜେସନ୍

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ ହେବ । ଶ୍ରୀମନ୍ଦିର ପରିଚାଳନା କମିଟିରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି । ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ ନେଇ ଓରସାକର ସାହାଯ୍ୟ…

ଗେହଲୋଟଙ୍କ ସହ କଥା ହେଲେନି ସୋନିଆ !

ଜୟପୁର: ନେତୃତ୍ବକୁ ନେଇ କଂଗ୍ରେସରେ ଦେଖାଦେଇଥିବା ହଟଚମଟ ରାଜସ୍ଥାନ ରାଜନୀତିକୁ ସରଗରମ କରିଛି। ଏବେ ଅପେକ୍ଷା କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାଡଗେ ଏବଂ ଅଜୟ ମାକେନ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ କ'ଣ ରିପୋର୍ଟ ଦେବେ। ଆଉ ସୋନିଆ ଗାନ୍ଧୀ କ'ଣ ନିଷ୍ପତ୍ତି ନେବେ। ଏହାପରେ…