ଅଧିକ ବୁଦ୍ଧି ପ୍ରୟୋଗ କରିବା ଧୋନୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ, ଖେଳି ନ ପାରନ୍ତି ଫାଇନାଲ
ଅହମ୍ମଦାବାଦ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପୁନର୍ବାର ମହେନ୍ଦ୍ର ସିଂ ଧୋନୀଙ୍କ ବଳିଷ୍ଠ ନେତୃତ୍ୱ ବଳରେ ଫାଇନାଲରେ ପ୍ରବେଶ କରିଛି । ତେବେ ଗୁଜରାଟ ଟାଇଟନ୍ସ ବିପକ୍ଷରେ କ୍ୱାଲିଫାୟର ୧ରେ ଧୋନୀ ଅଧିକ ବୁଦ୍ଧି ପ୍ରୟୋଗ କରି ଅଡୁଆରେ ପଡିଛନ୍ତି । ମାଥିସା ପାଥିରନଙ୍କୁ ଖେଳାଇବା ପାଇଁ…